ଜୀବନଚର୍ଯ୍ୟାବିନା ଔଷଧରେ ରୋଗରୁ ମୁକ୍ତି ପାଆନ୍ତୁଅପଣାନ୍ତୁ ଆକ୍ୟୁପ୍ରେସର ଚିକିତ୍ସାbySambad DigitalbySambad Digital 01 Nov 2017 18:02 IST Link copied!Copy failed!ଔଷଧର ବିନା ସହାୟତାରେ ଚିକିତ୍ସା ହୋଇପାରୁଥିବା ପଦ୍ଧତି ମଧ୍ୟରୁ ବେଶ୍ ପୁରୁଣା ହେଉଛି ଆକ୍ୟୁପ୍ରେସର। ଏହି ପଦ୍ଧତିରେ ଶରୀର ମଧ୍ୟରେ ରହିଥିବା କିଛି ସ୍ଥାନକୁ ଚାପ ଦେଇ ଦବାଇଲେ ବହୁ ଫାଇଦା ମିଳିଥାଏ। ଜାଣନ୍ତୁ ଶରୀରର ଏଭଳି ୧୦ଟି ସ୍ଥାନ ବିଷୟରେ ଯେଉଁଠି ଆକ୍ୟୁପ୍ରେସର ପ୍ରଣାଳୀରେ ଚାପ ଦେଲେ ରୋଗ ଦୂର ହୋଇଥାଏ।AdvertismentbySambad DigitalbySambad Digital 01 Nov 2017 18:02 IST Link copied!Copy failed!