ଜାଣନ୍ତୁ ଏ ସପ୍ତାହର ରାଶିଫଳ

ରବି ଓ ସୋମବାର: ନୂଆ କାମ ମିଳିପାରେ। ମଙ୍ଗଳ ଓ ବୁଧବାର: ଉପହାର ପାଇବେ। ଗୁରୁ ଓ ଶୁକ୍ରବାର: ସାମାଜିକ ମେଳମିଳାପ ବଢ଼ିବ। ଶନିବାର: ବ୍ୟବସାୟ ମାନ୍ଦା ଧରିବ।

ରବି ଓ ସୋମବାର: ସକାରାତ୍ମକ ଭାବନାରେ ରହନ୍ତୁ। ମଙ୍ଗଳ ଓ ବୁଧବାର: ଆୟ ବୃଦ୍ଧିର ସମ୍ଭାବନା। ଗୁରୁ ଓ ଶୁକ୍ରବାର: ବେପାରରେ ଉନ୍ନତି ହେବ। ଶନିବାର: ଦାମ୍ପତ୍ୟ ଜୀବନ ସୁଖଦ ରହିବ।

ରବି ଓ ସୋମବାର: ଅପୂର୍ଣ୍ଣ କାର୍ଯ୍ୟ ପୂର୍ଣ୍ଣ ହେବ। ମଙ୍ଗଳ ଓ ବୁଧବାର: ଘରକୁ ଅତିଥି ଆସିବେ। ଗୁରୁ ଓ ଶୁକ୍ରବାର: ନୂଆ ଦାୟିତ୍ଵ ଗ୍ରହଣ କରିବେ। ଶନିବାର: ବନ୍ଧୁଙ୍କୁ ମନର କଥା କହିବେ।

ରବି ଓ ସୋମବାର: ଆର୍ଥିକ ସ୍ଥିତିରେ ପ୍ରଗତି ହେବ। ମଙ୍ଗଳ ଓ ବୁଧବାର: ନୂଆ ପ୍ରସ୍ତାବ ଓ କାମ ପାଇବେ। ଗୁରୁ ଓ ଶୁକ୍ରବାର: କାର୍ଯ୍ୟଭାର ବଢ଼ିବ। ଶନିବାର: ବ୍ୟବସାୟରେ ଲାଭ ହେବ।

ରବି ଓ ସୋମବାର: ସାମାଜିକ କାର୍ଯ୍ୟରେ ସଫଳତା ମିଳିବ। ମଙ୍ଗଳ ଓ ବୁଧବାର: ଧନପ୍ରାପ୍ତି ହେବ। ଗୁରୁ ଓ ଶୁକ୍ରବାର: ସାହିତ୍ୟ ଆଦିରେ ରୁଚି ବଢ଼ିବ। ଶନିବାର: ଯାତ୍ରା ଲାଭଦାୟକ ହେବ।

ରବି ଓ ସୋମବାର: ପ୍ରେମ ପ୍ରସଙ୍ଗରେ ସଫଳତା ପାଇବେ। ମଙ୍ଗଳ ଓ ବୁଧବାର: ଅଧୁରା କାମ ପୂରା ହେବ। ଗୁରୁ ଓ ଶୁକ୍ରବାର: ଉନ୍ନତିର ରାସ୍ତା ଖୋଲିବ। ଶନିବାର: ପ୍ରେମ ସଂପର୍କ ନିବିଡ଼ ହେବ।

ରବି ଓ ସୋମବାର: ପ୍ରୟାସରେ ସଫଳତା ମିଳିବ। ମଙ୍ଗଳ ଓ ବୁଧବାର: ଖର୍ଚ୍ଚ ବଢ଼ିପାରେ। ଗୁରୁ ଓ ଶୁକ୍ରବାର: ରାଜନୀତିରେ ଲାଭ ପାଇବେ। ଶନିବାର: ହଜିଥିବା ଦ୍ରବ୍ୟ ପାଇବେ।

ରବି ଓ ସୋମବାର: ବେପାରରେ ଉନ୍ନତି ହେବ। ମଙ୍ଗଳ ଓ ବୁଧବାର: କାମରେ ମନ ଲାଗିବ। ଗୁରୁ ଓ ଶୁକ୍ରବାର: ବୈବାହିକ ଜୀବନ ଖୁସିରେ ଭରା ରହିବ। ଶନିବାର: ସ୍ୱାସ୍ଥ୍ୟ ଭଲ ରହିବ।

ରବି ଓ ସୋମବାର: ପ୍ରଭୁଙ୍କ ପ୍ରତି ଆସ୍ଥା ବଢ଼ିବ। ମଙ୍ଗଳ ଓ ବୁଧବାର: ପ୍ରସନ୍ନ ଓ ସନ୍ତୁଷ୍ଟ ରହିବେ। ଗୁରୁ ଓ ଶୁକ୍ରବାର: ରୋଜଗାରର ଲାଗି ସୁଯୋଗ ମିଳିବ। ଶନିବାର: ପ୍ରେମ ସମ୍ବନ୍ଧରେ ମଧୁରତା ବଢ଼ିବ।

ରବି ଓ ସୋମବାର: ପୁଣ୍ୟ କାର୍ଯ୍ୟ କରିପାରନ୍ତି। ମଙ୍ଗଳ ଓ ବୁଧବାର: ସମାଜରେ ପ୍ରତିଷ୍ଠା ବଢ଼ିବ। ଗୁରୁ ଓ ଶୁକ୍ରବାର: ଆର୍ଥିକ ସ୍ଥିତିରେ ଉନ୍ନତି ହେବ। ଶନିବାର: ଚାକିରିରେ ଉନ୍ନତି ହେବ।

ରବି ଓ ସୋମବାର: ବ୍ୟବସାୟରେ ଲାଭ ମିଳିବ। ମଙ୍ଗଳ ଓ ବୁଧବାର: ଦ୍ରବ୍ୟ ନଷ୍ଟ କିମ୍ବା ଚୋରି ଯାଇପାରେ। ଗୁରୁ ଓ ଶୁକ୍ରବାର: ସଫଳତା ଓ ଲାଭ ପାଇବେ। ଶନିବାର: ନାମ ଓ ଯଶ ବୃଦ୍ଧି ହେବ।

ରବି ଓ ସୋମବାର: ପରିଶ୍ରମର ସୁଫଳ ପାଇବେ। ମଙ୍ଗଳ ଓ ବୁଧବାର: କାରବାର ବୃଦ୍ଧି ହେବ। ଗୁରୁ ଓ ଶୁକ୍ରବାର: ସ୍ୱାସ୍ଥ୍ୟ ପ୍ରତି ସତର୍କ ରହନ୍ତୁ। ଶନିବାର: ଧାର୍ମିକ ଭାବନା ଉଜ୍ଜୀବିତ ହେବ।

ସମ୍ବନ୍ଧିତ ଖବର