ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଅର୍ଡର ସପ୍ଲାଇଙ୍କୁ ଭଲ ଲାଭ ହେବ। କାର୍ଯ୍ୟ କ୍ଷେତ୍ରରେ ବରିଷ୍ଠଙ୍କର ସହଯୋଗ ପାଇବେ। ପରିବାର ଲୋକଙ୍କ ସହିତ ଭଲ ସମୟ ଅତିବାହିତ କରିବେ। ବନ୍ଧୁ ସହିତ ମିଶି ମଉଜମସ୍ତି କରିପାରନ୍ତି।

ବୃଷ: ନିଜର ପରିସର ବଢ଼ାଇବା ଲାଗି ଯଥା ସମ୍ଭବ ଚେଷ୍ଟା କରିବେ। କାର୍ଯ୍ୟ କ୍ଷେତ୍ରରେ ବନ୍ଧୁ ଠାରୁ ଆର୍ଥିକ ସାହାଯ୍ୟ ମିଳିପାରେ। ବିଲଡର୍ସଙ୍କୁ ଧନଲାଭ ହେବ। ଜୀବନସାଥୀ ଆପଣଙ୍କୁ ଖୁସି ଖବର ଶୁଣାଇବେ।

ମିଥୁନ: ଧନ ସମ୍ବନ୍ଧୀୟ ଚିନ୍ତା ଦୂର ହେବ। କୌଣସି କାମର ଯୋଜନା ସଂପୂର୍ଣ୍ଣ ହୋଇଯିବ। ଚାକିରିରେ ପଦୋନ୍ନତିର ସୁଯୋଗ ଆସିପାରେ। ଦାମ୍ପତ୍ୟ ଜୀବନ ମଧୁରତାରେ ପୂର୍ଣ୍ଣ ରହିବ।

କର୍କଟ: ପୂଜାପାଠରେ ସମୟ ବିତିବ। ସୁସମ୍ବାଦ ପାଇବେ। ଅଧୁରା କାମରେ ସହଯୋଗୀର ସାହାଯ୍ୟ ମିଳିପାରେ। ଆର୍ଥିକ ସମସ୍ୟା ସମାପ୍ତ ହୋଇଯିବ। ଛାତ୍ରଛାତ୍ରୀଙ୍କ ଲାଗି ଦିନଟି ଲାଭପ୍ରଦ ରହିବ।

ସିଂହ: କମ୍ ପରିଶ୍ରମରେ ଯଥେଷ୍ଟ ଲାଭ ପାଇବେ। ସମାଜ କାମରେ ସକ୍ରିୟ ଭୂମିକା ନିର୍ବାହ କରିବେ। ଅନଲାଇନିରେ ଆପଣଙ୍କ ଲାଗି କିଛି ଜିନିଷ ଅର୍ଡ଼ର କରିପାରନ୍ତି। ପ୍ରେମ ଜୀବନ ଭଲ ରହିବ।

କନ୍ୟା: ନିଜକୁ ଶକ୍ତିବାନ ଅନୁଭବ କରିବେ। ଇଂଜିନିୟର ଅନୁଭବର ପ୍ରୟୋଗ ଠିକ୍ ଦିଶାରେ କରିବେ। ଜରୁରୀ କାମରେ ଜୀବନସାଥୀର ପରାମର୍ଶ ନିଅନ୍ତୁ ଲାଭପ୍ରଦ ରହିବ। ଚାକିରି ପାଇଁ ଭଲ ପ୍ରସ୍ତାବ ପାଇବେ।

ତୁଳା: ଅଫିସରେ ଅଧୁରା କାମ ଉପରିସ୍ଥ କର୍ମଚାରୀଙ୍କ ସହଯୋଗରେ ପୂରା ହେବାର ସମ୍ଭାବନା। ବେପାରରେ ଯୋଜନାବଦ୍ଧ କୌଶଳରେ କାମ କରିବେ। ବିଲଡ଼ର୍ସଙ୍କୁ ଅଚାନକ ଲାଭ ହୋଇପାରେ।

ବିଛା: ପରିବାରରେ ହର୍ଷ ଉଲ୍ଲାସର ବାତାବରଣ ରହିବ। କର୍ତ୍ତୃପକ୍ଷଙ୍କୁ ଖୁସି କରିବା ଲାଗି ଅଧିକ ପରିଶ୍ରମ କରିବେ। ବ୍ୟବସାୟୀଙ୍କୁ ବହୁତ ଭଲ ଅବସର ମିଳିବ। ଛାତ୍ରଛାତ୍ରୀ ନୂଆ ପାଠ୍ୟକ୍ରମରେ ଯୋଗ ଦେବାପାଇଁ ଦିନଟି ଭଲ।

ଧନୁ: ଆପଣଙ୍କ ବ୍ୟବହାରରେ ସକାରାତ୍ମକ ବଜାୟ ରଖନ୍ତୁ। ଆପଣଙ୍କର ସବୁ କାମ ସଂପୂର୍ଣ୍ଣ ହୋଇଯିବ। ଧୈର୍ଯ୍ୟଧରି ରହନ୍ତୁ। ପିଲାଙ୍କ ସହିତ ଜିନିଷ କିଣିବାକୁ ଯିବେ। ଘରକୁ କୁଣିଆ ଆସିବେ।

ମକର: ଆପଣଙ୍କ ଧ୍ୟାନ ଆଧ୍ୟାତ୍ମିକ ଆଡ଼କୁ ଲାଗି ରହିବ। କୌଣସି ପୁରୁଣା ବନ୍ଧୁ ଆପଣଙ୍କ ଘରକୁ ଆସି ପାରନ୍ତି। ନୂଆ ଲକ୍ଷ୍ୟ ନିର୍ଦ୍ଧାରିତ କରିବା ଲାଗି ଦିନଟି ଶୁଭ। ଦାମ୍ପତ୍ୟ ସମ୍ବନ୍ଧରେ ମଧୁରତା ବଢ଼ିବ।

କୁମ୍ଭ: ବେପାରରେ ଲାଭ ହେବାର ଆଶା। ଇଲେକ୍ଟ୍ରୋନିକ୍‌ ଜିନିଷ ଉପରେ ଖର୍ଚ୍ଚ କରିବେ। କୌଣସି କାମରେ ଦୂରସ୍ଥାନକୁ ଯାଇପାରନ୍ତି। ବିରୋଧୀ ଆପଣଙ୍କ ସହ ବନ୍ଧୁତାର ହାତ ବଢ଼ାଇବେ। ବାଣିଜ୍ୟ ଛାତ୍ରୀଙ୍କ ଲାଗି ଦିନଟି ଭଲ।

ମୀନ: ଆପଣଙ୍କ ବ୍ୟବହାରରେ ସଂଯମ ଓ ଧୈର୍ଯ୍ୟ ବନାଇ ରହିବ। ଚାକିରିଜୀବୀଙ୍କୁ ଭଲ ସୁଯୋଗ ମିଳିବ। ବିଶେଷ କାମରେ ବାପା ମାଆଙ୍କର ପରାମର୍ଶ ନିଅନ୍ତୁ। ପ୍ରେମ ଜୀବନ ମଧୁର ହେବ।

ସମ୍ବନ୍ଧିତ ଖବର