/sambad/media/post_attachments/wp-content/uploads/2018/12/Use-These-on-Navel-for-Skin_Slide_2.jpg)
ଘିଅ: ଘିଅକୁ ନାହିରେ ଲଗାଇଲେ ତ୍ୱାଚା ଜିକ୍କଣ ଓ ଉଜ୍ୱଳ ହୋଇଥାଏ।
/sambad/media/post_attachments/wp-content/uploads/2018/12/Use-These-on-Navel-for-Skin_Slide_3.jpg)
ମହୁ: ଏହା ଦ୍ୱାରା ବ୍ରଣ ଦୂର ହେବା ସହ ଚେହେରାରୁ ଶୁଷ୍କତା ହ୍ରାସ ପାଇଥାଏ।
/sambad/media/post_attachments/wp-content/uploads/2018/12/Use-These-on-Navel-for-Skin_Slide_4.jpg)
ଗୋଲାପ ଜଳ: ଏହାକୁ ନାହିରେ ଲଗାଇଲେ ମୁହଁର ଦାଗ ଦୂର ହୋଇଥାଏ ଓ ଚେହେରାରେ ଚମକ ଆସିଥାଏ।
/sambad/media/post_attachments/wp-content/uploads/2018/12/Use-These-on-Navel-for-Skin_Slide_5.jpg)
ଅଲିଭ ତେଲ: ନାହିରେ ଅଲିଭ ତେଲ ଲଗାଇଲେ ରଙ୍ଗ ଗୋରା ହୋଇଥାଏ ଓ ଚେହେରାର ସାଇନିଙ୍ଗ୍ ବଢ଼ିଥାଏ।
/sambad/media/post_attachments/wp-content/uploads/2018/12/Use-These-on-Navel-for-Skin_Slide_6.jpg)
ଶୋରିଶ ତେଲ: ଏହାକୁ ନାହିରେ ଲଗାଇଲେ ସ୍କିନ୍ର ସଫ୍ଟ୍ନେସ୍ ବଢ଼ିବା ସହିତ ରିଙ୍କଲ୍ସ୍ରୁ ବଞ୍ଚାଇଥାଏ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/12/Use-These-on-Navel-for-Skin_Slide_1.jpg)