ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ:-ମନରେ ବହୁତ ସକାରାତ୍ମକ ଭାବନା ଆସିବ। ବିଶେଷ କାମରେ ଲାଗି ରହିଥିବା ବାଧା ଦୂର ହେବ। ବ୍ୟର୍ଥ କଥାଠୁ ଦୂରରେ ରହନ୍ତୁ। ସାମାଜିକ କ୍ଷେତ୍ରରେ ଆପଣଙ୍କର ମାନ ସମ୍ମାନ ବଢ଼ିବ।

ବୃଷ:-ମିଡ଼ିଆ କ୍ଷେତ୍ରରେ ଥିବା ଲୋକଙ୍କୁ ନୂଆ ଉପଲବ୍ଧି ପ୍ରାପ୍ତ ହେବ। ବ୍ୟବସାୟ କାମରେ ଦୂରସ୍ଥାନକୁ ଯିବାକୁ ପଡ଼ିପାରେ। ସାମାଜିକ କ୍ଷେତ୍ରରେ ଆପଣଙ୍କର ପରିସର ବଢ଼ିବ। ହେବ। ପ୍ରେମରେ ସଫଳତା ପାଇବେ।

ମିଥୁନ:-କ୍ୟାରିୟର ସଫଳତା ପାଇଁ ଆପଣଙ୍କ ମସ୍ତିଷ୍କରେ କିଛିନାକିଛି ନୂଆ ବିଚାର ଆସିବ। ସନ୍ତାନ ସହିତ ସମ୍ବନ୍ଧ ମଜଭୁତ ହେବ। ବାଣିଜ୍ୟ ଛାତ୍ର କିଛି ନୂଆ ଶିଖିବେ। ଦାମ୍ପତ୍ୟ ଜୀବନ ପ୍ରୀତିମୟ ହେବ।

କର୍କଟ:-ଜରୁରୀ କାମରେ ଜୀବନସାଥୀର ସହଯୋଗ ପାଇବେ। ସମାଜରେ ପ୍ରତିଷ୍ଠା ବୃଦ୍ଧି ହେବ। ଜମିବାଡ଼ି କାମରେ ଯାତୟାତ ଅଧିକ କରିବେ। ରାଜନୀତି କ୍ଷେତ୍ରରେ ଥିବା ଲୋକଙ୍କୁ କେହି ବିରୋଧ କରିପାରନ୍ତି।

ସିଂହ:-ନୂଆ କାମରେ ପରିବାରର ପୂରା ସହଯୋଗ ପାଇବେ। କୃଷିଜୀବୀଙ୍କ ଲାଗି ଫସଲ ଦୃଷ୍ଟିରୁ ସମୟ ଅନୁକୂଳ। କୌଣସି ବନ୍ଧୁ ଠାରୁ ଉପହାର ପାଇବେ। ପରିବାର ସହିତ ବାହାରକୁ ବୁଲି ଯାଇପାରନ୍ତି।

କନ୍ୟା:-ରୋଜଗାରକୁ ବଢ଼ାଇବା ପାଇଁ ନୂଆ ଜ୍ଞାନ ପାଇବେ। ସାମାଜିକ କାର୍ଯ୍ୟରେ ରୁଚି ବଢ଼ିବ। ପରିଜନଙ୍କ ସହିତ ସ୍ମରଣୀୟ ମୁହୂର୍ତ୍ତ ଅତିବାହିତ କରିବେ। ପ୍ରତିଯୋଗିତା ପରୀକ୍ଷାରେ ଭଲ ପରିଣାମ ପାଇବେ।

ତୁଳା:-ଦିନଟି ଆପଣଙ୍କ ଜୀବନରେ ନୂଆ ପରିବର୍ତ୍ତନ ଆଣିଦେବ। ସ୍ବାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟାରୁ ଆରାମ ପାଇବେ। ଦାମ୍ପତ୍ୟ ଜୀବନରେ ମତଭେଦ ଦୂର ହେବ। ସମ୍ବନ୍ଧରେ ମିଷ୍ଟତା ବଢ଼ିବ।

ବିଛା:-ବିରୋଧୀ ଆପଣଙ୍କ କାମରେ ପ୍ରଶଂସା କରିବେ। ପାରିବାରିକ ଦାୟିତ୍ବକୁ ତୁଲାଇବାରେ ସଫଳ ହେବେ। କୌଣସି ଭଲ ଜାଗାକୁ ଭ୍ରମଣରେ ଯାଇ ପାରନ୍ତି। ସାଙ୍ଗ ମେଳରେ ଆପଣଙ୍କର ଛବି ସୁନ୍ଦର ରହିବ।

ଧନୁ:-ଦିନଟି ଉତ୍ସାହ ଭରା ରହିବ। ଅଧୁରା କାମ ସଂପୂର୍ଣ୍ଣ କରିବା ଯୋଗୁଁ ମନକୁ ଶାନ୍ତି ମିଳିବ। ଅଫିସରେ ନୂଆ ଚାକିରିର ଯୋଗ ଦେବା ପାଇଁ ଦିନଟି ଭଲ। ନୂଆ ଜମି କିଣିବା ଲାଗି ଦିନଟି ଅନୁକୂଳ।

ମକର:-ଅଚାନକ କୌଣସି କାମର ଲାଭ ହେବ। ପାରିବାରିକ ଜୀବନରେ ଖୁସି ବଜାୟ ରହିବ। ପୁଞି ବଜାରରେ କ୍ଷେତ୍ରରେ ଥିବା ଲୋକ ନିବେଶ କରିବା ସମୟରେ ଧୈର୍ଯ୍ୟଧରି କାମ କରନ୍ତୁ।

କୁମ୍ଭ:-କିଛି ମହତ୍ବପୂର୍ଣ୍ଣ ଲୋକଙ୍କ ସହିତ ସାକ୍ଷାତ ହେବ। ଗଣମାଧ୍ୟମ କ୍ଷେତ୍ରରେ କାମ କରୁଥିବା ଲୋକଙ୍କ କାମର ପ୍ରଶଂସା ହେବ। ବ୍ୟବସାୟରେ ଯଥେଷ୍ଟ ଲାଭ ପାଇବେ। ଜୀବନସାଥୀ ସହ ସମ୍ବନ୍ଧ ମଧୁର ହେବ।

ମୀନ:-ଜୀବନସାଥୀ ଆପଣଙ୍କ ଲାଗି କିଛି ବିଶେଷ କରିବେ। କୃଷିଜୀବୀଙ୍କ ଲାଗି ଦିନଟି ଶକ୍ତି ଭରା ରହିବ। ପରିଶ୍ରମର ସଂପୂର୍ଣ୍ଣ ଫଳ ପାଇବେ। ବ୍ୟବସାୟରେ ସଫଳତା ପାଇବେ।

ସମ୍ବନ୍ଧିତ ଖବର