publive-imageମେଷ: ଫଳ ଚିନ୍ତା ନକରି ପରିଶ୍ରମ କରନ୍ତୁ। ସମାଜ ହିତରେ କରିଥିବା କାମ ପାଇଁ ସମ୍ମାନିତ ହେବେ। ସଡ଼କରେ ଚାଲୁଥିବା ସମୟରେ ସତର୍କ ରହନ୍ତୁ। ପ୍ରେମୀ ଯୁଗଳଙ୍କ ପାଇଁ ଦିନଟି ଭଲ ରହିବ।

Advertisment

publive-imageବୃଷ: ଘରକୁ କୌଣସି ବନ୍ଧୁ ଆସିବେ। ବିଲଡ଼ର୍ସଙ୍କୁ ଧନଲାଭ ହେବ। ଶିକ୍ଷକଙ୍କର ପଦୋନ୍ନତି ଯୋଗ ଅଛି। ଔଷଧ ବ୍ୟବସାୟୀଙ୍କୁ ଯଥେଷ୍ଟ ଲାଭ ମିଳିବ। ପିୟଜନଙ୍କ ଠାରୁ ଉପହାର ମିଳିପାରେ।

publive-imageମିଥୁନ: ବାପାଙ୍କୁ ଆପଣଙ୍କର କୌଣସି କାମ ପାଇଁ ଗର୍ବ ହେବ। ବନ୍ଧୁ ସହିତ ମିଶିବା ପାଇଁ ତାଙ୍କ ଘରକୁ ଯାଇପାରନ୍ତି। ଶତ୍ରୁ ଆପଣଙ୍କ ଠାରୁ ଦୂରତ୍ବ ବନାଇ ରହିବେ। ରାଜନୀତିରେ ସଫଳତା ପାଇବେ।

publive-image

କର୍କଟ: ଆଗକୁ ବଢ଼ିବା ଲାଗି ଦିନଟି ବହୁତ ଭଲ। ପରିବାରେ ସୁଖ ଶାନ୍ତିର ପରିବେଶ ରହିବ। କୌଣସି ଅଜଣା ବ୍ୟକ୍ତିଙ୍କ ଉପରେ ଭରସା କରନ୍ତୁ ନାହିଁ। ସାହିତ୍ୟ କ୍ଷେତ୍ରରେ ଥିବା ଲୋକଙ୍କ ଲାଗି ଦିନଟି ଭଲ।

publive-imageସିଂହ: ଆପଣଙ୍କ ସମ୍ମୁଖକୁ ଆସୁଥିବା ସବୁ ଆହ୍ବାନର ଦୃଢ଼ଭାବେ ମୁକାବିଲା କରିବେ। ଜୀବନସାଥୀ ସହିତ ସିନେମା ଦେଖିବାର ଯୋଜନା କରିବେ। ବ୍ୟବସାୟ କାମରେ ଭାଇ ସହଯୋଗ କରିବେ।

publive-imageକନ୍ୟା: କ୍ୟାରିୟରରେ ଆପଣ କାହାରି ସହଯୋଗ ପାଇବେ। ଦାମ୍ପତ୍ୟ ଜୀବନରେ ଆପୋସୀ ତାଳମେଳ ବଜାୟ ରହିବ। ପ୍ରଶାସନିକ ସେବା ପାଇଁ ପ୍ରୟାସ କରୁଥିବା ବ୍ୟକ୍ତିମାନେ ନୂଆ ଅବସର ପାଇବେ।

publive-imageତୁଳା: ଭାଗ୍ୟ ଆପଣଙ୍କ ସାଥୀରେ ରହିବ। ଅନ୍ୟମାନଙ୍କ କାମରେ ନିଜର ମତ ଦିଅନ୍ତୁ ନାହିଁ। ଜମି ବିକ୍ରୟ କରିବାକୁ ଚାହୁଁଥିଲେ ଯଥେଷ୍ଟ ଲାଭ ହେବ। ବ୍ୟବସାୟ କାମରେ ଦୂରସ୍ଥାନକୁ ଯାଇପାରନ୍ତି।

publive-imageବିଛା: ମନ୍ଦିରକୁ ଠାକୁର ଦର୍ଶନ ପାଇଁ ଯିବେ। ଆପଣ କାହାରିକୁ ମନର କଥା କହିପାରନ୍ତି। ରାଜନୀତିକ ଓ ସାମାଜିକ କ୍ଷେତ୍ରରେ ମାନ ସମ୍ମାନ ବଢ଼ିବ। ବାପା ମାଆ ପିଲାଙ୍କ ସହିତ ସମୟ ବିତାଇବେ।

publive-image
ଧନୁ: ଆପଣଙ୍କ ମନ ପୂଜାପାଠରେ ଅଧିକ ଲାଗିବ। ଲାଗି ରହିଥିବା ଅଶାନ୍ତି ସମାପ୍ତ ହେବ। ରାଜନୀତିରେ ସଫଳତା ପାଇବେ। ଛାତ୍ରଛାତ୍ରୀଙ୍କର ଲେଖାପଢ଼ାରେ ମନ ଲାଗିବ।

publive-image

ମକର: ପରିବାରରେ ସୁଖ ଶାନ୍ତି ବୃଦ୍ଧି ହେବ। ସାମାଜିକ କାର୍ଯ୍ୟ ପାଇଁ ଆପଣଙ୍କୁ ସମ୍ମାନିତ କରାଯିବ। ଅଫିସ କାମରେ ଲାଗି ରହିଥିବା ବାଧା ସମାପ୍ତ ହେବ। ଡ଼ାକ୍ତରୀ ଛାତ୍ର ସିନିୟରଙ୍କ ସାହାଯ୍ୟ ପାଇବେ।

publive-image

କୁମ୍ଭ: ଜୀବନସାଥୀ ଆପଣଙ୍କୁ ଦେଇଥିବା ବଚନ ପୂରା କରିବେ। ପ୍ରେମୀ ଯୁଗଳ ଜଣେ ଅନ୍ୟଜଣଙ୍କ ଭାବନାକୁ ସମ୍ମାନ କରିବେ। ବାପା ନିଜର ପିଲା ପାଇଁ ଦରକାରୀ ଜିନିଷ କିଣିବେ।

publive-image

ମୀନ: ଚାକିରିଜୀବୀଙ୍କର ଭଲ ଜାଗାକୁ ବଦଳି ହୋଇପାରେ। କାମରେ ଘର ଲୋକଙ୍କର ପୂରା ସହଯୋଗ ପାଇବେ। କୌଣସି ବନ୍ଧୁ ଆପଣଙ୍କ ସହ ମିଶିବା ପାଇଁ ଆସିପାରନ୍ତି।