ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ବଡ଼ଙ୍କର ସ୍ନେହ ଓ ଆଶୀର୍ବାଦ ପାଇବେ। ଲାଗି ରହିଥିବା ସମସ୍ୟା କମ୍ ହେବ। ବ୍ୟବସାୟୀଙ୍କୁ ବଡ଼ ଅର୍ଡର ମିଳିପାରେ। ଜୀବନସାଥୀ ପାଇଁ କିଛି ବିଶେଷ କରିବେ। ଛାତ୍ରଙ୍କ ଲାଗି ଦିନଟି ଭଲ ରହିବ।

ବୃଷ: ଆପଣ ସବୁ ଚିନ୍ତାରୁ ମୁକ୍ତ ରହିବେ। କାମରେ ବାପା ମାଆଙ୍କ ସାହାଯ୍ୟ ପାଇବେ। ଅଫିସ୍‌ରେ ନୂଆ ପଦ ମିଳିପାରେ। ଆର୍ଥିକ ସ୍ଥିତି ସ୍ବଚ୍ଛଳ ରହିବ। ଛାତ୍ରଛାତ୍ରୀ ଅଧ୍ୟୟନରେ ଭଲ ପରିଣାମ ପାଇବେ।

ମିଥୁନ: ଦିମାକରେ ନୂଆ ନୂଆ ବିଚାର ଆସିବ। ସରକାରୀ କାମ ପୂରା ହେବ। ବିଲଡର୍ସଙ୍କୁ କୌଣସି ଠିକାରେ ଯଥେଷ୍ଟ ଲାଭ ହେବ। ଦାମ୍ପତ୍ୟ ଜୀବନରେ ମଧୁରତା ବଢ଼ିବ। ବିଦ୍ୟାର୍ଥୀଙ୍କୁ ସଫଳତା ମିଳିପାରେ।

କର୍କଟ: ପୁରୁଣା ଚିନ୍ତା ସମାପ୍ତ ହେବ। ଚାକିରିରେ ମନଲାଖି ପରିବର୍ତ୍ତନ ହେବ। ଭ୍ରମଣ ସୁଖଦ ରହିବ। ପତ୍ନୀଙ୍କ ସହ ବ୍ୟବହାରରେ କୋମଳ ରଖନ୍ତୁ। ଛାତ୍ରୀଙ୍କ ଲାଗି ଦିନଟି ଭଲ ରହିବ।

ସିଂହ: ପରିବାରରେ ଶାନ୍ତିର ବାତାବରଣ ରହିବ। ବଜାରରେ କିଛି ସାମଗ୍ରୀ କିଣିପାରନ୍ତି। କୌଣସି ଭଲ କାମ କରିବେ। କୋର୍ଟ କଚେରି ମାମଲାରେ ଜିଣିବେ। ଅପବ୍ୟୟ ଉପରେ ନିୟନ୍ତ୍ରଣ ରଖନ୍ତୁ।

କନ୍ୟା: ନିଜର ଭ୍ରାନ୍ତ ଧାରଣା ଦୂର କରିବେ। ଜମି ବ୍ୟବସାୟୀଙ୍କୁ ଭଲ ଲାଭ ହେବ। ଲେଖକ କୌଣସି ପୁସ୍ତକ ସମାପ୍ତ କରିବାରେ ସଫଳ ରହିବେ। ବୈବାହିକ ଜୀବନ ଖୁସି ଭରା ରହିବ।

ତୁଳା: ବନ୍ଧୁଠାରୁ ଭଲ ପରାମର୍ଶ ପାଇବେ। ସାମାଜିକ କାର୍ଯ୍ୟରେ ଯୋଗଦାନ ଦେବେ। ମହିଳା ଶିଳ୍ପୋଦ୍ୟୋଗୀଙ୍କ ଲାଗି ଦିନଟି ଭଲ। ନବ ବିବାହିତ ବାହାରକୁ ବୁଲି ଯିବେ। ଛାତ୍ରଛାତ୍ରୀ ଅଧିକ ପରିଶ୍ରମ କରନ୍ତୁ।

ବିଛା: ଜୀବନରେ ନୂଆ ପରିବର୍ତ୍ତନ ହୋଇପାରେ। ଅଫିସ୍‌ରେ ଆପଣଙ୍କର କର୍ତ୍ତୃତ୍ବ ବଢ଼ିବ। ପାରିବାରିକ ବାତାବରଣ ସକାରାତ୍ମକ ରହିବ। ଜୀବନସାଥୀଙ୍କ ଲାଗି ତାଙ୍କ ମନପସନ୍ଦର ବସ୍ତ୍ର କିଣିପାରନ୍ତି।

ଧନୁ: ନୂଆ କରିବା ଲାଗି ନୂଆ ବିଚାର ନିୟମ ଉପରେ ବିଚାର କରିବେ। ଅଫିସ୍‌ରେ କର୍ତ୍ତୃପକ୍ଷଙ୍କ କଥାକୁ ଧ୍ୟାନ ଦେଇ ଶୁଣନ୍ତୁ। ଅଳଙ୍କାର ବ୍ୟବସାୟୀଙ୍କୁ ଯଥେଷ୍ଟ ଲାଭ ହେବ। ସ୍ବାସ୍ଥ୍ୟ ପ୍ରତି ସଚେତନ ରହନ୍ତୁ।

ମକର: ଭାଗ୍ୟର ଦ୍ବାର ଖୋଲିବ। ଅନୁଭବୀ ବ୍ୟକ୍ତିଙ୍କ ପରାମର୍ଶରେ ବ୍ୟବସାୟର ଯଥେଷ୍ଟ ଲାଭ ହେବ। ରାଜନୀତିକ କାର୍ଯ୍ୟରେ ରୁଚି ନେବେ। ଯୋଗ ଅଭ୍ୟାସ କରାଉଥିବା ମହିଳାଙ୍କୁ ଗ୍ରାହକଙ୍କଠାରୁ ଯଥେଷ୍ଟ ଲାଭ ହେବ।

କୁମ୍ଭ: କୌଣସି ଶୁଭ ସୂଚନା ପାଇବେ। ଅଧୁରା ଯୋଜନା ସଂପୂର୍ଣ୍ଣ କରିବା ଲାଗି ଉତ୍ତମ ସମୟ। ସମାଜ କାମ ପାଇଁ ପ୍ରସିଦ୍ଧି ବଢ଼ିବ। କଣ୍ଠଶିଳ୍ପୀଙ୍କ ଲାଗି ଭଲ ଦିନଟିଏ। ପ୍ରେମ…

ମୀନ: ମାନସିକ ରୂପେ ସୁସ୍ଥ ରହିବେ। ବ୍ୟବସାୟରେ ଯୋଜନାବଦ୍ଧ ରୂପେ କାମ କରିବେ। କଥା ହେବାବେଳେ ଭାଷା ଉପରେ ଧ୍ୟାନ ଦିଅନ୍ତୁ। ରାଜନୀତିରେ ଆର୍ଥିକ ଲାଭ ହେବ। ପ୍ରେମ ଜୀବନ ଭଲ ରହିବ।

ସମ୍ବନ୍ଧିତ ଖବର