publive-imageମେଷ: ପରିବାର ଲୋକଙ୍କର ପରାମର୍ଶ ଉପାଦେୟ ସାବ୍ୟସ୍ତ ହେବ। ସୁଖ ସୁବିଧା ବୃଦ୍ଧି ହେବ। ଅଫିସରେ ବଡ଼ ଅଧିକାରୀଙ୍କ ସହ ମହତ୍ତ୍ବପୂର୍ଣ୍ଣ ବିଷୟରେ ଆଲୋଚନା କରିବେ। ‌

Advertisment

publive-imageବୃଷ: ବକେୟା ଧନ ପାଇବେ। ସାମାଜିକ କାର୍ଯ୍ୟରେ ସହଯୋଗ ଦେବା ପାଇଁ ଚିନ୍ତା କରିବେ। ବ୍ୟବସାୟରେ ଯୋଜନା ଅନୁଯାୟୀ କାମ କଲେ ଲାଭ ପାଇବେ। ଜରୁରୀ ଯାତ୍ରା ସଫଳ ହେବ। ‌

publive-imageମିଥୁନ: ନୂଆ କାମ ଆରମ୍ଭ କରନ୍ତୁ, ଯଥେଷ୍ଟ ଲାଭ ହେବ। ନିକଟ ସଂପର୍କୀୟ ଆପଣଙ୍କୁ ଭଲ ପରାମର୍ଶ ଦେବେ। ନବବିବାହିତ ବ୍ୟକ୍ତି ଜୀବନସାଥୀଙ୍କ ସହ ଭଲ ସମୟ ଅତିବାହିତ କରିବେ।

publive-image

କର୍କଟ: ବାପା ମାଆଙ୍କ ସାହାଯ୍ୟରେ ଆପଣଙ୍କର ବିଶେଷ କାମ ସଂପୂର୍ଣ୍ଣ ହେବ। ବ୍ୟବସାୟରେ ଲାଗି ରହିଥିବା ବାଧା ଦୂର ହେବ। ସୁସମ୍ବାଦ ପାଇବେ। ଦାମ୍ପତ୍ୟ ଜୀବନ ପ୍ରେମମୟ ହେବ।

publive-imageସିଂହ: ଅଫିସରେ ସହକର୍ମୀ ଆପଣଙ୍କ ବିଚାର ଦ୍ବାରା ପ୍ରଭାବିତ ହେବେ। ସବୁ ଅଶାନ୍ତିର ସମାଧାନ ବାହାରିବ। ବରିଷ୍ଠ ବ୍ୟକ୍ତିଙ୍କ ସହ କଥାବାର୍ତ୍ତା ବେଳେ ସାବଧାନତା ଅବଲମ୍ବନ କରନ୍ତୁ।

publive-imageକନ୍ୟା: କେହି ଆପଣଙ୍କ ବେଶଭୂଷାର ପ୍ରଶଂସା କରିପାରନ୍ତି। ସମସ୍ୟାର ସମାଧାନ ବାହାରିବ। ସମାଜରେ ଆପଣଙ୍କ କାମର ଚର୍ଚ୍ଚା ହେବ। ଛାତ୍ର ନିଜ ସାଥୀର ସହଯୋଗ ପାଇବେ।

publive-imageତୁଳା: ରୋଜଗାର ପାଇଁ ନୂଆ ଅବସର ପାଇବେ। କାହାରିକୁ ଦୁର୍ବ୍ୟବହାର କରନ୍ତୁ ନାହିଁ। ନୂଆ କାମ ଶିଖିବାର ମଉକା ପାଇବେ। ଦୁଇଚକିଆ ଯାନ କିଣିବାର ଯୋଗ ଅଛି।

publive-imageବିଛା: ନିଜର ଭବିଷ୍ୟତ ସମ୍ବନ୍ଧରେ ଚିନ୍ତା କରିବେ। ଆପଣଙ୍କର ଆତ୍ମବିଶ୍ବାସ ବୃଦ୍ଧି ହେବ। ଘରକୁ ଅଚାନକ କୌଣସି ବନ୍ଧୁ ଆସିବେ। ପ୍ରେମିକ ପ୍ରେମିକାଙ୍କ ଲାଗି ଦିନଟି ବହୁତ ଭଲ।

publive-imageଧନୁ: ବାକୀ କାମ ପୂରା ହୋଇଯିବ। ଘରେ ଅବିବାହିତଙ୍କର ବିବାହ ଲାଗି ଚର୍ଚ୍ଚା‌ ହେବ। ବ୍ୟବସ‌ାୟ କାମରେ ଦୂର ସ୍ଥାନକୁ ଯିବେ। ଛାତ୍ରଛାତ୍ରୀଙ୍କୁ ଶିକ୍ଷକ ମାର୍ଗଦର୍ଶନ ମିଳିବ।

publive-image
ମକର: ଆପଣଙ୍କର ରଚନାତ୍ମକ ପ୍ରତିଭା ଲୋକଙ୍କ ସମ୍ମୁଖକୁ ଆସିବ। ପାଖ ଲୋକଙ୍କ ଠାରୁ ସୁସମ୍ବାଦ ପାଇବେ। ଧନ ବୃଦ୍ଧି ହେବ। ଧର୍ମକାର୍ଯ୍ୟ କରିବା ଲାଗି ଯୋଜନା କରିବେ।

publive-image

କୁମ୍ଭ: ବାଲ୍ୟବନ୍ଧୁ ସହ ଦେଖା ହେବ। ଜୀବନସାଥୀଙ୍କ ସହଯୋଗରେ ବଡ଼ ନିଷ୍ପତ୍ତି ନେବେ। ଦୀର୍ଘ ଦିନରୁ ଚିନ୍ତା କରିଥିବା କାମ ପୂରଣ ହେବ। ଖର୍ଚ୍ଚ କମ୍ କରିବାକୁ ଚେଷ୍ଟା କରନ୍ତୁ।
publive-image

ମୀନ: ନୂଆ ବ୍ୟବସାୟ ଆରମ୍ଭ କରିବା ଲାଗି ଯୋଜନା କରିବେ। ପରିବାର ଲୋକଙ୍କ ସହ ଖୁସିରେ ସମୟ କାଟିବେ। ଜରୁରୀ କଥା ନେଇ ବିଶିଷ୍ଟ ବ୍ୟକ୍ତିଙ୍କର ପରାମର୍ଶ ମିଳିବ।