ଜାଣନ୍ତୁ ଏ ସପ୍ତାହର ରାଶିଫଳ

ରବିବାର: ସ୍ଥଗିତ ଥିବା କାମ ସଂପୂର୍ଣ୍ଣ ହେବ। ସୋମ ଓ ମଙ୍ଗଳବାର: ରାଜନୀତିରେ ସଫଳତା ପାଇବେ। ବୁଧ, ଗୁରୁ ଓ ଶୁକ୍ରବାର: ଖର୍ଚ୍ଚ ବଢ଼ିପାରେ। ଶନିବାର: ବେପାରୀଙ୍କ ଲାଗି ସମୟ ଭଲ।

ରବିବାର: ମନର କଥା ବନ୍ଧୁଙ୍କୁ କହିବେ। ସୋମ ଓ ମଙ୍ଗଳବାର: ସମାଜରେ ପ୍ରସିଦ୍ଧି ବଢ଼ିବ। ବୁଧ, ଗୁରୁ ଓ ଶୁକ୍ରବାର: ଧନଲାଭର ସୁଯୋଗ ଆସିବ। ଶନିବାର: ପ୍ରେମରେ ସଫଳତା ମିଳିବ।

ରବିବାର: ବ୍ୟବହାରରେ ସଂଯମ ରଖନ୍ତୁ। ସୋମ ଓ ମଙ୍ଗଳବାର: ବେପାରରେ ଲାଭ ପାଇବେ। ବୁଧ, ଗୁରୁ ଓ ଶୁକ୍ରବାର: କିଛି ନା କିଛି ଆଶା ପୂରଣ ହେବ। ଶନିବାର: ଆୟ ବୃଦ୍ଧି ହେବ।

ରବିବାର: ବେପାରରେ ଉନ୍ନତି। ସୋମ ଓ ମଙ୍ଗଳବାର: ସବୁ କାମ ଠିକ୍‌ ସମୟରେ ସଂପୂର୍ଣ୍ଣ ହେବ। ବୁଧ, ଗୁରୁ ଓ ଶୁକ୍ରବାର: ସମାଜରେ ଲୋକପ୍ରିୟିତା ବଢ଼ିବ, ବନ୍ଧୁ ଆଗମନ।

ରବିବାର: କିଛି ନୂଆ କାମ କରିବେ। ସୋମ ଓ ମଙ୍ଗଳବାର: ଜୀବନସାଥୀଙ୍କ ପ୍ରେମ ଓ ସହଯୋଗ ପାଇବେ। ବୁଧ, ଗୁରୁ ଓ ଶୁକ୍ରବାର: ମନ ଉଦାସ ରହିବ। ଶନିବାର: ପ୍ରଭୁଙ୍କ ପ୍ରତି ଆସ୍ଥା ବଢ଼ିବ।

ରବିବାର: ସୁସମ୍ବାଦ ପାଇବେ। ସୋମ ଓ ମଙ୍ଗଳବାର: ଆୟର ନୂଆ ସ୍ରୋତ ମିଳିବ। ବୁଧ, ଗୁରୁ ଓ ଶୁକ୍ରବାର: ନିଜ କାମରେ ସଫଳତା ମିଳିବ। ଶନିବାର: ଜୀବନରେ ନୂଆ ମୋଡ଼ ଆସିପାରେ।

ରବିବାର: ମନରେ ନୂଆ ବିଚାର ଆସିବ। ସୋମ ଓ ମଙ୍ଗଳବାର: ବ୍ୟବସାୟରେ ଉନ୍ନତି ହେବ। ବୁଧ, ଗୁରୁ ଓ ଶୁକ୍ରବାର: ପରିଶ୍ରମର ସୁଫଳ ପାଇବେ। ଶନିବାର: ଦାମ୍ପତ୍ୟ ଜୀବନରେ ମଧୁରତା ଆସିବ।

ରବିବାର: ନୂଆ ଯୋଜନା ପ୍ରସ୍ତୁତ କରିବେ। ସୋମ ଓ ମଙ୍ଗଳବାର: ଚାକିରିଜୀବୀଙ୍କ ପାଇଁ ସମୟ ଭଲ। ବୁଧ, ଗୁରୁ ଓ ଶୁକ୍ରବାର: ଧନ ବୃଦ୍ଧି ହେବ। ଶନିବାର: ଶତ୍ରୁଙ୍କୁ ଜୟ କରିବେ।

ରବିବାର: ଧନଲାଭ ହେବ। ସୋମ ଓ ମଙ୍ଗଳବାର: ପ୍ରତିଷ୍ଠା ବୃଦ୍ଧି ଲାଗି ସୁଯୋଗ ମିଳିବ। ବୁଧ, ଗୁରୁ ଓ ଶୁକ୍ରବାର: ଆପଣଙ୍କର ଇଚ୍ଛା ପୂର୍ଣ୍ଣ ହେବ। ଶନିବାର: ପ୍ରେମରେ ସଫଳତା ମିଳିବ।

ରବିବାର: ନୂଆ ଦାୟିତ୍ଵ ମିଳିପାରେ। ସୋମ ଓ ମଙ୍ଗଳବାର: ଆଶା ମୁତାବକ ଧନପ୍ରାପ୍ତି ହେବ। ବୁଧ, ଗୁରୁ ଓ ଶୁକ୍ରବାର: ବ୍ୟବସାୟରେ ଉନ୍ନତି ହେବ। ଶନିବାର: ଦୂର ସ୍ଥାନକୁ ଯାତ୍ରାରେ ଯିବେ।

ରବିବାର: ଉପହାର ପାଇବେ। ସୋମ ଓ ମଙ୍ଗଳବାର: ଅଧୁରା କାମ ପୂରା ହେବ। ବୁଧ, ଗୁରୁ ଓ ଶୁକ୍ରବାର: ସରକାରୀ କାମରେ ସାହାଯ୍ୟ ମିଳିପାରେ। ଶନିବାର: ଆୟ ବୃଦ୍ଧି ହେବ।

ରବିବାର: ଖୁସିରେ ସମୟ ବିତିବ। ସୋମ ଓ ମଙ୍ଗଳବାର: ପରିବାର ଲୋକଙ୍କ ସାହାଯ୍ୟ ପାଇବେ। ବୁଧ, ଗୁରୁ ଓ ଶୁକ୍ରବାର: ସାମାଜରେ ଲୋକପ୍ରିୟତା ବଢ଼ିବ। ଶନିବାର: ଆର୍ଥିକ ଲାଭ ହେବ।

ସମ୍ବନ୍ଧିତ ଖବର