ଜାଣନ୍ତୁ ଏ ସପ୍ତାହର ରାଶିଫଳ

ରବିବାର: ଉପହାର ପାଇବେ। ସୋମ, ମଙ୍ଗଳ ଓ ବୁଧବାର: ଅଫିସରେ ନୂଆ ଦାୟିତ୍ଵ ମିଳିପାରେ। ଗୁରୁ ଓ ଶୁକ୍ରବାର: ପରିବାରରେ ସୁଖ ଶାନ୍ତିର ମାହୋଲ ବଜାୟ ରହିବ। ଶନିବାର: ଆମଦାନୀରେ ବୃଦ୍ଧି ହେବ।

ରବିବାର: ଖୁସିରେ ବୃଦ୍ଧି ହେବ। ସୋମ, ମଙ୍ଗଳ ଓ ବୁଧବାର: ବଡ଼ ଭାଇ ଭଉଣୀଙ୍କ ସହଯୋଗ ପାଇବେ। ଗୁରୁ ଓ ଶୁକ୍ରବାର: ଶିକ୍ଷାରେ ମନୋନିବେଶ। ଶନିବାର: ଆର୍ଥିକ ଲାଭ ହେବ।

ରବିବାର: ସ୍ଥଗିତ ଥିବା କାମ ପୂରା ହେବ। ସୋମ, ମଙ୍ଗଳ ଓ ବୁଧବାର: ଛାତ୍ରୀମାନେ ଅଧ୍ୟୟନରେ ପରିବର୍ତ୍ତନ କରିପାରନ୍ତି। ଗୁରୁ ଓ ଶୁକ୍ରବାର: ଖର୍ଚ୍ଚ ବଢ଼ିପାରେ। ଶନିବାର: ସ୍ୱାସ୍ଥ୍ୟ ଭଲ ରହିବ।

ରବିବାର: କାମ ମନ୍ଥର ଗତିରେ ପୂରା ହେବ। ସୋମ, ମଙ୍ଗଳ ଓ ବୁଧବାର: ଘରର ମାହୋଲ ଭଲ ରହିବ। ଗୁରୁ ଓ ଶୁକ୍ରବାର: ଚାକିରିଜୀବୀଙ୍କୁ କାମଧନ୍ଦାରେ ଲାଭ ମିଳିବ। ଶନିବାର: ପ୍ରେମରେ ସଫଳତା ମିଳିବ।

ରବିବାର: ଶୁଭ ସୂଚନା ପାଇବେ। ସୋମ, ମଙ୍ଗଳ ଓ ବୁଧବାର: ବେପାରରେ ଉଚିତ ଲାଭ ପ୍ରାପ୍ତି ହେବ। ଗୁରୁ ଓ ଶୁକ୍ରବାର: ଜୀବନରେ କୌଣସି କ୍ଷେତ୍ରରେ ସୁଧାର ହେବ। ଶନିବାର: ମନ ଉତ୍ସାହିତ ରହିବ।

ରବିବାର: ଧନଲାଭ ହୋଇପାରେ। ସୋମ, ମଙ୍ଗଳ ଓ ବୁଧବାର: ନୂଆ କାମର ସୁଯୋଗ ଲାଗି ପ୍ରସ୍ତୁତ ରହିବେ। ଗୁରୁ ଓ ଶୁକ୍ରବାର: ଧର୍ମସ୍ଥାନକୁ ଯାତ୍ରାରେ ଯିବେ। ଶନିବାର: ବେପାରରେ ଲାଭ ହେବ।

ରବିବାର: ଲୋକପ୍ରିୟତା ବଢ଼ିବ। ସୋମ, ମଙ୍ଗଳ ଓ ବୁଧବାର: ଦାମ୍ପତ୍ୟ ଜୀବନ ଭଲ ରହିବ। ଗୁରୁ ଓ ଶୁକ୍ରବାର: ଛାତ୍ରଙ୍କୁ ବଢ଼ିଆ ପରିଣାମ ମିଳିବ। ଶନିବାର: ପ୍ରଭୁଙ୍କ ପ୍ରତି ଆସ୍ଥା ବଢ଼ିବ।

 

 

 

ରବିବାର: ଆତ୍ମବିଶ୍ୱାସର ସ୍ତର ଉଚ୍ଚା ରହିବ। ସୋମ, ମଙ୍ଗଳ ଓ ବୁଧବାର: ଆୟର ନୂଆ ସ୍ରୋତ ମିଳିବ। ଗୁରୁ ଓ ଶୁକ୍ରବାର: କଳା ସାହିତ୍ୟ କ୍ଷେତ୍ରରେ ସମ୍ମାନ ବଢ଼ିବ। ଶନିବାର: ବ୍ୟବସାୟରେ ଉନ୍ନତି ହେବ।

ରବିବାର: ଲୋକଙ୍କୁ ସାହାଯ୍ୟ କରିବେ। ସୋମ, ମଙ୍ଗଳ ଓ ବୁଧବାର: ପରିଶ୍ରମର ଉଚିତ ପରିଣାମ ପାଇବେ। ଗୁରୁ ଓ ଶୁକ୍ରବାର: ବୃତ୍ତିରେ ନୂଆ କୀର୍ତ୍ତିମାନ ସ୍ଥାପିତ ଶନିବାର: ପ୍ରେମରେ ସଫଳତା ମିଳିବ।

ରବିବାର: ନୂଆ ଯୋଜନା ପ୍ରସ୍ତୁତ କରିବେ। ସୋମ, ମଙ୍ଗଳ ଓ ବୁଧବାର: ନେଣଦେଣ ମାମଲାରେ ସାବଧାନ ରହନ୍ତୁ। ଗୁରୁ ଓ ଶୁକ୍ରବାର: ପ୍ରେମ ସମ୍ବନ୍ଧରେ ମଜଭୁତ ଆସିବ। ଶନିବାର: ଶତ୍ରୁଙ୍କୁ ଜୟ କରିବେ।

ରବିବାର: ସ୍ୱାସ୍ଥ୍ୟ ପ୍ରତି ସତର୍କ ରହନ୍ତୁ। ସୋମ, ମଙ୍ଗଳ ଓ ବୁଧବାର: ନିଜ କାମରେ ଅନୁଭବୀଙ୍କ ସାହାଯ୍ୟ ପାଇବେ। ଗୁରୁ ଓ ଶୁକ୍ରବାର: ଆପଣଙ୍କର ଇଚ୍ଛା ପୂର୍ତ୍ତି ହେବ। ଶନିବାର: ଆର୍ଥିକ ସାହାଯ୍ୟ ପାଇବେ।

ରବିବାର: ନୂଆ କାର୍ଯ୍ୟରେ ରୁଚି ବଢ଼ିବ। ସୋମ, ମଙ୍ଗଳ ଓ ବୁଧବାର: ଆର୍ଥିକ ସ୍ଥିତିରେ ସୁଧାର ଆସିବ। ଗୁରୁ ଓ ଶୁକ୍ରବାର: ଉଚ୍ଚ ଅଧିକାରୀଙ୍କ ସହଯୋଗ ପାଇବେ। ଶନିବାର: କାରବାରରେ ବୃଦ୍ଧି ହେବ।

ସମ୍ବନ୍ଧିତ ଖବର