ଜାଣନ୍ତୁ ଏ ସପ୍ତାହର ରାଶିଫଳ

ରବିବାର: ଲାଭର କିଛି ଅବସର ମିଳିବ। ସୋମ ଓ ମଙ୍ଗଳବାର: ସଂପର୍କ କିଛି ନୂଆ ଲୋକଙ୍କ ସହିତ ହେବ। ବୁଧ, ଗୁରୁ ଓ ଶୁକ୍ରବାର: ଭଲ କମ୍ପାନିରେ ଚାକିରି ମିଳିପାରେ। ଶନିବାର: ପ୍ରଭୁଙ୍କ ପ୍ରତି ଆସ୍ଥା ବଢ଼ିବ।

ରବିବାର: ବେପାରରେ ସଫଳତା ହାସଲ ହେବ। ସୋମ ଓ ମଙ୍ଗଳବାର: କମ୍‌ ପରିଶ୍ରମରେ ଯଥେଷ୍ଟ ଫଳ ପାଇବେ। ବୁଧ, ଗୁରୁ ଓ ଶୁକ୍ରବାର: ପ୍ରେମରେ ସଫଳତା ମିଳିବ। ଶନିବାର: ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ।

ରବିବାର: ଉଚିତ ପରିଶ୍ରମର ସଫଳତା ମିଳିବ। ସୋମ ଓ ମଙ୍ଗଳବାର: ଧନ ସଂପତ୍ତି ବୃଦ୍ଧି ହେବ। ବୁଧ, ଗୁରୁ ଓ ଶୁକ୍ରବାର: ଚାକିରିଆଙ୍କୁ ଭଲ ଖବର ମିଳିବ। ଶନିବାର: ଜୀବନସାଥୀଙ୍କ ଠାରୁ ଖୁସି ମିଳିବ।

ରବିବାର: ଆୟର ସ୍ରୋତ ବୃଦ୍ଧି ହେବ। ସୋମ ଓ ମଙ୍ଗଳବାର: ପୁରୁଣା ମିତ୍ରଙ୍କ ସହିତ ଭେଟ ହେବ। ବୁଧ, ଗୁରୁ ଓ ଶୁକ୍ରବାର: ବ୍ୟବସାୟରେ ଉନ୍ନତି ହେବ। ଶନିବାର: ପେଟଜନିତ ସମସ୍ୟା ବଢ଼ିପାରେ।

ରବିବାର: ଆୟ ବୃଦ୍ଧି ହେବ। ସୋମ ଓ ମଙ୍ଗଳବାର: ମନରେ ନୂଆ ନୂଆ ବିଚାର ଜନ୍ମ ନେବ। ବୁଧ, ଗୁରୁ ଓ ଶୁକ୍ରବାର: ଅଫିସ୍‌ରେ ଆପଣଙ୍କୁ ନୂଆ ଦାୟିତ୍ଵ ମିଳିବ। ଶନିବାର: ପ୍ରେମ ସମ୍ବନ୍ଧରେ ମଜଭୁତ ଆସିବ।

ରବିବାର: ଖାସ୍‌ କାମରେ ଲାଭ ହେବ। ସୋମ ଓ ମଙ୍ଗଳବାର: ଜୀବନକୁ ବଢ଼ିଆ କରିବା ଲାଗି ସୁଯୋଗ ମିଳିବ। ବୁଧ, ଗୁରୁ ଓ ଶୁକ୍ରବାର: ଭାବିଥିବା ସବୁ କାମ ପୂରା ହେବ। ଶନିବାର: ଛାତ୍ରଙ୍କୁ ପରିଶ୍ରମର ଫଳ ନିଶ୍ଚୟ ମିଳିବ।

ରବିବାର: ଖର୍ଚ୍ଚ ବଢ଼ିପାରେ। ସୋମ ଓ ମଙ୍ଗଳବାର: ନିରାପଦ ଭବିଷ୍ୟତ ଲାଗି ନୂଆ ଯୋଜନା କରିବେ। ବୁଧ, ଗୁରୁ ଓ ଶୁକ୍ରବାର: ଆର୍ଥିକ ସ୍ଥିତି ଠିକ୍‌ ରହିବ। ଶନିବାର: ଛାତ୍ରଙ୍କୁ ଅତିଶୀଘ୍ର ସଫଳତା ମିଳିବ।

 

 

ରବିବାର: ଆର୍ଥିକ ସ୍ଥିତି ମଜଭୁତ ରହିବ। ସୋମ ଓ ମଙ୍ଗଳବାର: ନୂଆ ଚାକିରି ପାଇଁ ଡାକରା ଆସିପାରେ। ବୁଧ, ଗୁରୁ ଓ ଶୁକ୍ରବାର: ବିଦ୍ୟାଭ୍ୟାସରେ ମନ ଲାଗିବ। ଶନିବାର: ସ୍ଥଗିତ ଥିବା କାମ ସଂପୂର୍ଣ୍ଣ ହେବ।

ରବିବାର: ସମାଜରେ ମାନସମ୍ମାନ ପାଇବେ। ସୋମ ଓ ମଙ୍ଗଳବାର: ଦାୟିତ୍ଵକୁ ସୁରୁଖୁରରେ ନିର୍ବାହ କରିବେ। ବୁଧ, ଗୁରୁ ଓ ଶୁକ୍ରବାର: କୌଣସି ମାମଲାରେ ବଡ଼ ନିର୍ଣ୍ଣୟ ନେଇ ପାରନ୍ତି। ଶନିବାର: ସ୍ୱାସ୍ଥ୍ୟ ଭଲ ରହିବ।

ରବିବାର: ନୂଆ କାର୍ଯ୍ୟରେ ରୁଚି ବଢ଼ିବ। ସୋମ ଓ ମଙ୍ଗଳବାର: ବ୍ୟବସାୟରେ ଲାଭ ମିଳିବ। ବୁଧ, ଗୁରୁ ଓ ଶୁକ୍ରବାର: ଆର୍ଥିକ ରୂପେ ଆପଣଙ୍କୁ ଲାଭ ପ୍ରାପ୍ତି ହେବ। ଶନିବାର: ଭାବିଚିନ୍ତି ଖର୍ଚ୍ଚ କରନ୍ତୁ।

ରବିବାର: ମନ ଉଦାସ ରହିବ। ସୋମ ଓ ମଙ୍ଗଳବାର: କାର୍ଯ୍ୟ କ୍ଷେତ୍ରରେ ସ୍ଥିତି ଅନୁକୂଳ ରହିବ। ବୁଧ, ଗୁରୁ ଓ ଶୁକ୍ରବାର: କୌଣସି ମହତ୍ତ୍ୱପୂର୍ଣ୍ଣ ସମାଚାର ପାଇବେ। ଶନିବାର: ମାନ ପ୍ରତିଷ୍ଠା ବୃଦ୍ଧି ହେବ।

ରବିବାର: ଦାମ୍ପତ୍ୟ ଜୀବନ ମଧୁର ରହିବ। ସୋମ ଓ ମଙ୍ଗଳବାର: ପ୍ରଗତିରେ ଗତିରୋଧ ହୋଇପାରେ। ବୁଧ, ଗୁରୁ ଓ ଶୁକ୍ରବାର: ନୂଆ ଲୋକଙ୍କ ସହିତ ଆଲୋଚନା ଲାଭପ୍ରଦ ହେବ। ଶନିବାର: ବେପାରରେ ଉନ୍ନତି ହେବ।

ସମ୍ବନ୍ଧିତ ଖବର