publive-imageମେଷ: ଆଧ୍ୟାତ୍ମିକ ଦିଗରେ ମନ ଲାଗିରହିବ। କୌଣସି କାର୍ଯ୍ୟରେ ନୂଆ ଅନୁଭବ ମିଳିବ। ଅଫିସ ଆଲୋଚନାରେ ନୂଆ ଲୋକଙ୍କ ସାକ୍ଷାତ୍-ଆଲୋଚନା। ଶୁଭରଙ୍ଗ: ଫିକା ହଳଦିଆ। ଶୁଭସ˚ଖ୍ୟା: ୮।

Advertisment

publive-imageବୃଷ: ବିନମ୍ର ସ୍ବଭାବ ଦ୍ବାରା ସାହାଯ୍ୟ ପାଇବେ। କାର୍ଯ୍ୟକ୍ଷେତ୍ରରେ ସଫଳତା। ଛାତ୍ରଙ୍କୁ ଶୁଭ ଖବର ମିଳିପାରେ। ଶୁଭରଙ୍ଗ: ଲାଲ। ଶୁଭସ˚ଖ୍ୟା: ୫।

publive-imageମିଥୁନ: କାମ ପାଇଁ ଯୋଜନା ପ୍ରସ୍ତୁତି। ଆପଣଙ୍କ ପରାମର୍ଶକୁ ଅନ୍ୟମାନେ ସମ୍ମାନ ଦେବେ। ଜୀବନସାଥୀଙ୍କ ସହ ମଧୁର ସଂପର୍କ। ଶୁଭରଙ୍ଗ: ଧଳା। ଶୁଭସ˚ଖ୍ୟା: ୯।

publive-imageକର୍କଟ: ଜୀବିକାରେ ସୁଧାର ପାଇଁ ଭଲ ଦିନଟିଏ। ଉତ୍ସାହର ସହ ସବୁ କାମ କରିବେ। ସ˚ପର୍କୀୟଙ୍କ ସହିତ ଏକତ୍ରିତ ହୋଇପାରନ୍ତି। ଶୁଭରଙ୍ଗ: ଧୂସର। ଶୁଭସ˚ଖ୍ୟା: ୨।

publive-imageସି˚ହ: ଆତ୍ମବିଶ୍ବାସର ସହ କାମ କରିବେ। ଜୀବନସାଥୀଙ୍କ ସହିତ ତାଳମେଳ ବଜାୟ ରହିବ। ଶୁଭରଙ୍ଗ: ମେରୁନ। ଶୁଭସ˚ଖ୍ୟା: ୬।

publive-imageକନ୍ୟା: ଦିନ ସାରା ଧର୍ମମନସ୍କ ରହିବେ। ମହତ୍ତ୍ବପୂର୍ଣ୍ଣ ଲୋକଙ୍କ ସହ ଯୋଗାଯୋଗ। ଦୂରସ୍ଥାନକୁ ଯାତ୍ରା। ଶୁଭରଙ୍ଗ: ଗୋଲାପୀ। ଶୁଭସ˚ଖ୍ୟା: ୪।

publive-imageତୁଳା: ନୂଆ କିଛି କରିପାରନ୍ତି। ବ୍ୟବସାୟୀଙ୍କୁ ବଡ଼ ଅର୍ଡର ମିଳିପାରେ। ଘରକୁ ଅତିଥି ଆସିପାରନ୍ତି। ଶୁଭରଙ୍ଗ: ଆକାଶୀ ନୀଳ। ଶୁଭସ˚ଖ୍ୟା: ୩।

publive-imageବିଛା: ସବୁ କାମ ସୁରୁଖୁରୁରେ ହୋଇଯିବ। ନିକଟ ସ˚ପର୍କୀୟଙ୍କ ଠାରୁ ଖୁସି ଖବର। ବ୍ୟବସାୟୀଙ୍କୁ ଧନଲାଭ। ଶୁଭରଙ୍ଗ: ଧଳା। ଶୁଭସ˚ଖ୍ୟା: ୮।

publive-imageଧନୁ: ନିଜ କାମରେ ଭଲ ପ୍ରଦର୍ଶନ କରିବାକୁ ଚେଷ୍ଟା କରିବେ। ଆର୍ଥିକ ମାମଲାରେ ଲାଭ। ପରିବାର ସହିତ ଦେବାଳୟ ଗମନ। ଶୁଭରଙ୍ଗ: କଫି ଶୁଭସ˚ଖ୍ୟା: ୯।

publive-imageମକର: ଉପାର୍ଜନର ନୂଆ ସୁଯୋଗ। ଚାକିରିଜୀବୀଙ୍କ କ୍ଷେତ୍ରରେ ଉନ୍ନତି। ଘରେ ଛୋଟ ସମାରୋହ ଆୟୋଜନ କରିପାରନ୍ତି। ଶୁଭରଙ୍ଗ: ଧଳା। ଶୁଭସ˚ଖ୍ୟା: ୧।

publive-imageକୁମ୍ଭ: କୌଣସି ସମସ୍ୟା ଉପୁଜିବ ନାହିଁ। ସମ୍ମାନ ଓ ଅର୍ଥ ପ୍ରାପ୍ତି। ବ୍ୟବସାୟ‌େର ଉନ୍ନତି। ଖୁସି ଖବର ମିଳିପାରେ। ଶୁଭରଙ୍ଗ: ଲାଲ। ଶୁଭସ˚ଖ୍ୟା: ୩।

publive-imageମୀନ: ଆଧୢାତ୍ମିକ ଭାବନାରେ ସମୟ ବିତିବ। ଚାକିରିରେ ବଦଳି ଯୋଗ ରହିଛି। ବିବାହିତମାନଙ୍କ ପାଇଁ ଭ୍ରମଣ ଯୋଗ। ଶୁଭରଙ୍ଗ: ଧୂସର। ଶୁଭସ˚ଖ୍ୟା: ୭।