ରବିବାର: ଧନଲାଭ ହେବ। ସୋମ ଓ ମଙ୍ଗଳବାର: ଶିକ୍ଷା କ୍ଷେତ୍ରରେ ସଫଳତା ପାଇବେ। ବୁଧ ଓ ଗୁରୁବାର: କରୁଥିବା କାମରେ ଲାଭ ପାଇବେ। ଶୁକ୍ର ଓ ଶନିବାର: ମାନସମ୍ମାନରେ ବୃଦ୍ଧି ହେବ।
ରବିବାର: ସଂଘର୍ଷ ପରେ ସଫଳ ହେବେ। ସୋମ ଓ ମଙ୍ଗଳବାର: ଜନକଲ୍ୟାଣ କାର୍ଯ୍ୟରେ ସମୟ ଦେବେ। ବୁଧ ଓ ଗୁରୁବାର: ନୂଆ ଉତ୍ସରୁ ଧନଲାଭ ହେବ। ଶୁକ୍ର ଓ ଶନିବାର: ପ୍ରେମ ସମ୍ବନ୍ଧ ମଜଭୁତ ହେବ।
ରବିବାର: ସ୍ବାସ୍ଥ୍ୟ ପ୍ରତି ସଚେତନ ରହନ୍ତୁ। ସୋମ ଓ ମଙ୍ଗଳବାର: ଧ୍ୟାନ ଧର୍ମ କାର୍ଯ୍ୟ ଆଡ଼କୁ ରହିବ। ବୁଧ ଓ ଗୁରୁବାର: କାରବାରରେ ଲାଭ ପାଇବେ। ଶୁକ୍ର ଓ ଶନିବାର: ସମ୍ବନ୍ଧରେ ମଧୁରତା ଆସିବ।
ରବିବାର: ବନ୍ଧୁ ମିଳନ। ସୋମ ଓ ମଙ୍ଗଳବାର: ସମସ୍ୟାର ଅନ୍ତ ହେବ। ବୁଧ ଓ ଗୁରୁବାର: ବ୍ୟବସାୟ କାମରେ ଦୂର ସ୍ଥାନକୁ ଯିବେ। ଶୁକ୍ର ଓ ଶନିବାର: ପାରିବାରିକ ଜୀବନ ଭଲ ରହିବ।
ରବିବାର: ଲୋକପ୍ରିୟତା ବଢ଼ିବ। ସୋମ ଓ ମଙ୍ଗଳବାର: ଦାମ୍ପତ୍ୟ ଜୀବନରେ ଖୁସି ଆସିବ। ବୁଧ ଓ ଗୁରୁବାର: ଅଧୁରା କାମ ପୂରା ହେବ। ଶୁକ୍ର ଓ ଶନିବାର: ମନରେ ସକାରାତ୍ମକ ଭାବନା ଆସିବ।
ରବିବାର: ସୁଖସୌଭାଗ୍ୟ ବୃଦ୍ଧି ହେବ। ସୋମ ଓ ମଙ୍ଗଳବାର: ବଡ଼ କଂପାନି ସହ ଚୁକ୍ତି ହେବ। ବୁଧ ଓ ଗୁରୁବାର: ରାଜନୀତିରେ ସକ୍ରିୟ ରହିବେ। ଶୁକ୍ର ଓ ଶନିବାର: ସ୍ବାସ୍ଥ୍ୟ ସମ୍ବନ୍ଧରେ ସଚେତନ ରହନ୍ତୁ।
ରବିବାର: ଜମିରେ ନିବେଶ କରିପାରନ୍ତି। ସୋମ ଓ ମଙ୍ଗଳବାର: ପ୍ରେମ ପ୍ରସଙ୍ଗ ପ୍ରତି ଆକର୍ଷଣ ବଢ଼ିବ। ବୁଧ ଓ ଗୁରୁବାର: କାମ ପ୍ରତି ଏକାଗ୍ରତା ବଜାୟ ରହିବ। ଶୁକ୍ର ଓ ଶନିବାର: ବେପାରରେ ଲାଭ ହେବ।
ରବିବାର: ଭଲ ଖବର ପାଇବେ। ସୋମ ଓ ମଙ୍ଗଳବାର: ସାମାଜିକ କାର୍ଯ୍ୟରେ ସହଯୋଗ ଦେବେ। ବୁଧ ଓ ଗୁରୁବାର: ସମାଜରେ ମାନସମ୍ମାନ ବଢ଼ିବ। ଶୁକ୍ର ଓ ଶନିବାର: ଶତ୍ରୁଙ୍କୁ ଜୟ କରିବେ।
ରବିବାର: ସବୁ ଇଚ୍ଛା ପୂର୍ଣ୍ଣ ହେବ। ସୋମ ଓ ମଙ୍ଗଳବାର: ଅଫିସ୍ରେ ନୂଆ କାମ ମିଳିପାରେ। ବୁଧ ଓ ଗୁରୁବାର: ବିବାଦଠାରୁ ଦୂରରେ ରହନ୍ତୁ। ଶୁକ୍ର ଓ ଶନିବାର: ଧନଲାଭର ନୂଆ ମାର୍ଗ ଖୋଲିବ।
ରବିବାର: ପରିଶ୍ରମର ସୁଫଳ ପାଇବେ। ସୋମ ଓ ମଙ୍ଗଳବାର: ଆର୍ଥିକ ସ୍ଥିତି ସ୍ବଚ୍ଛଳ ରହିବ। ବୁଧ ଓ ଗୁରୁବାର: ସମ୍ମାନ ବୃଦ୍ଧି ହେବ। ଶୁକ୍ର ଓ ଶନିବାର: ପ୍ରତିଷ୍ଠିତ ଲୋକଙ୍କ ସହ ମିଶିବେ।
ରବିବାର: ବୈବାହିକ ଜୀବନ ଭଲ ରହିବ। ସୋମ ଓ ମଙ୍ଗଳବାର: ନୂଆ କାମ କରିବାରେ ରୁଚି ବଢ଼ିବ। ବୁଧ ଓ ଗୁରୁବାର: ବ୍ୟବସାୟରେ ସଫଳତା ପାଇବେ। ଶୁକ୍ର ଓ ଶନିବାର: ଭଲ ଲୋକଙ୍କ ସହ ସାକ୍ଷାତ ହେବ।
ରବିବାର: ରାଜନୀତିରେ ଆର୍ଥିକ ଲାଭ ହେବ। ସୋମ ଓ ମଙ୍ଗଳବାର: ଘରର ପରିବେଶ ଭଲ ରହିବ। ବୁଧ ଓ ଗୁରୁବାର: ଆଗକୁ ବଢ଼ିବାର ରାସ୍ତା ପାଇବେ। ଶୁକ୍ର ଓ ଶନିବାର: ମହିଳାମାନେ ଖୁସି ଖବର ପାଇବେ।