ଜାଣନ୍ତୁ ଏ ସପ୍ତାହର ରାଶିଫଳ

ରବି, ସୋମ ଓ ମଙ୍ଗଳବାର: ସ୍ଥଗିତ ଥିବା କାମ ପୂରା ହେବ। ବୁଧ ଓ ଗୁରୁବାର: ବୈବାହିକ ଜୀବନ ଭଲ ରହିବ। ଶୁକ୍ର ଓ ଶନିବାର: ବ୍ୟବସାୟ ଉପରେ ବିରୋଧୀଙ୍କ ନଜର ରହିବ।

 

ରବି, ସୋମ ଓ ମଙ୍ଗଳବାର: ମନ ଆଧୢାତ୍ମିକ ଦିଗରେ ଲାଗି ରହିବ। ବୁଧ ଓ ଗୁରୁବାର: ମହତ୍ତ୍ବପୂର୍ଣ୍ଣ ଲୋକଙ୍କ ସହିତ ଯୋଗାଯୋଗ ହେବ। ଶୁକ୍ର ଓ ଶନିବାର: ଜୀବନସାଥୀଙ୍କ ସହିତ ସମ୍ବନ୍ଧ ଭଲ ହେବ।

 

ରବି, ସୋମ ଓ ମଙ୍ଗଳବାର: ବିଶେଷ କାମରେ ବାଧା ଉପୁଜିପାରେ। ବୁଧ ଓ ଗୁରୁବାର: ଜୀବନସାଥୀଙ୍କୁ ମନର କଥା କହିବେ। ଶୁକ୍ର ଓ ଶନିବାର: ବ୍ୟବସାୟରେ ଉଚିତ ଲାଭ ପାଇବେ।

 

ରବି, ସୋମ ଓ ମଙ୍ଗଳବାର: ଆଖପାଖର ଲୋକଙ୍କ ଠାରୁ ସାହାଯ୍ୟ ପାଇବେ। ବୁଧ ଓ ଗୁରୁବାର: ଦିମାକ୍‌ ଗରମ ରହିପାରେ। ଶୁକ୍ର ଓ ଶନିବାର: ଆଇନିଜୀବୀଙ୍କ ଲାଗି ସମୟ ଲାଭଦାୟକ ରହିବ।

 

ରବି, ସୋମ ଓ ମଙ୍ଗଳବାର: କାମରେ ମନ ଅଧିକ ଲାଗି ରହିବ। ବୁଧ ଓ ଗୁରୁବାର: ବିବାହିତଙ୍କର ସମୟ ଭଲରେ ବିତିବ। ଶୁକ୍ର ଓ ଶନିବାର: ବ୍ୟବହାରରେ ସ˚ଯମ ରଖନ୍ତୁ।

 

 

ରବି, ସୋମ ଓ ମଙ୍ଗଳବାର: ରୋଜଗାର ଲାଗି ସୁଯୋଗ ମିଳିବ। ବୁଧ ଓ ଗୁରୁବାର: ମିତ୍ରଙ୍କ ଠାରୁ ଉତ୍ତମ ପରାମର୍ଶ ପାଇବେ। ଶୁକ୍ର ଓ ଶନିବାର: ନିଜ କାମରେ ପୂରା ଆନନ୍ଦ ନେବେ।

 

ରବି, ସୋମ ଓ ମଙ୍ଗଳବାର: ଭାବିଥିବା ସବୁ କାମ ପୂରା ହେବ। ବୁଧ ଓ ଗୁରୁବାର: ପ୍ରେମ ପ୍ରସଙ୍ଗରେ ସବୁ ଭଲ ରହିବ। ଶୁକ୍ର ଓ ଶନିବାର: ପାରିବାରିକ ସମସ୍ୟାର ସମାଧାନ ବାହାରିବ।

 

 ରବି, ସୋମ ଓ ମଙ୍ଗଳବାର: ଉନ୍ନତି ପାଇଁ ଭଲ ସୁଯୋଗ ଆସିବ। ବୁଧ ଓ ଗୁରୁବାର: କୌଣସି କାମରେ ଅଧିକ ସମୟ ବ୍ୟୟ ହେବ। ଶୁକ୍ର ଓ ଶନିବାର: ଆର୍ଥିକ ଲାଭର ସୁଯୋଗ ପାଇବେ।

 

ରବି, ସୋମ ଓ ମଙ୍ଗଳବାର: ସଞ୍ଚୟ ଅର୍ଥ ବୃଦ୍ଧି ହେବ। ବୁଧ ଓ ଗୁରୁବାର: କାନୁନ୍‌ ମାମଲା ସମାଧାନ ହୋଇପାରେ। ଶୁକ୍ର ଓ ଶନିବାର: ସାମାଜିକ ସ୍ତରରେ ଲୋକଙ୍କୁ ସାହାଯ୍ୟ କରିବେ।

 

ରବି, ସୋମ ଓ ମଙ୍ଗଳବାର: ଅନ୍ୟମାନଙ୍କୁ ସହାୟତା କରିବେ। ବୁଧ ଓ ଗୁରୁବାର: ଚାକିରି ବୃତ୍ତିରେ ଲାଭ ପାଇବେ। ଶୁକ୍ର ଓ ଶନିବାର: ପ୍ରେମ ସମ୍ବନ୍ଧରେ ମଜଭୁତ ଆସିବ।

 

 

ରବି, ସୋମ ଓ ମଙ୍ଗଳବାର: ଆର୍ଥିକ ମାମଲାରେ ହଇରାଣ ହୋଇପାରନ୍ତି। ବୁଧ ଓ ଗୁରୁବାର: ବେପାରୀଙ୍କ ଲାଗି ସମୟ ଉତ୍ତମ। ଶୁକ୍ର ଓ ଶନିବାର: ପରିବାରରେ ସୁଖ ଶାନ୍ତି ବଜାୟ ରହିବ।

 

ରବି, ସୋମ ଓ ମଙ୍ଗଳବାର: ଆୟର ନୂଆ ସାଧନ ମିଳିବ। ବୁଧ ଓ ଗୁରୁବାର: ଜୀବନସାଥୀଙ୍କ ସହିତ ସମ୍ବନ୍ଧ ମଧୁର ହେବ। ଶୁକ୍ର ଓ ଶନିବାର: ଜୀବନରେ ସକାରାତ୍ମକ ପରିବର୍ତ୍ତନ ଆସିବ।

ସମ୍ବନ୍ଧିତ ଖବର