ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ବ୍ୟବସାୟୀଙ୍କ ପାଇଁ ଦିନଟି ସୁନିୟୋଜିତ ରହିବ। ଚାକିରି କ୍ଷେତ୍ରରେ କର୍ତ୍ତୃତ୍ବ ବଢ଼ିବ। ଜୀବନରେ ମଧୁର ସ˚ପର୍କ ଆରମ୍ଭ ହେବ। ପରିବାରରେ ସୁଖ ଶାନ୍ତି ବୃଦ୍ଧି ପାଇବ।

 

 

ବୃଷ: ପରିବାର ଲୋକଙ୍କ ସହିତ ଜୀବନ ଆନନ୍ଦମୟ ହେବ। କାର୍ଯ୍ୟ କ୍ଷେତ୍ରରେ କିଛି ପରିବର୍ତ୍ତନ ଆଣିବା ଲାଗି ଭାବିବେ। ଆୟ ଅପେକ୍ଷା ବ୍ୟୟ ଅଧିକ ହେବ।

 

 

ମିଥୁନ: ଆଧୢାତ୍ମିକ ଚିନ୍ତା ଆପଣଙ୍କୁ ଶାନ୍ତି ପ୍ରଦାନ କରିବ। ପାରିବାରିକ ବିବାଦର ସମାଧାନ ହେବ। ଅଫିସରେ ଭଲ କାମ ପାଇଁ ପଦୋନ୍ନତି ମିଳିପାରେ।

 

 

କର୍କଟ: ବ୍ୟବସାୟର ନୂଆ ପନ୍ଥା ଖୋଜିବାକୁ ପଡ଼ିପାରେ। ଅଫିସରେ ଆପଣଙ୍କ କାମର ପ୍ରଶ˚ସା ହେବ। ରାଜନୀତିରେ ବିରୋଧୀଙ୍କ ସହ ଯୋଗାଯୋଗ ରହିବ।

 

 

ସି˚ହ: ପୂଜାପାଠରେ ସମୟ ବିତିବ। ଆପଣଙ୍କ ମନରେ ନୂଆ ଆଶା ଉତ୍ପନ୍ନ ହେବ। ଟଙ୍କା ପଇସା ସମ୍ପର୍କିତ ମାମଲାର ସମାଧାନ ହୋଇଯିବ। କାରବାର ବୃଦ୍ଧି ହେବ।

 

କନ୍ୟା: ପୁରୁଣା କଥାକୁ ନେଇ ଚିନ୍ତିତ ରହିପାରନ୍ତି। ଧୈର୍ଯ୍ୟ ଧରି କାମ କରନ୍ତୁ, ସଫଳତା ପାଇବେ। ବେକାରଙ୍କୁ ରୋଜଗାର ପାଇଁ ଉଦ୍ୟମ ଜାରି ରଖିବାକୁ ପରାମର୍ଶ।

 

 

ତୁଳା: ଠିକ୍‌ ଦିଶାରେ କାମ କଲେ ଅଧିକାଂଶ ସମସ୍ୟାର ସମାଧାନ କରିନେବେ। ଘରକୁ କୌଣସି ବନ୍ଧୁ ଶୁଭ ଖବର ନେଇ ଆସିବେ। ଜୀବନସାଥୀଙ୍କ ସହିତ ତିକ୍ତତା କମିବ।

 

 

ବିଛା: ଆପଣଙ୍କ ଜୀବନର ସଫଳତା ଲାଗି ଦିନଟିଏ। ଟଙ୍କା ପଇସା ସମ୍ବନ୍ଧୀୟ ମାମଲାରୁ ଦୂରେଇ ରୁହନ୍ତୁ। ବ୍ୟବସାୟର ବିସ୍ତାର ଲାଗି ସୁଯୋଗର ଅପେକ୍ଷା କରନ୍ତୁ।

 

ଧନୁ: ଆପଣଙ୍କ ଦୃଷ୍ଟିକୋଣ ପ୍ରଗତିଶୀଳ ହେବ। ନୂଆ ଲୋକଙ୍କ ସହିତ ସ˚ପର୍କ ହୋଇପାରେ। ବ୍ୟବସାୟରେ ଲାଗିଥିବା ପୁଞ୍ଜିରୁ ଲାଭ ପାଇବେ।

 

 

ମକର: ମନ ପ୍ରସନ୍ନ ରହିବ। ଚାକିରିଆଙ୍କୁ ବିଶେଷ ସଫଳତା ହାସଲ ହେବ। ପାରିବାରିକ ବନ୍ଧୁଙ୍କ ସହିତ ସାକ୍ଷାତ୍‌ ଆଲୋଚନା ହେବ। ରାଜନୀତିରେ ମହତ୍ତ୍ବାକା˚କ୍ଷା ପୂରା ହେବ।

 

କୁମ୍ଭ: କ୍ୟାରିୟରକୁ ପ୍ରଭାବିତ କଲା ଭଳି କୌଣସି ବଡ଼ ନିଷ୍ପତ୍ତି ନେଇ ପାରନ୍ତି। ନିକଟ ସ˚ପର୍କୀୟଙ୍କ ମାଧୢମରେ ଲାଭ ପାଇବେ। ପରିବାର ସହିତ ଆନନ୍ଦ ଉଲ୍ଲାସରେ ସମୟ କାଟିବେ।

 

ମୀନ: ବ୍ୟବସାୟରେ ଭାଗୀଦାର ସହିତ ଜରୁରୀ ଆଲୋଚନା କରିବେ। ଆର୍ଥିକ ପକ୍ଷ ପୂର୍ବ ଅପେକ୍ଷା ମଜଭୁତ ହେବ। କର୍ମଜୀବୀ ମହିଳାଙ୍କର ଅଫିସରେ ଦିନଟି ଭଲରେ କଟିବ।

ସମ୍ବନ୍ଧିତ ଖବର