ଜାଣନ୍ତୁ ଏ ସପ୍ତାହର ରାଶିଫଳ

ରବିବାର ଖର୍ଚ୍ଚ ବଢ଼ିପାରେ। ସୋମ ଓ ମଙ୍ଗଳବାର ବ୍ୟବସାୟୀଙ୍କ ଲାଗି ସମୟ ଉତ୍ତମ। ବୁଧ, ଗୁରୁ ଓ ଶୁକ୍ରବାର ପରିବାରରେ ପ୍ରସନ୍ନତା ରହିବ। ଶନିବାର କିଛି ନୂଆ ଶିଖିବେ।

ରବିବାରରେ ଧନଲାଭ ହେବ। ସୋମ ଓ ମଙ୍ଗଳବାର ସମାଜରେ ପ୍ରତିଷ୍ଠା ବଢ଼ିବ। ବୁଧ, ଗୁରୁ ଓ ଶୁକ୍ରବାର କାରବାରରେ ଲାଭ ହେବ। ଶନିବାର ଦାମ୍ପତ୍ୟ ଜୀବନ ପ୍ରୀତିକର ହେବ।

ରବିବାର ନୂଆ କାମ କରିବା ପାଇଁ ଭାବିବେ। ସୋମ ଓ ମଙ୍ଗଳବାର ଧନ ସଂପତ୍ତି ବୃଦ୍ଧି ହେବ। ବୁଧ, ଗୁରୁ ଓ ଶୁକ୍ରବାର ମନରେ ବିଶେଷ ବିଚାର ଆସିବ। ଶନିବାର ଜୀବନରେ ସ୍ଥିରତା ବଜାୟ ରହିବ।

ରବିବାର ଦାମ୍ପତ୍ୟ ଜୀବନ ପ୍ରୀତିମୟ ହେବ। ସୋମ ଓ ମଙ୍ଗଳବାର ଉନ୍ନତିର ନୂଆ ପଥ ଖୋଲିବ। ବୁଧ, ଗୁରୁ ଓ ଶୁକ୍ରବାର ରାଜନୀତିରେ ସମ୍ମାନ ବଢ଼ିବ। ଶନିବାର ଭାବିଚିନ୍ତି ଖର୍ଚ୍ଚ କରନ୍ତୁ।

ରବିବାର ପୂର୍ବ କଥାକୁ ନେଇ ଚିନ୍ତିତ ରହିପାରନ୍ତି। ସୋମ ଓ ମଙ୍ଗଳବାର ବ୍ୟବସାୟରେ ଦି ଗୁଣା ବୃଦ୍ଧି ହେବ। ବୁଧ, ଗୁରୁ ଓ ଶୁକ୍ରବାର ଶିକ୍ଷାକ୍ଷେତ୍ରରେ ସଫଳତା ପାଇବେ। ଶନିବାର ଧନଲାଭ ହେବ।

ରବିବାର ଭଲ ଖବର ପାଇବେ। ସୋମ ଓ ମଙ୍ଗଳବାର ଚାକିରି ବଦଳାଇବାକୁ ମନସ୍ଥ କରିପାରନ୍ତି। ବୁଧ, ଗୁରୁ ଓ ଶୁକ୍ରବାର ଦୋକାନୀଙ୍କୁ ଲାଭ ମିଳିବ। ଶନିବାର ଅଫିସ୍‌ରେ ଅଧିକ କାମ କରିବେ।

ରବିବାର ଅଧୁରା କାମ ପୂରା ହେବ। ସୋମ ଓ ମଙ୍ଗଳବାର ରାଜନୀତିକ କାର୍ଯ୍ୟରେ ସମୟ ବିତିବ। ବୁଧ, ଗୁରୁ ଓ ଶୁକ୍ରବାର ଦାମ୍ପତ୍ୟ ଜୀବନରେ ସୁଖ ମିଳିବ। ଶନିବାର ଧର୍ମକାର୍ଯ୍ୟରେ ରୁଚି ବଢ଼ିବ।

ରବିବାର ନୂଆ ଲୋକଙ୍କ ସହିତ ସଂପର୍କ ହେବ। ସୋମ ଓ ମଙ୍ଗଳବାର ଆର୍ଥିକ ଲାଭର ସମ୍ଭାବନା। ବୁଧ, ଗୁରୁ ଓ ଶୁକ୍ରବାର ଛାତ୍ରଙ୍କୁ ଉତ୍ତମ ପରିଣାମ ମିଳିବ। ଶନିବାର ସବୁ ଇଚ୍ଛା ପୂର୍ତ୍ତି ହେବ।

ରବିବାର କ୍ରୋଧ କଲେ କ୍ଷତି ହୋଇପାରେ। ସୋମ ଓ ମଙ୍ଗଳବାର ଧାର୍ମିକ କାର୍ଯ୍ୟରେ ଆସ୍ଥା ବଢ଼ିବ। ବୁଧ, ଗୁରୁ ଓ ଶୁକ୍ରବାର ଉପାର୍ଜନ ଲାଗି ସୁଯୋଗ ପାଇବେ। ଶନିବାର ପ୍ରିୟଜନ ମିଳନ।

ରବିବାର ଘରେ ଶାନ୍ତି ବଜାୟ ରହିବ। ସୋମ ଓ ମଙ୍ଗଳବାର ନୂଆ କାମ ଆରମ୍ଭ କରିପାରନ୍ତି। ବୁଧ, ଗୁରୁ ଓ ଶୁକ୍ରବାର ବେପାରରେ ଲାଭ ହେବ। ଶନିବାର ଶତ୍ରୁକୁ ପରାସ୍ତ କରିବେ।

ରବିବାର ବଡ଼ ନିଷ୍ପତ୍ତି ନେଇପାରନ୍ତି। ସୋମ ଓ ମଙ୍ଗଳବାର ପ୍ରେମ ସମ୍ବନ୍ଧ ମଜଭୁତ ହେବ। ବୁଧ, ଗୁରୁ ଓ ଶୁକ୍ରବାର ଜ୍ଞାନ ଓ ଭଲ ବିଚାର ବୃଦ୍ଧି ହେବ। ଶନିବାର ନୂଆ ଦାୟିତ୍ବ ଗ୍ରହଣ କରିବେ।

ରବିବାର ସବୁ ଅଶାନ୍ତି ଦୂର ହେବ। ସୋମ ଓ ମଙ୍ଗଳବାର ଜମାପୁଞ୍ଜି ବୃଦ୍ଧି ହେବ। ବୁଧ, ଗୁରୁ ଓ ଶୁକ୍ରବାର କଳାତ୍ମକ କାମରେ ମନ ଲାଗିବ। ଶନିବାର ସାମାଜିକ ପରିସର ବୃଦ୍ଧି ହେବ।

ସମ୍ବନ୍ଧିତ ଖବର