publive-imageମେଷ: ଇଚ୍ଛା ପୂରା କରିବାର ପ୍ରୟାସରେ ଆଜି ସଫଳ ହେବ। ଚାକିରିରେ ଦରମା ବଢ଼ିପାରେ। ପ୍ରେମୀଯୁଗଳଙ୍କ ଲାଗି ଦିନଟି ଉତ୍ତମ। ସୁସ୍ବାଦୁ ଖାଦ୍ୟ ଭୋଜନ କରିବେ।

Advertisment

publive-imageବୃଷ: ଶିକ୍ଷା କ୍ଷେତ୍ରରେ ଉନ୍ନତି ଲାଗି ନୂଆ ସୁଯୋଗ ମିଳିବ। ପରିବାର ଲୋକଙ୍କ ସହିତ ଖୁସିର ମୁହୂର୍ତ୍ତ ଅତିବାହିତ କରିବେ। ସୁଚାରୁ ରୂପେ ବ୍ୟବସାୟ ଚାଲିବ।

publive-imageମିଥୁନ: ଆୟ ଲାଗି ନୂଆ ପନ୍ଥାର ସନ୍ଧାନ କରିବେ। ଚାକିରିରେ ଉନ୍ନତି ହୋଇପାରେ। ନିଜ ନିଷ୍ପତ୍ତି ନେଇ ଜୀବନସାଥୀଙ୍କ ସମର୍ଥନ ପାଇବେ।

publive-imageକର୍କଟ: କାରବାରରେ ସ୍ଥଗିତ କାର୍ଯ୍ୟ ସ˚ପୂର୍ଣ୍ଣ ହେବ। ସରକାରୀ କ୍ଷେତ୍ରରୁ ଲାଭ ପାଇବେ। ପ୍ରିୟତମଙ୍କ ସହିତ ନିବିଡ଼ତା ବୃଦ୍ଧି ପାଇବ।

publive-imageସି˚ହ: ନିର୍ଦ୍ଧାରିତ ସମୟ ପୂର୍ବରୁ କାମ ପୂରା ହୋଇପାରେ। ଆର୍ଥିକ ବ୍ୟାପାର ନେଇ ଭଲ ଖବର ପାଇବେ। ଦୀର୍ଘ ଦିନର ବନ୍ଧୁତା ପ୍ରେମରେ ବଦଳି ପାରେ। ସ୍ବାସ୍ଥ୍ୟରେ ସୁଧାର ହେବ।

publive-imageକନ୍ୟା: ଆପଣ କେବଳ ନିଜ କାମରେ ମନୋଯୋଗ ଦିଅନ୍ତୁ। ଅଯଥା କାହାରି ସହିତ ତର୍କ କରନ୍ତୁ ନାହିଁ। ପ୍ରିୟ ବନ୍ଧୁଙ୍କୁ ସୁନ୍ଦର ଉପହାର ଦେଇପାରନ୍ତି।

publive-imageତୁଳା: ଆପଣଙ୍କ ମନ ପ୍ରସନ୍ନ ରହିବ। ନୂଆ ଲୋକଙ୍କ ସହିତ ସକାରାତ୍ମକ ବାର୍ତ୍ତାଳାପ ହେବ। ଅଚାନକ ଧନଲାଭ ହୋଇପାରେ। ବେପାରରେ ଉନ୍ନତିର ଆଭାସ ମିଳିପାରେ।

publive-imageବିଛା: ଆଗକୁ ବଢ଼ିବା ଲାଗି ଭାଗ୍ୟର ସ˚ପୂର୍ଣ୍ଣ ସହଯୋଗ ମିଳିବ। ବ୍ୟବସାୟରେ ଆଶାଜନକ ଫଳ ପାଇବେ। ମହିଳାଙ୍କର ଗଳ୍ପ କବିତା ଆଦିରେ ରୁଚି ବଢ଼ିବ।

publive-imageଧନୁ: ଯାହା ବି କାମ କରିବେ ସଫଳତା ପାଇବେ। ଆର୍ଥିକ ସ୍ଥିତି ସୁଦୃଢ଼ ରହିବ। ଆପଣଙ୍କୁ କାର୍ଯ୍ୟ କ୍ଷେତ୍ରରେ ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ମିଳିପାରେ। ସ୍ବାସ୍ଥ୍ୟ ପ୍ରତି ସଚେତନ ରୁହନ୍ତୁ।

publive-imageମକର: ପୂଜାପାଠରେ ସମୟ ବିତିବ। ପରିବାରରେ ଶାନ୍ତିର ବାତାବରଣ ରହିବ। ରାଜନୀତିରେ ଆର୍ଥିକ ଲାଭ ହେବ। ଆତ୍ମୀୟସ୍ବଜନଙ୍କୁ ମନର କଥା କହିବେ।

publive-image

କୁମ୍ଭ: ଦିନ ସାରା ଶକ୍ତିବାନ ଅନୁଭବ କରିବେ। ଅଧିକାରୀଙ୍କ ସହିତ ମହତ୍ତ୍ବପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା କରିବେ। ଛାତ୍ରଙ୍କ କ୍ୟାରିୟରରେ ବଡ଼ ପରିବର୍ତ୍ତନ ଆସିବ।

publive-imageମୀନ: ସକାରାତ୍ମକ ଭାବନା ଆପଣଙ୍କ ଲାଗି ଲାଭଦାୟକ ସାବ୍ୟସ୍ତ ହେବ। ବେପାରେ ଅଧିକ ଲାଭ ପାଇଁ ନୂଆ କୌଶଳ ଅବଲମ୍ବନ କରିବେ। ନୂତନ ଜ୍ଞାନ ହାସଲ କରିବେ।