ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ବଡ଼ କାମରେ ଆପଣଙ୍କୁ ଲାଭ ମିଳିବ। ବ୍ୟବସାୟରେ ବିସ୍ତାର ପାଇଁ ଯୋଜନା କରି ପାରନ୍ତି। ପାରିବାରିକ ଜୀବନରେ ସୁଖ ଶାନ୍ତି ବଢ଼ିବ।

ବୃଷ: ପୂଜାପାଠରେ ଅଧିକ ସମୟ ଦେବେ। ମନସ୍କାମନା ପୂରା ହେବ। ବେପାରିଙ୍କୁ ଆୟର ନୂଆ ଧାରା ମିଳିବ।

 

ମିଥୁନ: ଭାଗ୍ୟ ଆପଣଙ୍କ ସପକ୍ଷରେ ରହିବ। କ୍ୟାରିୟର ଲାଗି ନୂଆ ଦିଶା ମିଳିବ। ଉପରିସ୍ଥ କର୍ମଚାରୀଙ୍କ ସହଯୋଗରେ ଆପଣଙ୍କ କାମ ସ˚ପୂର୍ଣ୍ଣ ହେବ।

 

କର୍କଟ: ମନ ସାମାଜିକ କାର୍ଯ୍ୟ କରିବା ଦିଗକୁ ଯାଇପାରେ। ଆର୍ଥିକ ସ୍ଥିତି ମଜଭୁତ କରିବା ଲାଗି ଅଧିକ ପରିଶ୍ରମ କରିବେ। ଜୀବନସାଥୀଙ୍କ ଠାରୁ ଖୁବ୍‌ ସ୍ନେହ ପାଇବେ।

 

ସି˚ହ: ଅଫିସରେ ପରିସ୍ଥିତି ଟିକେ ଅଲଗା ହୋଇପାରେ। କୌଣସି ବଡ଼ ନିଷ୍ପତ୍ତି ନେବାରୁ ନିବୃତ୍ତ ରହନ୍ତୁ। ବ୍ୟବସାୟରେ ଲାଭ କମ୍‌ ମିଳିପାରେ।

 

କନ୍ୟା: ସକାରାତ୍ମକ ଭାବନାର ପ୍ରୟୋଗ କରନ୍ତୁ। ମହିଳା ବନ୍ଧୁଙ୍କ ମାଧୢମରେ ଆପଣଙ୍କ କାମ ସ˚ପୂର୍ଣ୍ଣ ହେବ। ଛାତ୍ରଙ୍କୁ ପରିଶ୍ରମର ଫଳ ନିଶ୍ଚୟ ମିଳିବ।

 

ତୁଳା: ମନରେ ନୂଆ ବିଚାର ଆସିବ। ରାଜନୀତିରେ ଲାଭର ସୁଯୋଗ ମିଳିପାରେ। ପରିବାରରେ ଲାଗି ରହିଥିବା କଳହର ସମାଧାନ ହେବ।

 

ବିଛା: ଆର୍ଥିକ ଲାଭ ପାଇଁ ଭଲ ସୁଯୋଗ ପାଇବେ। କାମରେ ଅଧିକ ପରିଶ୍ରମ କରିବେ। ପ୍ରିୟ ବନ୍ଧୁଙ୍କ ସହିତ ସମ୍ବନ୍ଧ ମଜଭୁତ ହେବ।

 

ଧନୁ: ଆପଣଙ୍କୁ ଅଧିକ ପରିଶ୍ରମ କରିବାର ଆବଶ୍ୟକତା ରହିଛି। ବନ୍ଧୁ ସାହାଯ୍ୟ କରିବେ। ଛାତ୍ରମାନେ ଲେଖାପଢ଼ାରେ ଅଧିକ ମନ ଦେବେ।

 

ମକର: ଶକ୍ତିମାନ ଓ ସକ୍ରିୟ ରହିବେ। ଆୟ ବୃଦ୍ଧି ଲାଗି ନୂଆ ସୁଯୋଗ ପାଇବେ। ଅଫିସରେ ନିଜର ମତ ରଖିବାରେ ସକ୍ଷମ ହେବେ।

 

କୁମ୍ଭ: ଭାଗ୍ୟର ସ˚ପୂର୍ଣ୍ଣ ସହଯୋଗ ପାଇବେ। ପୁରୁଣା ବନ୍ଧୁଙ୍କ ସହିତ ଭାବ ବିନିମୟର ସୁଯୋଗ ମିଳିବ। ଭାବିଚିନ୍ତି ଖର୍ଚ୍ଚ କରନ୍ତୁ।

 

ମୀନ: ନୂଆ ଲୋକଙ୍କ ସହିତ ପରିଚୟ ହେବ। ଅଫିସରେ ଆପଣଙ୍କ କାମର ପ୍ରଶ˚ସା ହେବ। ବେପାର ଲାଗି ମନରେ ନୂଆ ବିଚାର ଆସିପାରେ।

ସମ୍ବନ୍ଧିତ ଖବର