ଜାଣନ୍ତୁ ଏ ସପ୍ତାହର ରାଶିଫଳ

ରବି ଓ ସୋମବାର: ସାଥୀର ସହଯୋଗ ପାଇବେ। ମଙ୍ଗଳ, ବୁଧ ଓ ଗୁରୁବାର: ଅଧୁରା କାମ ପୂରା ହେବ। ଶୁକ୍ର ଓ ଶନିବାର: ପ୍ରେମ ପ୍ରସଙ୍ଗରେ ସଫଳତା ମିଳିପାରେ।

ରବି ଓ ସୋମବାର: ସମାଜିକ କାର୍ୟ୍ୟରେ ସଫଳତା ପାଇବେ। ମଙ୍ଗଳ, ବୁଧ ଓ ଗୁରୁବାର: ଆବଶ୍ୟକତା ଅନୁସାରେ ଖର୍ଚ୍ଚ କରନ୍ତୁ। ଶୁକ୍ର ଓ ଶନିବାର: ସରକାରୀ କାମରେ ସାହାଯ୍ୟ ମିଳିପାରେ।

ରବି ଓ ସୋମବାର: ଉନ୍ନତିର ନୂଆ ରାସ୍ତା ଖୋଲିବ। ମଙ୍ଗଳ, ବୁଧ ଓ ଗୁରୁବାର: ଅଫିସ୍‌ରେ ନୂଆ ଦାୟିତ୍ବ ମିଳିପାରେ। ଶୁକ୍ର ଓ ଶନିବାର: ଜୀବନସାଥୀଙ୍କର ସଂପୂର୍ଣ୍ଣ ରୂପେ ସହଯୋଗ ପାଇବେ।

ରବି ଓ ସୋମବାର: ପ୍ରଭୁଙ୍କ ପ୍ରତି ଆସ୍ଥା ବଢ଼ିବ। ମଙ୍ଗଳ, ବୁଧ ଓ ଗୁରୁବାର: ବେପାରରେ ଲାଭ ପାଇଁ ସୁଯୋଗ ପାଇବେ। ଶୁକ୍ର ଓ ଶନିବାର: ରାଜନୀତିରେ ଆର୍ଥିକ ଲାଭ ହେବ।

ରବି ଓ ସୋମବାର: କାମ ପ୍ରତି ସକ୍ରିୟ ରହିବେ। ମଙ୍ଗଳ, ବୁଧ ଓ ଗୁରୁବାର: ଦୁଃଖକଷ୍ଟରେ ଥିବା ଲୋକଙ୍କୁ ସହାୟତା କରିବେ। ଶୁକ୍ର ଓ ଶନିବାର: ଚାକିରିଜୀବୀଙ୍କୁ ଲାଭ ମଳିବ।

ରବି ଓ ସୋମବାର: ବ୍ୟବସାୟରେ ଲାଭ ପାଇବେ। ମଙ୍ଗଳ, ବୁଧ ଓ ଗୁରୁବାର: ବନ୍ଧୁଙ୍କ ପରାମର୍ଶ କାମରେ ଆସିପାରେ। ଶୁକ୍ର ଓ ଶନିବାର: ଭଲ ସୁଯୋଗ ଆପଣଙ୍କୁ ଅପେକ୍ଷା କରି ରହିଛି।

ରବି ଓ ସୋମବାର: ଆୟ ପାଇଁ ନୂଆ ସୁଯୋଗ ମିଳିବ। ମଙ୍ଗଳ, ବୁଧ ଓ ଗୁରୁବାର: ବନ୍ଧୁମାନଙ୍କ ସହିତ ସମ୍ବନ୍ଧରେ ମଧୁରତା ଆସିପାରେ। ଶୁକ୍ର ଓ ଶନିବାର: ସ୍ବାସ୍ଥ୍ୟ ପ୍ରତି ସଚେତନ ରୁହନ୍ତୁ।

ରବି ଓ ସୋମବାର: କ୍ୟାରିୟର୍‌ରେ ଆଗକୁ ବଢ଼ିବେ। ମଙ୍ଗଳ, ବୁଧ ଓ ଗୁରୁବାର: ଶତ୍ରୁଙ୍କୁ ପରାସ୍ତ କରିବେ। ଶୁକ୍ର ଓ ଶନିବାର: ବୈବାହିକ ଜୀବନରେ ପରିସ୍ଥିତି ଅନୁକୂଳ ରହିବ।

ରବି ଓ ସୋମବାର: ଉପାର୍ଜନ ପାଇଁ ସୁଯୋଗ ପାଇବେ। ମଙ୍ଗଳ, ବୁଧ ଓ ଗୁରୁବାର: କାରବାରରେ ସଫଳତା ପାଇବେ। ଶୁକ୍ର ଓ ଶନିବାର: ବିବାହ ସମ୍ବନ୍ଧରେ ବାଧା ଦୂର ହେବ।

ରବି ଓ ସୋମବାର: ଉନ୍ନତି ପାଇଁ ଭଲ ସୁଯୋଗ ଆସିବ। ମଙ୍ଗଳ, ବୁଧ ଓ ଗୁରୁବାର: ଭୂସଂପତ୍ତି କିଣିବା ଯୋଗ ରହିଛି। ଶୁକ୍ର ଓ ଶନିବାର: ବୈବାହିକ ଜୀବନରେ ଖୁସି ବଢ଼ିବ।

ରବି ଓ ସୋମବାର: ବ୍ୟବସାୟରେ ଉନ୍ନତି ହେବ। ମଙ୍ଗଳ, ବୁଧ ଓ ଗୁରୁବାର: ଧନଲାଭର ସୁଯୋଗ ପାଇବେ। ଶୁକ୍ର ଓ ଶନିବାର: ଛାତ୍ରମାନଙ୍କର ଲେଖାପଢ଼ା ପ୍ରତି ଆଗ୍ରହ ବଢ଼ିବ।

ରବି ଓ ସୋମବାର: ସନ୍ତାନ ପକ୍ଷରୁ ଶୁଭ ଖବର ପାଇବେ। ମଙ୍ଗଳ, ବୁଧ ଓ ଗୁରୁବାର: ବେପାରରେ ଯଥେଷ୍ଟ ଲାଭ ହେବ। ଶୁକ୍ର ଓ ଶନିବାର: ଦାୟିତ୍ବକୁ ପୂରା କରିବାରେ ସଫଳ ହେବେ।

ସମ୍ବନ୍ଧିତ ଖବର