publive-imageମେଷ: କ୍ୟାରିୟରରେ ଆଗକୁ ବଢ଼ିବା ଲାଗି ନୂଆ ସୁଯୋଗ ଆସିବ। କୋର୍ଟର ଫଇସଲା ଆପଣଙ୍କ ପକ୍ଷରେ ଆସିପାରେ। ଜୀବନସାଥୀଙ୍କ ସହ ବହୁତ ଭଲ ତାଳମେଳ ରହିବ। ‌

Advertisment

publive-imageବୃଷ: ଅଧୁରା କାମ ସଂପୂର୍ଣ୍ଣ କରିବାରେ ମନ ଲାଗି ରହିବ। କୌଣସି ବିଶେଷ ଖବର ପାଇବେ। କ୍ରିକେଟ ଖେଳାଳିଙ୍କ ଲାଗି ଦିନଟି ଭଲ। ଲୋକେ ଆପଣଙ୍କ ବ୍ୟବହାରରେ ଖୁସି ହେବେ। ‌

publive-imageମିଥୁନ: ବ୍ୟକ୍ତିତ୍ବକୁ ବିକଶିତ କରିବା ଲାଗି ଚେଷ୍ଟା କରିବେ। ଅଫିସରେ କୌଣସି ମହତ୍ତ୍ବପୂର୍ଣ୍ଣ କାମ ମିଳିବ। ଆର୍ଥିକ ଚିନ୍ତା ଦୂର ହେବ। ବ୍ୟବସାୟ କାମରେ ଦୂର ସ୍ଥାନକୁ ଯିବେ। ‌

publive-image

କର୍କଟ: ଜରୁରୀ କାମ ସଂପୂର୍ଣ୍ଣ କରିବାରେ ସଫଳ ହେବେ। ଚିନ୍ତା ଦୂର ହେବ। ବେପାରରେ ଧନଲାଭର ସୁଯୋଗ ପାଇବେ। କୌଣସି ସହପାଠୀ ଆପଣଙ୍କ ଠାରୁ ସାହାଯ୍ୟ ଆଶା କରିବେ।

publive-imageସିଂହ: କାରବାରରେ ଆପଣଙ୍କୁ ଯଥେଷ୍ଟ ଲାଭ ମିଳିବ। ପୂର୍ବରୁ କରିଥିବା ସାମାଜିକ କାର୍ଯ୍ୟ ଲାଗି ମାନ ସମ୍ମାନ ପାଇବେ। ଶିକ୍ଷାର୍ଥୀଙ୍କୁ ଶିକ୍ଷକଙ୍କର ମାର୍ଗଦର୍ଶନ ମିଳିବ।

publive-imageକନ୍ୟା: ସବୁ କାମ ଆପଣଙ୍କ ମନ ମୁତାବକ ସଂପୂର୍ଣ୍ଣ ହେବ। ଆପଣଙ୍କ ବ୍ୟବହାର ଲୋକଙ୍କୁ ପ୍ରଭାବିତ କରିବ। ବ୍ୟବସାୟକୁ ନେଇ ମନରେ ନୂଆ ନୂଆ ବିଚାର ଆସିବ।

publive-imageତୁଳା: ମନରେ ଦବି ରହିଥିବା କଥା ସମ୍ମୁଖକୁ ଆଣନ୍ତୁ। ଜୀବନରେ ଲାଭର ଅବସର ପାଇବେ। ଶିକ୍ଷକଙ୍କ ସାହାଯ୍ୟରେ ବିଦ୍ୟାର୍ଥୀଙ୍କର କୌଣସି ପ୍ରକଳ୍ପ ପୂରା ହେବ।

publive-imageବିଛା: ବିଶେଷ ପ୍ରସଙ୍ଗ ନେଇ ପରିବାର ଲୋକଙ୍କ ସହ କଥାବର୍ତ୍ତା କରିବେ। ବୃତ୍ତି ସମ୍ପର୍କିତ ଯାତ୍ରା ଫଳପ୍ରଦ ହେବ। ରାଜନୀତି କ୍ଷେତ୍ରରେ ଥିବା ଲୋକଙ୍କର ମାନ ସମ୍ମାନ ବଢ଼ିବ।

publive-imageଧନୁ: ଆପଣଙ୍କ ମନରେ ଏଭଳି ବିଚାର ଆସିବ ଯାହା ପ୍ରଗତିର ଦ୍ବାର ଖୋଲିଦେବ। ଅଫିସରେ ବାକି କାମ ସଂପୂର୍ଣ୍ଣ ହୋଇଯିବ। ପ୍ରେମ ପ୍ରସଙ୍ଗ ପ୍ରତି ଆପଣଙ୍କର ଆକର୍ଷଣ ବଢ଼ିବ।

publive-image
ମକର: ଜୀବନକୁ ସୁନ୍ଦର କରିବା ଲାଗି ଚେଷ୍ଟା କରିବେ। ଅନ୍ୟମାନଙ୍କ ଆଗରେ ନିଜର କଥା ସ୍ପଷ୍ଟଭାବେ କହିପାରିବେ। କୌଣସି ଗ୍ରାହକଙ୍କ ଠାରୁ ଭଲ ଲାଭ ହାସଲ ହେବ।

publive-image

କୁମ୍ଭ: ଆପଣଙ୍କର ସବୁ କାର୍ଯ୍ୟ ସଫଳ ହେବ। ସମାଜରେ ମାନ ପ୍ରତିଷ୍ଠା ବୃଦ୍ଧି ହେବ। ଚାକିରି ନେଇ ଭଲ ଖବର ମିଳିପାରେ। ବ୍ୟବସାୟୀ ବିଶେଷ ସଫଳତା ହାସଲ କରିବେ।

publive-imageମୀନ: ଆପଣ ସମସ୍ତଙ୍କ ଦୃଷ୍ଟିରେ ଭଲ ହୋଇ ରହିବେ। ନୂଆ କାମର ଯୋଜନା ପ୍ରସ୍ତୁତ କରିବେ। ବିଶିଷ୍ଟ ବ୍ୟକ୍ତିଙ୍କ ସହ ସାକ୍ଷାତ ହେବ। ପ୍ରେମିକ ପ୍ରେମିକାଙ୍କ ଲାଗି ଭଲ ଦିନଟିଏ।