ଜାଣନ୍ତୁ ଏ ସପ୍ତାହର ରାଶିଫଳ

ରବି ଓ ସୋମବାର: ଜୀବନରେ ସ୍ଥିରତା ଆସିବ। ମଙ୍ଗଳ ଓ ବୁଧବାର: ଚାକିରିରେ ସୁଖୀ ରହିବେ। ଗୁରୁ ଓ ଶୁକ୍ରବାର: ବ୍ୟବସାୟରେ ପରିଧି ବଢ଼ିବ। ଶନିବାର: ଆର୍ଥିକ ଲାଭ ହେବ।

ରବି ଓ ସୋମବାର: ବନ୍ଧୁଙ୍କ ସହିତ ସମ୍ବନ୍ଧ ଭଲ ରହିବ। ମଙ୍ଗଳ ଓ ବୁଧବାର: ବ୍ୟବସାୟରେ ସତର୍କ ରହନ୍ତୁ। ଗୁରୁ ଓ ଶୁକ୍ରବାର: ଚାକିରିରେ ଦାୟିତ୍ଵ ବଢ଼ିବ। ଶନିବାର: ଆର୍ଥିକ ସ୍ଥିତିରେ ଉନ୍ନତି।

ରବି ଓ ସୋମବାର: ମାନସମ୍ମାନ ଓ ଉପହାର ପାଇବେ। ମଙ୍ଗଳ ଓ ବୁଧବାର: ବ୍ୟବସାୟରେ ଉନ୍ନତି। ଗୁରୁ ଓ ଶୁକ୍ରବାର: ଦିମାକ୍‌ ଗରମ ରହିପାରେ। ଶନିବାର: ନୂଆ ଚାକିରି ମିଳିବାର ସମ୍ଭାବନା।

ରବି ଓ ସୋମବାର: ଉପାର୍ଜନ ଲାଗି ସୁଯୋଗ ପାଇବେ। ମଙ୍ଗଳ ଓ ବୁଧବାର: ସବୁ ସମସ୍ୟାର ସମାଧାନ ହୋଇଯିବ। ଗୁରୁ ଓ ଶୁକ୍ରବାର: ବନ୍ଧୁଙ୍କ ସାହଯ୍ୟ ପାଇବେ। ଶନିବାର: ଉଦାସ ରହିବେ।

ରବି ଓ ସୋମବାର: ମାଆଙ୍କ ସୁଖ ପାଇବେ। ମଙ୍ଗଳ ଓ ବୁଧବାର: ପ୍ରତିଯୋଗିତାରେ ସଫଳତା ପାଇବେ। ଗୁରୁ ଓ ଶୁକ୍ରବାର: ବ୍ୟବସାୟରେ ଉନ୍ନତି। ଶନିବାର: ମାନସମ୍ମାନ ପାଇବେ।

ରବି ଓ ସୋମବାର: ଇଚ୍ଛା ପୂର୍ତ୍ତି ହୋଇପାରେ। ମଙ୍ଗଳ ଓ ବୁଧବାର: ପ୍ରତ୍ୟେକ କାମ ଖୁସିର ସହିତ କରିବେ। ଗୁରୁ ଓ ଶୁକ୍ରବାର: ସମୟର ମହତ୍ତ୍ୱକୁ ବୁଝନ୍ତୁ। ଶନିବାର: ଶତ୍ରୁକୁ ଜୟ କରିବେ।

ରବି ଓ ସୋମବାର: ଆୟ ବଢ଼ିବ। ମଙ୍ଗଳ ଓ ବୁଧବାର: ସୁଖଦ ଯାତ୍ରା ଯୋଗ ରହିଛି। ଗୁରୁ ଓ ଶୁକ୍ରବାର: ସମାଜିକ କାର୍ଯ୍ୟରେ ସମୟ ଦେବେ। ଶନିବାର: ସାକ୍ଷାତକାରରେ ସଫଳତା।

ରବି ଓ ସୋମବାର: ସବୁ କାମ ସହଜରେ କରିନେବେ। ମଙ୍ଗଳ ଓ ବୁଧବାର: ବ୍ୟବସାୟରେ ଆଗକୁ ବଢ଼ିବେ। ଗୁରୁ ଓ ଶୁକ୍ରବାର: ଲୋକ ସଂପର୍କ ବଢ଼ିବ। ଶନିବାର: ନୂଆ ସମ୍ବନ୍ଧ ଆରମ୍ଭ ହେବ।

ରବି ଓ ସୋମବାର: ଉନ୍ନତି ଲାଗି ସୁଯୋଗ ମିଳିବ। ମଙ୍ଗଳ ଓ ବୁଧବାର: ଜୀବନସାଥୀଙ୍କ ସୁଖ ପାଇବେ। ଗୁରୁ ଓ ଶୁକ୍ରବାର: ଅଫିସ୍‌ରେ କର୍ତ୍ତୃତ୍ଵ ବଢ଼ିବ। ଶନିବାର: ବନ୍ଧୁ ତାଲିକା ଭଲ ଯୋଡ଼ିବେ।

ରବି ଓ ସୋମବାର: ନିଜ ପ୍ରୟାସରେ ପ୍ରଶଂସା ପାଇବେ। ମଙ୍ଗଳ ଓ ବୁଧବାର: ସାଥୀଙ୍କ ପ୍ରତି ସ୍ନେହ ଓ ପ୍ରେମଭାବ ରଖିବେ। ଗୁରୁ ଓ ଶୁକ୍ରବାର: ସମାଜରେ ଗରିମା ବଢ଼ିବ। ଶନିବାର: ଚାକିରିରେ ଚିନ୍ତା ବଢ଼ିବ।

ରବି ଓ ସୋମବାର: ନୂଆ କାମ ପାଇବେ। ମଙ୍ଗଳ ଓ ବୁଧବାର: ସାମାଜିକ ପଦ ପ୍ରତିଷ୍ଠା ବୃଦ୍ଧି ହେବ। ଗୁରୁ ଓ ଶୁକ୍ରବାର: ଭାବିଚିନ୍ତି ଖର୍ଚ୍ଚ କରନ୍ତୁ। ଶନିବାର: ପରାକ୍ରମ ବୃଦ୍ଧି ହେବ।

ରବି ଓ ସୋମବାର: ଧର୍ମ କର୍ମରେ ରୁଚି ବଢ଼ିବ। ମଙ୍ଗଳ ଓ ବୁଧବାର: କୌଣସି ସ୍ୱପ୍ନ ପୂରା ହେବ। ଗୁରୁ ଓ ଶୁକ୍ରବାର: ପରୋପକାରରେ ସମୟ ଦେବେ। ଶନିବାର: ପ୍ରେମ ସମ୍ବନ୍ଧରେ ମଧୁରତା ବଢ଼ିବ।

ସମ୍ବନ୍ଧିତ ଖବର