ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଆତ୍ମସମୀକ୍ଷାରେ ଦିନଟି ବିତିବ। ଆପଣଙ୍କ ସହିତ ପ୍ରତାରଣା କରିଥିବା ବ୍ୟକ୍ତିଙ୍କୁ କ୍ଷମା କରି ଦିଅନ୍ତୁ। ଇଷ୍ଟଦେବଙ୍କୁ ଦର୍ଶନ କରନ୍ତୁ, ଆଶା ପୂରଣ ହେବ।

 

ବୃଷ: ବ୍ୟବସାୟରେ ଆଶା ମୁତାବକ ପ୍ରଗତି ହେବ। ଭଲ ଲୋକଙ୍କ ସହାୟତା ପାଇବେ। ଜୀବନସାଥୀଙ୍କ ଠାରୁ ପ୍ରେରଣା ପାଇବେ। ସୁସ୍ବାଦୁ ଖାଦ୍ୟ ଭୋଜନ କରିବେ।

 

ମିଥୁନ: ବେପାର ସମ୍ପର୍କରେ ବଡ଼ ଲୋକଙ୍କ ସହିତ ଆଲୋଚନା ଲାଭଦାୟକ ହେବ। ଚାକିରିରେ କର୍ତ୍ତୃତ୍ବ ବଢ଼ିବ। ଭୂସ˚ପତ୍ତି କିଣିବାର ଯୋଗ ରହିଛି।

 

କର୍କଟ: ଜୀବନରେ ସକାରାତ୍ମକ ଭାବନା ଓ ଶକ୍ତି ପ୍ରୟୋଗ କରନ୍ତୁ। ଶିକ୍ଷା କ୍ଷେତ୍ରରେ ଉନ୍ନତି ଲାଗି ନୂଆ ସୁଯୋଗ ପାଇବେ। ବିବାହିତଙ୍କ ଲାଗି ଦିନଟି ବହୁତ ଭଲ।

 

ସି˚ହ: କ୍ୟାରିୟର ସମ୍ବନ୍ଧରେ ବିଚାର ବିମର୍ଶ କରିବେ। ରାଜନୀତିରେ ନୂତନ କ୍ଷମତା ମିଳିପାରେ। ଛାତ୍ରୀଙ୍କୁ ପରୀକ୍ଷାରେ ଭଲ ଫଳ ମିଳିବ।

 

 

କନ୍ୟା: ଅସୁବିଧାରୁ ବାହାରିବାରେ ବନ୍ଧୁଙ୍କ ସହଯୋଗ ପାଇବେ। ଆୟର ନୂଆ ମାର୍ଗ ଖୋଲିବ। ଲେଖାଲେଖିରେ ରୁଚି ବଢ଼ିବ। ପାରିବାରିକ ଜୀବନ ଶାନ୍ତିମୟ ହେବ।

 

ତୁଳା: ସ୍ବଭାବରେ ରୋମାଞ୍ଚକର ସତେଜତା ଆସିବ। ଅଟକିଥିବା ଅର୍ଥ ଫେରିପାଇବେ। ବୈବାହିକ ଜୀବନର ସମସ୍ୟା ସମାଧାନ ହୋଇଯିବ।

 

 

ବିଛା: ଆତ୍ମବିଶ୍ବାସର ସ୍ତର ଉଚ୍ଚା ରହିବ। କାମକୁ ସ˚ପୂର୍ଣ୍ଣ କରିବା ଲାଗି ଭିନ୍ନ ଯୋଜନା ପ୍ରସ୍ତୁତ କରିବେ। ସମାଜରେ ଆପଣଙ୍କର ପ୍ରତିଷ୍ଠା ବଜାୟ ରହିବ।

 

ଧନୁ: ରାଜନୀତି କ୍ଷେତ୍ରରେ ପରିସର ବଢ଼ିବ। ବ୍ୟବସାୟରେ କିଛି ପରିବର୍ତ୍ତନ ଆଣିବେ। ଦୂର ସ୍ଥାନକୁ ଯାତ୍ରାରେ ଯିବେ। ଅଯଥା ଖର୍ଚ୍ଚ କମ୍‌ କରିବାକୁ ଚେଷ୍ଟା କରନ୍ତୁ।

 

ମକର: କର୍ମକ୍ଷେତ୍ରରେ ଭଲ ନୀତି ସ୍ଥାପନ କରିବେ। ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ମଜଭୁତ ହେବ। ପ୍ରେମ ସମ୍ବନ୍ଧରେ ପ୍ରଗାଢ଼ତା ବୃଦ୍ଧି ହେବ।

 

 

କୁମ୍ଭ: ନୂଆ ରଣକୌଶଳ ଆପଣଙ୍କ ଲାଗି ଲାଭଦାୟକ ହେବ। ଜୀବନସାଥୀଙ୍କ ଠାରୁ ସହାନୁଭୂତି ପାଇବେ। କଳା ଛାତ୍ରଙ୍କ ଲାଗି ଦିନଟି ଭଲ।

 

 

ମୀନ: ପ୍ରଭୁଙ୍କ ଆରାଧନାରେ ମନକୁ ଶାନ୍ତି ମିଳିବ। ଆପଣଙ୍କୁ କୌଣସି ଭଲ ସୁଯୋଗ ମିଳିପାରେ। ଘରୋଇ ଜୀବନରେ ସୁଖ ସୁବିଧା ବଢ଼ିବ।

ସମ୍ବନ୍ଧିତ ଖବର