publive-imageମେଷ: ଭାବିଥିବା କାମ ଜଲଦି ସଂପୂର୍ଣ୍ଣ କରିଦେବେ। ଅନ୍ୟମାନେ କଥା କହୁଥିବା ବେଳେ ବଢ଼ାଇ କରି କିଛି କହନ୍ତୁ ନାହିଁ। ଗଣମାଧ୍ୟମ କ୍ଷେତ୍ରରେ ଥିବା ଲୋକଙ୍କ ଲାଗି ଦିନଟି ବହୁତ ଭଲ। ‌

Advertisment

publive-imageବୃଷ: ରାଜନୀତି କ୍ଷେତ୍ରରେ ଥିବା ଲୋକଙ୍କୁ ଉଚ୍ଚ ପଦବି ମିଳିପାରେ। ଅଫିସରେ ଅଧସ୍ତନ କର୍ମଚାରୀଙ୍କର ସହଯୋଗ ପାଇବେ। ଜମିରେ ନିବେଶ କରନ୍ତୁ, ଯଥେଷ୍ଟ ଲାଭ ପାଇବେ। ‌

publive-imageମିଥୁନ: ବ୍ୟବସାୟ ମାନ୍ଦା ଧରିପାରେ। ଆର୍ଥିକ ସ୍ଥିତି ଚିନ୍ତାଜନକ ହେବ। ଅଫିସରେ ପରିବେଶ ମିଶ୍ରିତ ରହିବ। ସହକର୍ମୀଙ୍କ ସହ କଥା କଟାକଟି ହୋଇପାରେ। ପ୍ରେମିକ ପ୍ରେମିକାଙ୍କ ଲାଗି ଭଲ ଦିନଟିଏ। ‌

publive-image

କର୍କଟ: ଅଧୁରା କାମ ସଂପୂର୍ଣ୍ଣ ହେବ। ଧନଲାଭ ପାଇଁ କିଛି ନୂଆ ସୁଯୋଗ ପାଇବେ। ଫିଲ୍ମ କାଳକାରଙ୍କ ଲାଗି ଭଲ ଦିନଟିଏ। ଅବିବାହିତଙ୍କ ଲାଗି ବିବାହ ପ୍ରସ୍ତାବ ଆସିପାରେ।

publive-imageସିଂହ: ଓକିଲଙ୍କୁ ପୁରୁଣା ମକଦ୍ଦମାରେ ସଫଳତା ମିଳିବ। ଆର୍ଥିକ ସ୍ଥିତି ଭଲ ହେବ। ବେକାରଙ୍କୁ ରୋଜଗାରର ଅବସର ମିଳିବ। ଘରେ କୌଣସି ଧର୍ମକାର୍ଯ୍ୟ ଆୟୋଜନ କରିପାରନ୍ତି। ‌

publive-imageକନ୍ୟା: ଜୀବନରେ ନୂଆ ଲକ୍ଷ୍ୟ ହାସଲ କରିବେ। ସଙ୍ଗୀତ ନିର୍ଦେଶକ ଓ କଣ୍ଠଶିଳ୍ପୀଙ୍କୁ ପ୍ରସିଦ୍ଧି ମିଳିବ। ଆପଣ କରିଥିବା ସାମାଜିକ କାର୍ଯ୍ୟ ପାଇଁ ଆପଣଙ୍କୁ ସମ୍ମାନିତ କରାଯାଇପାରେ।‌

publive-imageତୁଳା: ସାରାଦିନ ମନରେ ପ୍ରସନ୍ନତା ରହିବ। ସରାକାରୀ ଚାକିରିଆଙ୍କୁ ସହକର୍ମୀଙ୍କ ସାହାଯ୍ୟ ମିଳିବ। ଜମି ଦଲାଲଙ୍କୁ ଆଶା ଠାରୁ ଅଧିକ ଧନଲାଭ ହେବ। ପ୍ରେମ ସମ୍ବନ୍ଧରେ ପ୍ରଗାଢ଼ତା ଆସିବ।

publive-imageବିଛା: ଲେଖକଙ୍କ ବିଚାରର ସମ୍ମାନ ହେବ। ପରିବାରରେ ହସଖୁସିର ପରିବେଶ ରହିବ। ଘରକୁ ଅନ୍ତରଙ୍ଗ ବନ୍ଧୁ ଆସି ପାରନ୍ତି। ସାମାଜିକ ସଂଗଠନ କ୍ଷେତ୍ରରେ ଥିବା ଲୋକଙ୍କୁ ସମାଜରେ ପଦ ଓ ପ୍ରତିଷ୍ଠା ମିଳିବ।

publive-image
ଧନୁ: ଆପଣଙ୍କ ମନ ଆନନ୍ଦିତ ରହିବ। ଦୀର୍ଘ ଦିନରୁ ଲାଗି ରହିଥିବା ସ୍ବାସ୍ଥ୍ୟ ସମସ୍ୟାର ଅନ୍ତ ହେବ। ବ୍ୟବସାୟ କାମରେ ଦୂରସ୍ଥାନକୁ ଯିବେ। ପରିବାରରେ ବାତାବରଣ ଶାନ୍ତିଦାୟକ ରହିବ।

publive-image

ମକର: ଆପଣ ଚିନ୍ତା ମୁକ୍ତ ରହିବେ। ଚାକିରିଜୀବୀ ମାନଙ୍କୁ ଆର୍ଥିକ ଲାଭ ହେବାର ସମ୍ଭାବନା। ନୂଆ କାମରେ ରୁଚି ବଢ଼ିବ। କୋର୍ଟ କଚେରି ମାମଲାରେ ଆପଣ ଜିତିବେ। ବାଣିଜ୍ୟ ଛାତ୍ରଙ୍କୁ କିଛି ନୂଆ ଶିଖିବାକୁ ମିଳିବ।

publive-image

କୁମ୍ଭ: କୌଣସି ବନ୍ଧୁର ପରାମର୍ଶ ଆପଣଙ୍କୁ ପସନ୍ଦ ଆସିବ। ବ୍ୟବସାୟରେ ଆର୍ଥିକ ଲାଭ ହୋଇପାରେ। ଘର କାମରେ ବଡ଼ ଭାଇଙ୍କ ସାହାଯ୍ୟ ପାଇବେ। ଦାମ୍ପତ୍ୟ ଜୀବନ ପ୍ରୀତିମୟ ହେବ।

publive-image

ମୀନ: ଚିନ୍ତା ମୁକ୍ତ ରହିବେ। ବଡ଼ଙ୍କ ପରାମର୍ଶ ନିଅନ୍ତୁ ଅଧୁରା ଥିବା କାମ ପୂରା ହେବ। ବ୍ୟବସାୟରେ ବଢ଼ାଇବା ପାଇଁ ନୂଆ ଯୋଜନା କରିବେ। ବିବାହିତ ଲୋକଙ୍କୁ ବିବାହ ସୁଖ ମିଳିବ।