ଜାଣନ୍ତୁ ଏ ସପ୍ତାହର ରାଶିଫଳ

ରବିବାର: ଖର୍ଚ୍ଚ ବଢ଼ିପାରେ। ସୋମ ଓ ମଙ୍ଗଳବାର: ଧର୍ମ କାର୍ଯ୍ୟରେ ରୁଚି ବଢ଼ିବ। ବୁଧ, ଗୁରୁ ଓ ଶୁକ୍ରବାର: ବେପାରରେ ପରିସ୍ଥିତି ଭଲ ରହିବ। ଶନିବାର: ମାନ ପ୍ରତିଷ୍ଠା ବୃଦ୍ଧି ହେବ।

ରବିବାର: ବ୍ୟବସାୟରେ ଲାଭ ମିଳିବ। ସୋମ ଓ ମଙ୍ଗଳବାର: କୌଣସି କାମରୁ ଲାଭ ହେବ। ବୁଧ, ଗୁରୁ ଓ ଶୁକ୍ରବାର: ପରିବାରରେ ଖୁସି ବଜାୟ ରହିବ। ଶନିବାର: ଚାକିରିଜୀବୀଙ୍କୁ ଲାଭ ମିଳିବ।

ରବିବାର: କାମ ପ୍ରତି ସକ୍ରିୟ ରହିବେ। ସୋମ ଓ ମଙ୍ଗଳବାର: ପ୍ରେମରେ ସଫଳତା। ବୁଧ, ଗୁରୁ ଓ ଶୁକ୍ରବାର: କୌଣସି କଥା ବୁଝିବାରେ ଭୁଲ୍‌ ହୋଇପାରେ। ଶନିବାର: ସୁସମ୍ବାଦ ପାଇବେ।

 ରବିବାର: ଧନଲାଭର ସୁଯୋଗ। ସୋମ ଓ ମଙ୍ଗଳବାର: ଚାକିରିରେ ଉନ୍ନତି। ବୁଧ, ଗୁରୁ ଓ ଶୁକ୍ରବାର: ଦାମ୍ପତ୍ୟ ଜୀବନ ମଧୁର ରହିବ। ଶନିବାର: ପୁରୁଣା କଥାକୁ ନେଇ ଚିନ୍ତିତ ରହିବେ।

ରବିବାର: କାର୍ଯ୍ୟ ବ୍ୟସ୍ତତାରେ ରହିବେ। ସୋମ ଓ ମଙ୍ଗଳବାର: ବ୍ୟବସାୟରେ ଲାଭ ହେବ। ବୁଧ, ଗୁରୁ ଓ ଶୁକ୍ରବାର: ଜୀବିକାରେ ଆଗକୁ ବଢ଼ିବାର ସୁଯୋଗ ମିଳିବ। ଶନିବାର: ଘରୋଇ ଜୀବନରେ ସୁଖୀ ରହିବେ।

ରବିବାର: ଜୀବନରେ ପ୍ରଗତି ହେବ। ସୋମ ଓ ମଙ୍ଗଳବାର: ଘର ଲୋକଙ୍କ ସାହାଯ୍ୟ ପାଇବେ। ବୁଧ, ଗୁରୁ ଓ ଶୁକ୍ରବାର: ବେପାରରେ ଉନ୍ନତି ହେବ। ଶନିବାର: ସମସ୍ୟାର ସମାଧାନ ହେବ।

ରବିବାର: ଧନଲାଭ ହେବ। ସୋମ ଓ ମଙ୍ଗଳବାର: ଦାୟିତ୍ଵକୁ ପୂରା କରିବେ। ବୁଧ, ଗୁରୁ ଓ ଶୁକ୍ରବାର: ବନ୍ଧୁ ସହିତ ସମ୍ବନ୍ଧ ଭଲ ହେବ। ଶନିବାର: ନିଜ କାମରେ ପୂରା ଆନନ୍ଦ ନେବେ।

ରବିବାର: ସାମାଜିକ କାର୍ଯ୍ୟରେ ଅଂଶ ଗ୍ରହଣ କରିବେ। ସୋମ ଓ ମଙ୍ଗଳବାର: ଘର ଲାଗି ଜିନିଷ କିଣିବେ। ବୁଧ, ଗୁରୁ ଓ ଶୁକ୍ରବାର: ବୈବାହିକ ଜୀବନ ବଢ଼ିଆ ରହିବ। ଶନିବାର: ଆୟ ବଢ଼ିବ।

ରବିବାର: ଖର୍ଚ୍ଚ ବଢ଼ିପାରେ। ସୋମ ଓ ମଙ୍ଗଳବାର: ସବୁ ଇଚ୍ଛା ପୂରଣ ହେବ। ବୁଧ, ଗୁରୁ ଓ ଶୁକ୍ରବାର: କୌଣସି ନୂଆ ଦାୟିତ୍ଵ ମିଳିବ। ଶନିବାର: ଛାତ୍ରଙ୍କ ଲାଗି ସମୟ ଅନୁକୂଳ।

ରବିବାର: ସମାଜରେ ପ୍ରତିପତ୍ତି ବଢ଼ିବ। ସୋମ ଓ ମଙ୍ଗଳବାର: ଦାମ୍ପତ୍ୟ ସମ୍ବନ୍ଧରେ ମଧୁରତା ଆସିବ। ବୁଧ, ଗୁରୁ ଓ ଶୁକ୍ରବାର: ଉନ୍ନତିର ନୂଆ ରାସ୍ତା ଖୋଲିବ। ଶନିବାର: ଧନଲାଭ ହେବ।

ରବିବାର: ବେପାରରେ ଉନ୍ନତି। ସୋମ ଓ ମଙ୍ଗଳବାର: ରାଜନୀତିରେ ସଫଳତା ମିଳିବ। ବୁଧ, ଗୁରୁ ଓ ଶୁକ୍ରବାର: ସୁଯୋଗ ହାତଛଡ଼ା କରନ୍ତୁ ନାହିଁ। ଶନିବାର: କମ୍‌ ପରିଶ୍ରମରେ ଅଧିକ ଫଳ ପାଇବେ।

ରବିବାର: ମନ ଆଧ୍ୟାତ୍ମିକ ଦିଗରେ ଲାଗି ରହିବ। ସୋମ ଓ ମଙ୍ଗଳବାର: କାର୍ଯ୍ୟ କ୍ଷେତ୍ରରେ ଉନ୍ନତି ହେବ। ବୁଧ, ଗୁରୁ ଓ ଶୁକ୍ରବାର: ବେପାରରେ ଉଚିତ ଲାଭ ପାଇବେ। ଶନିବାର: ବିବାହିତଙ୍କ ଲାଗି ସମୟ ଭଲ।

ସମ୍ବନ୍ଧିତ ଖବର