ମେଷ: କମ୍ ପରିଶ୍ରମ କରି ଯଥେଷ୍ଟ ଲାଭ ପାଇବେ। ଆପଣଙ୍କ ଅନୁରୋଧକୁ ଉପରିସ୍ଥ କର୍ମଚାରୀ ଗୁରୁତ୍ବ ଦେବେ। ପାରିବାରିକ ଜୀବନ ସୁଖମୟ ହେବ।
Sambad is now on WhatsApp
Join and get latest news updates delivered to you via WhatsApp
ବୃଷ: ପୂଜାର୍ଚ୍ଚନାରେ ସମୟ ବିତିବ। ସନ୍ତାନଙ୍କ ଠାରୁ ଖୁସି ଖବର ପାଇବେ। ବ୍ୟବସାୟରେ ଚୁକ୍ତିପତ୍ର ହେବାର ସମ୍ଭାବନା ରହିଛି।
ମିଥୁନ: ସାମାଜିକ କାର୍ଯ୍ୟ କରିବାର ସୁଯୋଗ ପାଇବେ। ଚାକିରିରେ ବିଶୃଙ୍ଖଳା ଦେଖାଦେବ। ଜରୁରୀ କାମ କଲାବେଳେ ସତର୍କ ରୁହନ୍ତୁ।
କର୍କଟ: ସାମାଜିକ କ୍ଷେତ୍ରରେ ସକ୍ରିୟତା ବଢ଼ିପାରେ। ଉନ୍ନତିର ନୂଆ ରାସ୍ତା ଖୋଲିବ। ବୈବାହିକ ଜୀବନରେ ମନର ଆବେଗ ସମାପ୍ତ ହେବ।
ସି˚ହ: ଶୁଭ ସମାଚାର ପାଇବେ। ଶତ୍ରୁଙ୍କୁ ପରାସ୍ତ କରିବେ। ଚାକିରିଜୀବୀଙ୍କୁ ନୂଆ ଲକ୍ଷ୍ୟ ମିଳିପାରେ। ଦାମ୍ପତ୍ୟ ସମ୍ବନ୍ଧ ଖୁସିରେ ଭରପୂର ରହିବ।
କନ୍ୟା: ଜୀବନସାଥୀଙ୍କ ସମର୍ଥନ ଓ ପ୍ରେମ ପାଇବେ। ସବୁ କାମ ମନୋଯୋଗରେ କରିବେ। ବ୍ୟବସାୟରେ ଧନଲାଭ ହେବ।
ତୁଳା: ଆଧୢାତ୍ମିକ କାର୍ଯ୍ୟରେ ଆପଣଙ୍କ ଧୢାନ ଲାଗି ରହିବ। ବଡ଼ଙ୍କ ପରାମର୍ଶ ନେଇ ନୂଆ କାମ କରନ୍ତୁ। କଥାବାର୍ତ୍ତା ବେଳେ ସାବଧାନତା ଅବଲମ୍ବନ କରନ୍ତୁ।
ବିଛା: ଉନ୍ନତିର ନୂଆ ସାଧନ ମିଳିବ। ପରିବାରରେ ଆନନ୍ଦ ଉଲ୍ଲାସ ଦେଖାଦେବ। ଅଫିସରେ ଦାୟିତ୍ବ ବଢ଼ିପାରେ।
ଧନୁ: ବ୍ୟବସାୟରେ କୌଣସି ଲୋକଙ୍କ ସାହାଯ୍ୟ ପାଇବେ। ଆର୍ଥିକ ସ୍ଥିତିରେ ଉନ୍ନତି ହେବ। ସୁସ୍ବାଦୁ ଖାଦ୍ୟ ଭୋଜନ କରିବେ।
ମକର: ନିଜକୁ ଶକ୍ତିମାନ ଅନୁଭବ କରିବେ। କୌଣସି ଖାସ୍ ବ୍ୟକ୍ତିଙ୍କ ସହିତ କଥାବାର୍ତ୍ତା ହେବ। ବ୍ୟବସାୟରେ ନୂଆ ନୀତି ପ୍ରୟୋଗ କରିବେ।
କୁମ୍ଭ: ଆପଣଙ୍କ ବ୍ୟବହାରରେ ଆଖପାଖର ଲୋକେ ଖୁସି ରହିବେ। ବ୍ୟବସାୟରେ ସୁଧାର ଆଣିବେ। ପତି ପତ୍ନୀଙ୍କ ମଧୢରେ ପ୍ରେମ ଭାବ ବୃଦ୍ଧି ହେବ।
ମୀନ: ବେପାର ପାଇଁ ଭାବିଥିବା କାମ ସ˚ପୂର୍ଣ୍ଣ ହେବ। ନୂଆ ସୁଯୋଗ ପାଇବେ। ଜୀବନସାଥୀଙ୍କ ସହିତ ତାଳମେଳ ବଜାୟ ରହିବ।