ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଲକ୍ଷ୍ୟ ପୂରା କରିବା ଲାଗି ଯୋଜନା ପ୍ରସ୍ତୁତ କରିବେ। ଅଫିସ କାର୍ଯ୍ୟରେ ସହଯୋଗ ମିଳିବ। କଳା ସାହିତ୍ୟ କ୍ଷେତ୍ରରେ ଥିବା ବ୍ୟକ୍ତିଙ୍କର ଲାଭ ହୋଇପାରେ।

ବୃଷ: ବ୍ୟବସାୟ ପାଇଁ ଦିନଟି ଭଲ। ସାହାଯ୍ୟ ବଳରେ କାର୍ଯ୍ୟ ପୂରା ହେବ। ଅଫିସରେ ଲାଗି ରହିଥିବା ଅଶାନ୍ତି ଦୂର ହେବ।

ମିଥୁନ: ସମୟସୀମା ମଧ୍ୟରେ କାମ ସ˚ପୂର୍ଣ୍ଣ ହେବ। କାରବାରରେ ଲାଭ ହେବ। ଛାତ୍ରମାନେ ନୂଆ ଅଭିଯାନରେ ସାମିଲ ହୋଇପାରନ୍ତି।

କର୍କଟ: ଅଫିସରେ କେବଳ ନିଜ କାମରେ ମନୋଯୋଗ ଦିଅନ୍ତୁ। ବ୍ୟବସାୟରେ ଅଧିକ ପରିଶ୍ରମ କରିବାକୁ ପଡ଼ିବ। ଭାବିଚିନ୍ତି ଖର୍ଚ୍ଚ କରନ୍ତୁ।

ସି˚ହ: ଆପଣଙ୍କ ସ୍ବଭାବ ଅନ୍ୟମାନଙ୍କୁ ପ୍ରଭାବିତ କରିବ। ଚାକିରିଆଙ୍କୁ ପାରିତୋଷିକ ମିଳିପାରେ। ବ୍ୟବସାୟରେ ଆଶାଠୁଁ ଅଧିକ ଲାଭ ପାଇବେ।

କନ୍ୟା: ଜୀବନରେ ପରିବର୍ତ୍ତନ ଆପଣଙ୍କ ସପକ୍ଷରେ ହେବ। ଉଚ୍ଚ ଅଧିକାରୀଙ୍କ ସହଯୋଗରେ ସ୍ଥଗିତ କାମ ସ˚ପୂର୍ଣ୍ଣ ହେବ। ବ୍ୟବସାୟ ନେଇ ମନରେ ନୂଆ ବିଚାର ଆସିବ।

ତୁଳା: ଜ୍ଞାନ ବଳରେ ଆପଣ ଲକ୍ଷ୍ୟ ହାସଲ କରିବେ। ପାରିବାରିକ ସମ୍ପର୍କ ମଜଭୁତ ହେବ। ମହିଳାଙ୍କୁ ଭଲ ଚାକିରି ସନ୍ଧାନ ମିଳିବ।

ବିଛା: ଯୋଜନାକୁ ଗୁପ୍ତ ରଖନ୍ତୁ, ନିଶ୍ଚୟ ସଫଳତା ମିଳିବ। ବନ୍ଧୁଙ୍କ ସହଯୋଗରେ ଜରୁରୀ କାମ ସ˚ପୂର୍ଣ୍ଣ ହେବ। ରାଜନେତାମାନେ ସାମାଜିକ କାର୍ଯ୍ୟ କରିବେ।

ଧନୁ: ବିରୋଧୀ ଆପଣଙ୍କ ଠାରୁ ଦୂରେଇ ରହିବେ। ବ୍ୟବସାୟୀଙ୍କୁ ଧନଲାଭ ହେବ। ଛାତ୍ରଛାତ୍ରୀଙ୍କର ଲେଖାପଢ଼ାରେ ମନ ଲାଗିବ।

ମକର: ଅଫିସରେ ଆଲୋଚନା ଲାଭପ୍ରଦ ହେବ। ପୁରୁଣା ବିବାଦରୁ ଆପଣଙ୍କୁ ଆଶ୍ବସ୍ତି ମିଳିବ। ପ୍ରିୟ ବନ୍ଧୁଙ୍କ ସହିତ ବାର୍ତ୍ତାଳାପ କରିବେ।

କୁମ୍ଭ: ଆପଣଙ୍କର ବ୍ୟକ୍ତିତ୍ବର ବିକାଶ ହେବ। ଅଫିସ କାମକୁ ସ˚ପୂର୍ଣ୍ଣ କରିବାରେ ସଫଳ ହେବେ। ଆର୍ଥିକ ସ୍ଥିତି ମଜଭୁତ ହେବ।

ମୀନ: ପରିଶ୍ରମୀଙ୍କୁ ସୁଫଳ ମିଳିବ। ଆପଣଙ୍କ ମନରେ ନୂଆ ବିଚାର ଆସିବ। ବ୍ୟାଙ୍କରେ ଋଣ ନେବାର ଅସୁବିଧା ଦୂର ହେବ।

ସମ୍ବନ୍ଧିତ ଖବର