ଜାଣନ୍ତୁ ଏ ସପ୍ତାହର ରାଶିଫଳ

ରବିବାର: କାରବାରରେ ନୂଆ ଅବସର ମିଳିବ। ସୋମ ଓ ମଙ୍ଗଳବାର: ଖର୍ଚ୍ଚ ବଢ଼ିପାରେ। ବୁଧ ଓ ଗୁରୁବାର: ମନସ୍କାମନା ପୂରା ହେବ। ଶୁକ୍ର ଓ ଶନିବାର: ଆର୍ଥିକ ସ୍ଥିତି ଠିକ୍‌ ରହିବ।

 

ରବିବାର: ଉନ୍ନତିର ନୂଆ ରାସ୍ତା ଖୋଲିବ। ସୋମ ଓ ମଙ୍ଗଳବାର: ବ୍ୟବସାୟୀଙ୍କ ଲାଗି ସମୟ ଲାଭପ୍ରଦ। ବୁଧ ଓ ଗୁରୁବାର: ରାଜନୀତିରେ ସଫଳତା ମିଳିବ। ଶୁକ୍ର ଓ ଶନିବାର: ପ୍ରେମରେ ସଫଳତା ମିଳିବ।

 


ରବିବାର: ଧନଲାଭ ହେବ। ସୋମ ଓ ମଙ୍ଗଳବାର: କୌଣସି ସମସ୍ୟାର ସମାଧାନ ହେବ। ବୁଧ ଓ ଗୁରୁବାର: ପରିଶ୍ରମ କରନ୍ତୁ, ସଫଳତା ପାଇବେ। ଶୁକ୍ର ଓ ଶନିବାର: ସମାଜରେ ମାନସମ୍ମାନ ମିଳିବ।

 

ରବିବାର: ପରିବାର ସହିତ ଅଧିକ ସମୟ କଟିବ। ସୋମ ଓ ମଙ୍ଗଳବାର: ପ୍ରେମ ସମ୍ବନ୍ଧ ଭଲ ରହିବ। ବୁଧ ଓ ଗୁରୁବାର: ବାକିଆ ପଇସା ମିଳିପାରେ। ଶୁକ୍ର ଓ ଶନିବାର: ଆଶାଠୁଁ ଅଧିକ ଧନଲାଭ ହେବ।

 


ରବିବାର: ଜରୁରୀ କାମର ଯାତ୍ରାରେ ଯିବେ। ସୋମ ଓ ମଙ୍ଗଳବାର: ଉନ୍ନତି ପାଇଁ ସୁଯୋଗ ମିଳିବ। ବୁଧ ଓ ଗୁରୁବାର: ରାଜନୀତିରେ ଲାଭ ପାଇବେ। ଶୁକ୍ର ଓ ଶନିବାର: କିଛି ଆଶା ପୂରା ହେବ।

 

ରବିବାର: ନୂଆ ଦାୟିତ୍ଵ ଗ୍ରହଣ କରିବେ। ସୋମ ଓ ମଙ୍ଗଳବାର: ଆମଦାନିର ନୂଆ ସାଧନ ମିଳିବ। ବୁଧ ଓ ଗୁରୁବାର: ଭାଗ୍ୟ ଆପଣଙ୍କ ସାଥ୍‌ ଦେବ। ଶୁକ୍ର ଓ ଶନିବାର: ପ୍ରେମ ସମ୍ବନ୍ଧ ମଜଭୁତ ହେବ

 

ରବିବାର: ମାନ ପ୍ରତିଷ୍ଠା ବଢ଼ିବ। ସୋମ ଓ ମଙ୍ଗଳବାର: ଉନ୍ନତିର ଦ୍ଵାର ଖୋଲିବ। ବୁଧ ଓ ଗୁରୁବାର: ଚାଷୀଙ୍କୁ କିଛି ଲାଭ ହୋଇପାରେ। ଶୁକ୍ର ଓ ଶନିବାର: ଚାକିରିରେ କିଛି ପରିବର୍ତ୍ତନ ହୋଇପାରେ।

 


ରବିବାର: କୌଣସି କଥାକୁ ନେଇ ମନ ବିଚଳିତ ରହିବ। ସୋମ ଓ ମଙ୍ଗଳବାର: ପ୍ରଭୁଙ୍କ ପ୍ରତି ଆସ୍ଥା ବଢ଼ିବ। ବୁଧ ଓ ଗୁରୁବାର: ସ୍ଥଗିତ ଥିବା କାମ ପୂରା ହେବ। ଶୁକ୍ର ଓ ଶନିବାର: ଧନଲାଭ ହେବ।

 

ରବିବାର: ନୂଆ ଊର୍ଜା ଅନୁଭବ କରିବେ। ସୋମ ଓ ମଙ୍ଗଳବାର: କାମ ପ୍ରତି ଉତ୍ସାହ ବଢ଼ିବ। ବୁଧ ଓ ଗୁରୁବାର: ମନ ଅଶାନ୍ତି ମୁକ୍ତ ରହିବ। ଶୁକ୍ର ଓ ଶନିବାର: ଚାକିରିରେ ସନ୍ତୁଷ୍ଟ ରହିବେ।

 


ରବିବାର: ବଢ଼ିଆ ଚାକିରି ପାଇବେ। ସୋମ ଓ ମଙ୍ଗଳବାର: ସାମାଜିକ କ୍ଷେତ୍ରରେ ଯଶ ମିଳିବ। ବୁଧ ଓ ଗୁରୁବାର: ଜୀବନସାଥୀଙ୍କ ସୁଖ ଓ ପ୍ରେମ ପାଇବେ। ଶୁକ୍ର ଓ ଶନିବାର: ଅଚାନକ ଧନଲାଭ ହେବ।

 

ରବିବାର: ମନସ୍କାମନା ପୂରା ହେବ। ସୋମ ଓ ମଙ୍ଗଳବାର: ସାମାଜିକ କାର୍ଯ୍ୟରେ ବ୍ୟସ୍ତ ରହିବେ। ବୁଧ ଓ ଗୁରୁବାର: ଦୂର ଯାତ୍ରାରେ ଫାଇଦା ହୋଇପାରେ। ଶୁକ୍ର ଓ ଶନିବାର: ସୁଖ ସୁବିଧାର ବୃଦ୍ଧି ହେବ।

 


ରବିବାର: ଖାଦ୍ୟ ପାନୀୟ ପ୍ରତି ସଜାଗ ରହନ୍ତୁ। ସୋମ ଓ ମଙ୍ଗଳବାର: କାର୍ଯ୍ୟରେ ବୃଦ୍ଧି ଲାଗି ସୁଅବସର ମିିଳିବ। ବୁଧ ଓ ଗୁରୁବାର: ଧନଲାଭ ହେବ। ଶୁକ୍ର ଓ ଶନିବାର: ଘରର ବାତାବରଣ ଠିକ୍‌ ରହିବ।

ସମ୍ବନ୍ଧିତ ଖବର