publive-imageମେଷ: ଆପଣ ବହୁ ଦିନର କଠିନ ପରିଶ୍ରମର ଫଳ ପାଇବେ। ଭଲ ଲୋକଙ୍କ ସଂଗତିରୁ କିଛି ଶିକ୍ଷାଲାଭ କରିବେ। ବଡ଼ ଲୋକଙ୍କ କଥାକୁ ଧ୍ୟାନ ଦେଇ ଶୁଣନ୍ତୁ।‌

Advertisment

publive-imageବୃଷ: ଆପଣ ନିଜର ସଉକ ପୂରା କରିବା ପାଇଁ ଯଥେଷ୍ଟ ସମୟ ପାଇବେ। ଜୀବନସାଥୀ ଆପଣଙ୍କର ମନପସନ୍ଦ ଜିନିଷ ଆଣିପାରନ୍ତି। ଛାତ୍ରଛାତ୍ରୀ ନିଜର ପାଠପଢ଼ା ସମୟ ବଦଳାଇବେ। ‌

publive-imageମିଥୁନ: ରାଜନୀତି ଓ ସମାଜକଲ୍ୟାଣ କାର୍ଯ୍ୟ କରୁଥିବା ଲୋକଙ୍କ ଲାଗି ଦିନଟି ଭଲ। ଆର୍ଥିକ ପକ୍ଷ ସ୍ବଚ୍ଛଳ ରହିବ। ଆବଶ୍ୟକତା ଅନୁସାରେ ଖର୍ଚ୍ଚ କରନ୍ତୁ।

publive-image

କର୍କଟ: ଜୀବନସାଥୀର ସାହାଯ୍ୟରେ ପାରିବାରିକ ଅଶାନ୍ତି ଦୂର ହୋଇଯିବ। ଅଚାନକ କୌଣସି ବନ୍ଧୁ ଘରକୁ ଆସି ପାରନ୍ତି। ଅଫିସରେ ଆପଣଙ୍କ କାମକୁ କର୍ତ୍ତୃପକ୍ଷ ପ୍ରଶଂସା କରିବେ।

publive-imageସିଂହ: ଓକିଲଙ୍କ ଲାଗି ଦିନଟି ଭଲ। ମକଦ୍ଦମାର ଫଇସଲା ଆପଣଙ୍କ ସପକ୍ଷରେ ଆସିବ। ଅଫିସରେ କର୍ତ୍ତୃପକ୍ଷ ଆପଣଙ୍କୁ କୌଣସି ଉପଯୋଗୀ ବସ୍ତୁ ଉପହାର ଦେଇପାରନ୍ତି।

publive-imageକନ୍ୟା: ମାଆଙ୍କ ସହିତ କୌଣସି ବନ୍ଧୁ ଘରକୁ ଯିବେ। ବ୍ୟବସାୟରେ ଅଭିଜ୍ଞ ବ୍ୟକ୍ତିଙ୍କ ସହାୟତା ନେଇପାରନ୍ତି। ପ୍ରିୟଜନଙ୍କ ସହ ସମ୍ବନ୍ଧ ମଧୁର ହେବ।

publive-imageତୁଳା: ଅଫିସ କାମରେ ଦୂର ସ୍ଥାନକୁ ଯିବେ। ଆପଣ ନିଜର ଯୋଗ୍ୟତା ଓ ପ୍ରତିଷ୍ଠା ବଳରେ ପ୍ରସିଦ୍ଧ ହେବେ। ପ୍ରତିଯୋଗିତାମୂଳକ ପରୀକ୍ଷା ସମ୍ବନ୍ଧରେ ଭଲ ଖବର ପାଇବେ।

publive-imageବିଛା: ଆପଣଙ୍କର ସବୁ କାମ ମନମୁତାବକ ସଂପୂର୍ଣ୍ଣ ହେବ। କୌଣସି ବଡ଼ ଯୋଜନା ଆରମ୍ଭ କରିପାରନ୍ତି। ଘରୋଇ ଉଦ୍ୟୋଗରେ କାମ କରୁଥିବା ଲୋକଙ୍କୁ ପଦୋନ୍ନତି ମିଳିପାରେ।

publive-imageଧନୁ: ଆପଣ କାହାରିକୁ ସାହାଯ୍ୟ କରିବେ। ବନ୍ଧୁର ସହଯୋଗ ମିଳିବା ଯୋଗୁଁ କାମ ସହଜ ହେବ। ବ୍ୟବସାୟ କରୁଥିବା ଲୋକଙ୍କ ଲାଗି ଦିନଟି ବ୍ୟସ୍ତତାରେ କଟିବ।

publive-image
ମକର: ଜରୁରୀ କାମରେ ଦୂର ସ୍ଥାନକୁ ଯାଇପାରନ୍ତି। ଅଚାନକ ଧନଲାଭର ଯୋଗ ଅଛି। ଦାମ୍ପତ୍ୟ ଜୀବନରେ ଖୁସି ବଜାୟ ରହିବ। ରାଜନେତା କୌଣସି ସମାରୋହରେ ଯୋଗ ଦେବେ।

publive-image

କୁମ୍ଭ: ଦିନଟି ଆପଣଙ୍କ ଜୀବନରେ ପରିବର୍ତ୍ତନ ନେଇ ଆସିବ। ନୂଆ ବେପ‌ାର ଲାଗି ପଦକ୍ଷେପ ନିଅନ୍ତୁ ଉନ୍ନତି ହେବ। ଅଫିସରେ କୌଣସି ସହକର୍ମୀଙ୍କୁ ସାହାଯ୍ୟ କରିବେ।

publive-imageମୀନ: ବାପାମାଆଙ୍କ ଆଶୀର୍ବାଦରେ ଅଧୁରା କାମ ପୂରା ହୋଇଯିବ। ପରିବାର ଲୋକଙ୍କ ଠାରୁ ଶୁଭ ଖବର ପାଇପାରନ୍ତି। ଚାକିରି ଖୋଜୁଥିବା ଲୋକ ବନ୍ଧୁର ସାହାଯ୍ୟ ନେଇପାରନ୍ତି।