publive-imageମେଷ: ଜୀବନର କୌଣସି ଦିଗରେ ସୁଧାର ହେବ। ପ୍ରିୟ ବନ୍ଧୁଙ୍କ ସହିତ ମାନସିକ ସ୍ଥିତି ନେଇ ଆଲୋଚନା ହେବ। ବିବାହିତଙ୍କ ଲାଗି ଦିନଟି ସାଧାରଣ ରହିବ।

Advertisment

publive-imageବୃଷ: ଦିନଟି ପୂର୍ବ ଅପେକ୍ଷା ଭଲ ସାବ୍ୟସ୍ତ ହେବ। ଅଫିସରେ ସହକର୍ମୀ ଆପଣଙ୍କୁ ସାହାଯ୍ୟ କରିବେ। ବ୍ୟବସାୟୀଙ୍କୁ ବଡ଼ ଅର୍ଡର୍ ମିଳିପାରେ। ରାଜନୀତିରେ ମହତ୍ତ୍ବାକା˚କ୍ଷା ପୂରା ହେବ।

publive-imageମିଥୁନ: ଲଗାତାର ପରିଶ୍ରମର ସୁଫଳ ଆଜି ପାଇବେ। କୌଣସି ନୂଆ କାମ ଆରମ୍ଭ କରିବା ପାଇଁ ଭାବି ପାରନ୍ତି। ଘରୋଇ ମାମଲାରେ ଅନ୍ୟକୁ ହସ୍ତକ୍ଷେପ କରିବାକୁ ଦିଅନ୍ତୁ ନାହିଁ।

publive-imageକର୍କଟ: ଯୋଜନାକୁ ଆଗକୁ ବଢ଼ାଇବା ଲାଗି ଚିନ୍ତା କରିବେ। ବନ୍ଧୁ ସହିତ ବ୍ୟକ୍ତିଗତ କଥା ଆଲୋଚନା କରିବେ। ଚାକିରିରେ ଦାୟିତ୍ବ ବଢ଼ିବ। ଆପଣଙ୍କ ହାତରନ୍ଧା ସ୍ବାଦିଷ୍ଠ ହେବ।

publive-imageସି˚ହ: ସ୍ଥଗିତ କାମ ସହଜରେ ସମାପ୍ତ କରି ପାରିବେ। ଖୁସି ହୋଇ କର୍ତ୍ତୃପକ୍ଷ କିଛି ଉପହାର ଦେଇପାରନ୍ତି। ବନ୍ଧୁଙ୍କ ସହିତ ବାହାରକୁ ବୁଲି ଯାଇପାରନ୍ତି।

publive-imageକନ୍ୟା: ପୂଜାପାଠ କାର୍ଯ୍ୟକ୍ରମରେ ରୁଚି ବଢ଼ିବ। ଆପଣଙ୍କ ମନରେ ସକାରାତ୍ମକ ବିଚାର ଆସିବ। କ୍ୟାରିୟରରେ ସଫଳତା ସୁନିଶ୍ଚିତ ହେବ।

publive-imageତୁଳା: ଧୢାନ ଓ ଯୋଗ ମାଧୢମରେ ଆପଣଙ୍କ ଭାବନା ଉପରେ ନିୟନ୍ତ୍ରଣ ରଖିବା ଶିଖିବେ। ମହତ୍ତ୍ବପୂର୍ଣ୍ଣ ବ୍ୟକ୍ତିଙ୍କ ସହିତ ସାକ୍ଷାତ ହେବ। ଜୀବନରେ ଖୁସି ବଜାୟ ରହିବ।

publive-imageବିଛା: ସାଙ୍ଗ ଓ ପରିଜନଙ୍କ ସହ ସମୟ ବିତିବ। ଜରୁରୀ କାମ ପୂରା ହେବ। ଛାତ୍ରଙ୍କ ଲାଗି ଦିନଟି ଉତ୍ତମ। ପ୍ରେମରେ ସଫଳତା ପାଇବେ।

publive-imageଧନୁ: ଘରୋଇ କାର୍ଯ୍ୟରେ ବନ୍ଧୁଙ୍କ ସାହାଯ୍ୟ ପାଇବେ। ଆୟର ନୂଆ ଉତ୍ସ ମିଳିପାରେ। କୋର୍ଟ କଚେରି ମାମଲା ଆପଣଙ୍କ ପକ୍ଷରେ ହେବ। ଛାତ୍ରଙ୍କୁ ଶିକ୍ଷକଙ୍କ ସାହାଯ୍ୟ ମିଳିବ।

publive-imageମକର: ଆପଣଙ୍କ ମନୋବଳ ଉଚ୍ଚ ରହିବ। ନୂଆ ପରିଯୋଜନାରେ କାମ କରି ବହୁତ କିଛିି ଶିଖିବେ। କଳା କ୍ଷେତ୍ରରେ ଥିବା ବ୍ୟକ୍ତିଙ୍କ ଲାଗି ଦିନଟି ଉତ୍ତମ।

publive-image

କୁମ୍ଭ: କ୍ୟାରିୟର ବିଷୟରେ ସଠିକ୍‌ ବିଚାର କରିପାରନ୍ତି। କୌଣସି ମହତ୍ତ୍ବପୂର୍ଣ୍ଣ ସମାଚାର ପାଇବେ। ବ୍ୟବସାୟରେ ତୁରନ୍ତ ନିଷ୍ପତ୍ତିରୁ ଲାଭ ପାଇବେ।

publive-imageମୀନ: ବନ୍ଧୁ ବର୍ଗ ସହିତ ଘନିଷ୍ଠ ସ˚ପର୍କ ବଜାୟ ରହିବ। ନିର୍ଦ୍ଧାରିତ ସମୟ ପୂର୍ବରୁ କାମ ସ˚ପୂର୍ଣ୍ଣ କରିନେବେ। ପ୍ରତିଯୋଗୀ ପରୀକ୍ଷାର ପ୍ରସ୍ତୁତ ଆରମ୍ଭ ଲାଗି ଦିନଟି ଭଲ।