ଏହି ଦୁଇ ମଞ୍ଜି ଗର୍ଭନିରୋଧକ ବଟିକାର କାମ କରିଥାଏ , ଜାଣନ୍ତୁ କିପରି କରିବେ ଏହାର ପ୍ରୟୋଗ  

ମହିଳାମାନେ ଅବାଞ୍ଛିତ ଗର୍ଭ ରୋକିବାକୁ ଯାଇ ବଜାରରେ ମିଳୁଥିବା ଭିନ୍ନ ଭିନ୍ନ ଧରଣର ଗର୍ଭନିରୋଧକ ବଟିକାର ସେବନ କରିଥାନ୍ତି, ଯେଉଁ ବଟିକାର କି ପାର୍ଶ୍ୱ ପ୍ରତିକ୍ରିୟା ରହିଥାଏ।ଏହା ମହିଳାଙ୍କ ଶରୀରଉପରେ ଖରାପ ପ୍ରଭାବ ପକାଇଥାଏ। ତେଣୁ ଆପଣ ଯଦି ବିନା କୌଣସି ପାର୍ଶ୍ୱପ୍ରତିକ୍ରିୟାରେ ପ୍ରାକୃତିକ ଉପାୟରେ ଆପଣଙ୍କର ଅବାଞ୍ଛିତ ଗର୍ଭକୁ ରୋକିବାକୁ ଚାହୁଁଥାଆନ୍ତି ତ,ତେବେ ଆପଣ ଆୟୁର୍ବେଦ ଉପାୟର ଉପଯୋଗ କରି ଏହି ସମସ୍ୟାରୁ ମୁକ୍ତି ପାଇପାରନ୍ତି

୧-ଜଡ଼ା ମଞ୍ଜି:-ସାଧାରଣତଃ ଜଡ଼ା ମଞ୍ଜିକୁ  ଆୟୁର୍ବେଦରେ ସବୁଠୁ ବଢ଼ିଆ  ଗର୍ଭନରୋଧକ ତତ୍ତ୍ୱ ବୋଲି କୁହାଯାଇଥାଏ।ତେଣୁ ଏହାର ବ୍ୟବହାର କରିବାକୁ ହେଲେ ଆପଣ ଜଡ଼ା ମଞ୍ଜିକୁ ଭାଙ୍ଗି ଏହା ଭିତରେ ରହିଥିବା ଧଳା ରଂଗର ବୀଜକୁ ବାହାର କରି ଏକ ଗ୍ଲାସ୍‌ ପାଣିରେ ଖାଇଦିଅନ୍ତୁ।

୨-ଗବ ଗଛର ମଞ୍ଜି:-ତେବେ ଅବାଞ୍ଛିତ ଗର୍ଭକୁ ରୋକିବାକୁ ଚାହୁଁଥିଲେ ଆପଣ ଗବ ଗଛର ମଞ୍ଜିୁକୁ ଶାରୀରିକ ସଂପର୍କର ୭୨ ଘଣ୍ଟା ମଧ୍ୟରେ ବଟିକା ଭଳି ସେବନ କରନ୍ତୁ। ଏଥିସହିତ ଋତୁସ୍ରାବର ୩ ଦିନ ପର୍ଯ୍ୟନ୍ତ ଗବ ମଞ୍ଜିର ବୀଜକୁ ସେବନ କରିଲେ ମଧ୍ୟ ଏହାର ପ୍ରଭାବ ଏକ ମାସ ପର୍ଯ୍ୟନ୍ତ ରହିଥାଏ।

ତେବେ ଗର୍ଭନିରୋଧକ  ଭଳି  ଏ ଦୁଇ ମଞ୍ଜିର ବ୍ୟବହାରର କୌଣସି ପାର୍ଶ୍ୱ ପ୍ରତିକ୍ରିୟା ରହିନଥିଲେ ବି ଆପଣ ଏହି ଉପାୟର ଉପଯୋଗ କରିବା ପୂର୍ବରୁ ଆୟୁର୍ବେଦ ବିଶେଷଜ୍ଞଙ୍କଠାରୁ ଥରୁଟିଏ ପରାମର୍ଶ ନିଅନ୍ତୁ।

ସମ୍ବନ୍ଧିତ ଖବର