publive-imageମେଷ: ପରିଶ୍ରମ ବଳରେ କାମ ପୂରା କରିବାରେ ସଫଳ ହେବେ। ସମାଜରେ ଆପଣଙ୍କ ଭାବମୂର୍ତ୍ତି ଭଲ ରହିବ। ଦାମ୍ପତ୍ୟ ଜୀବନରେ ନୂଆ ଖୁସିର ଆଗମନ ହେବ।

Advertisment

publive-imageବୃଷ: ନକାରାତ୍ମକ ଚିନ୍ତା ମସ୍ତିଷ୍କକୁ ଆସିବାକୁ ଦିଅନ୍ତୁ ନାହିଁ। ଜୀବନସାଥୀଙ୍କ ପରାମର୍ଶ ଆପଣଙ୍କ ଲାଗି ଲାଭପ୍ରଦ ହେବ। ବ୍ୟାଙ୍କରେ କାମ କରୁଥିବା ଲୋକଙ୍କ ଲାଗି ଭଲ ଦିନଟିଏ।

publive-imageମିଥୁନ: ଆପଣ କୌଣସି ଖୁସି ଖବର ପାଇବେ। ଆର୍ଥିକ ପକ୍ଷ ପୂର୍ବ ଅପେକ୍ଷା ସୁଦୃଢ଼ ହେବ। ପରିଶ୍ରମର ସୁଫଳ ପାଇବେ। ପ୍ରିୟଜନଙ୍କ ଠାରୁ ଉପହାର ପାଇବେ।

publive-image

କର୍କଟ: ପରିବାରରେ କୌଣସି ଲୋକ ସହିତ ବିବାଦ ହୋଇପାରେ। କଳାକାର ନୂଆ ବିଚାର ପ୍ରୟୋଗ କରିବେ। ବ୍ୟବସାୟରେ ଯଥେଷ୍ଟ ଲାଭ ହେବ।

publive-imageସିଂହ: ଦୁଃସାହସିକ ପଦକ୍ଷେପ ନିଅନ୍ତୁ ନାହିଁ। ଶତ୍ରୁ ଆପଣଙ୍କୁ ହଇରାଣ କରିବାକୁ ଚେଷ୍ଟା କରିବେ। ବ୍ୟବସାୟ ବୃଦ୍ଧି ଲାଗି ନୂଆ ସୁଯୋଗ ପାଇବେ। ଛାତ୍ରଛାତ୍ରୀଙ୍କ ଲାଗି ଦିନଟି ବହୁତ ଭଲ।

publive-imageକନ୍ୟା: କାମରେ ଭଲ ପ୍ରଦର୍ଶନ ପାଇଁ ନୂଆ କଥା ଚିନ୍ତା କରିବେ। କ୍ରିକେଟ୍‌ ଖେଳାଳିଙ୍କ ଲାଗି ଦିନଟି ବହୁତ ଭଲ। ଜୀବନସାଥୀଙ୍କୁ ସମୟ ଦିଅନ୍ତୁ, ସମ୍ବନ୍ଧରେ ମଧୁରତା ଆସିବ।

publive-imageତୁଳା: ଚାକିରି ବୃତ୍ତିରେ ଭାଗ୍ୟର ସହଯୋଗ ପାଇବେ। ଧନପ୍ରାପ୍ତିର ଭଲ ଯୋଗ ଅଛି। ଜୀବନସାଥୀ ଆପଣଙ୍କୁ ନେଇ ଖୁସି ରହିବେ। ବନ୍ଧୁଙ୍କୁ ମନର ବ୍ୟଥା କହି ମନକୁ ଶାନ୍ତି ମିଳିବ।

publive-imageବିଛା: ବନ୍ଧୁ ସହଯୋଗରେ ଅଧୁରା କାମ ସଂପୂର୍ଣ୍ଣ ହେବ। ସରକାରୀ କର୍ମଚାରୀଙ୍କ ଲାଗି ଭଲ ଦିନଟିଏ। ଆର୍ଥିକ ସ୍ଥିତି ସୁଦୃଢ଼ ହେବ। ପ୍ରେମୀଯୁଗଳଙ୍କ ପରସ୍ପର ପ୍ରତି ବିଶ୍ବାସ ବଢ଼ିବ।

publive-imageଧନୁ: ଆପଣ ସକାରାତ୍ମକ ରହିବେ ଏବଂ ମନରେ ନୂଆ ଆଶା ସଞ୍ଚାର ହେବ। ଆପଣଙ୍କର ସ‌ଚ୍ଚୋଟତା ଚାରିଆଡ଼େ ପ୍ରଶଂସିତ ହେବ। ପାରିବାରିକ ସମସ୍ୟାର ସମାଧାନ ହେବ।

publive-imageମକର: ଗଣମାଧ୍ୟମରେ କାମ କରୁଥିବା ଲୋକଙ୍କର ପାଇଁ ଦିନଟି ବ୍ୟସ୍ତବହୁଳ ରହିବ। ଅନ୍ତରଙ୍ଗ ବନ୍ଧୁ ଆର୍ଥିକ ସହାୟତା ମାଗି ପାରନ୍ତି। ଭାଗୀଦାରି ବେପାରରେ ଲାଭ ହେବ।

publive-image

କୁମ୍ଭ: ଲାଗି ରହିଥିବା ସମସ୍ୟାର ସମାଧାନ ହେବ। ସବୁ ଚିନ୍ତା ଦୂର ହୋଇଯିବ। ରାଜନୀତିରେ ଥିବା ଲୋକ ନୂଆ ଦାୟିତ୍ବ ଗ୍ରହଣ କରିବେ। ଛାତ୍ରଙ୍କୁ ଅଧିକ ପରିଶ୍ରମ କରିବାକୁ ହେବ।

publive-imageମୀନ: ଆପଣଙ୍କ ଧ୍ୟାନ ଧର୍ମ କାର୍ଯ୍ୟରେ ଲାଗି ରହିବ। ଜୀବନସାଥୀଙ୍କୁ ଧର୍ମାନୁଷ୍ଠାନକୁ ନେଇଯିବେ। ଅଫିସର ଜରୁରୀ କାମରେ ବରିଷ୍ଠ କର୍ମଚାରୀ ସାହାଯ୍ୟ କରିବେ।