ଦାନ୍ତ ହଳଦିଆ ବା ମଳିନ ଦିଶିଲେ ଭଲ ଲାଗେ ନାହିଁ। ଏଥି ଯୋଗୁଁ ନାନା ପ୍ରକାର ରୋଗ ମଧ୍ୟ ହୋଇଥାଏ। ଏହି ସମସ୍ୟାରୁ ମୁକ୍ତି ପାଇବା ଲାଗି ଘିକୁଆଁରୀରେ ପ୍ରସ୍ତୁତ ଏକ ପ୍ରାକୃତିକ ପେଷ୍ଟ୍‍ରେ ଦାନ୍ତ ଘଷନ୍ତୁ। ମାତ୍ର ଦୁଇ ଦିନ ମଧ୍ୟରେ ହଳଦିଆ ଦାନ୍ତ ଧଳା ପଡ଼ିଯିବ।

Advertisment

publive-imagepublive-image

(ବାଡ଼ିରେ କି, କୁଣ୍ଡରେ ଲଗାଯାଇଥିବା ଘିକୁଆଁରିରୁ ଏହି ପେଷ୍ଟ ତିଆରି କରି ହେବ। ଏହାକୁ ପ୍ରସ୍ତୁତି କରିବା ଲାଗି ଏକ ପାତ୍ରରେ ୧ କପ୍‌ ପାଣି, ଅଧ ଚାମଚ ବେକିଙ୍ଗ୍‌ ସୋଡ଼ା,ଏକ ଚାମଚ ଘିକୁଅାଁରି ରସ, ଏକ ଚାମଚ ଗ୍ଲିସେରିନ୍‌ ଓ ଦୁଇ ରୁ ତିନି ବୁନ୍ଦା ଲେମ୍ବୁ ତେଲ ନେଇ ଭଲ ଭାବରେ ଫେଣ୍ଟନ୍ତୁ।)

ଏହି ମିଶ୍ରଣକୁ ରଖି ଦୈନିକ ସେଥିରେ ଦାନ୍ତ ଘଷନ୍ତୁ। ଏହା ଦନ୍ତରୁ ହଳଦିଆପଣ ଦୂର କରିବା ସହ ମାଢ଼ି ଦରଜ ମଧ୍ୟ ଉପସମ କରେ।