/sambad/media/post_attachments/wp-content/uploads/2017/11/ms-1.jpg) ରବିବାର: ନୂଆ କାର୍ଯ୍ୟରେ ରୁଚି ବଢ଼ିବ। ସୋମ, ମଙ୍ଗଳ ଓ ବୁଧବାର: ବୈବାହିକ ଜୀବନ ଖୁସିଭରା ରହିବ। ଗୁରୁ ଓ ଶୁକ୍ରବାର: ବେପାରରେ ଲାଭ ହେବ। ଶନିବାର: ଘର ଲାଗି ଜିନିଷ କିଣିବେ।
ରବିବାର: ନୂଆ କାର୍ଯ୍ୟରେ ରୁଚି ବଢ଼ିବ। ସୋମ, ମଙ୍ଗଳ ଓ ବୁଧବାର: ବୈବାହିକ ଜୀବନ ଖୁସିଭରା ରହିବ। ଗୁରୁ ଓ ଶୁକ୍ରବାର: ବେପାରରେ ଲାଭ ହେବ। ଶନିବାର: ଘର ଲାଗି ଜିନିଷ କିଣିବେ।
/sambad/media/post_attachments/wp-content/uploads/2017/11/brus-290x300.jpg) ରବିବାର: ସମାଜରେ ପ୍ରସିଦ୍ଧି ବଢ଼ିବ। ସୋମ, ମଙ୍ଗଳ ଓ ବୁଧବାର: ରାଜନୀତିରେ ସଫଳତା ପାଇବେ। ଗୁରୁ ଓ ଶୁକ୍ରବାର: ଭାବିଚିନ୍ତି ଖର୍ଚ୍ଚ କରନ୍ତୁ। ଶନିବାର: ବେପାରରେ ଉନ୍ନତି ହେବ।
ରବିବାର: ସମାଜରେ ପ୍ରସିଦ୍ଧି ବଢ଼ିବ। ସୋମ, ମଙ୍ଗଳ ଓ ବୁଧବାର: ରାଜନୀତିରେ ସଫଳତା ପାଇବେ। ଗୁରୁ ଓ ଶୁକ୍ରବାର: ଭାବିଚିନ୍ତି ଖର୍ଚ୍ଚ କରନ୍ତୁ। ଶନିବାର: ବେପାରରେ ଉନ୍ନତି ହେବ।
/sambad/media/post_attachments/wp-content/uploads/2017/11/mithun.jpg) ରବିବାର: ଧର୍ମ ସ୍ଥାନକୁ ଯାତ୍ରା କରିବେ। ସୋମ, ମଙ୍ଗଳ ଓ ବୁଧବାର: ମହତ୍ତ୍ବପୂର୍ଣ୍ଣ ଲୋକଙ୍କ ସହିତ ଯୋଗାଯୋଗ। ଗୁରୁ ଓ ଶୁକ୍ରବାର: ଧନଲାଭର ସୁଯୋଗ। ଶନିବାର: ପ୍ରେମରେ ସଫଳତା ମିଳିବ।
ରବିବାର: ଧର୍ମ ସ୍ଥାନକୁ ଯାତ୍ରା କରିବେ। ସୋମ, ମଙ୍ଗଳ ଓ ବୁଧବାର: ମହତ୍ତ୍ବପୂର୍ଣ୍ଣ ଲୋକଙ୍କ ସହିତ ଯୋଗାଯୋଗ। ଗୁରୁ ଓ ଶୁକ୍ରବାର: ଧନଲାଭର ସୁଯୋଗ। ଶନିବାର: ପ୍ରେମରେ ସଫଳତା ମିଳିବ।
/sambad/media/post_attachments/wp-content/uploads/2017/11/karkat.jpg) ରବିବାର: ପୁରୁଣା କଥାକୁ ନେଇ ଚିନ୍ତିତ ରହିବେ। ସୋମ, ମଙ୍ଗଳ ଓ ବୁଧବାର: ମନ ଆଧୢାତ୍ମିକ ଦିଗରେ ଲାଗି ରହିବ। ଗୁରୁ ଓ ଶୁକ୍ରବାର: କିଛି ଆଶା ପୂରଣ ହେବ। ଶନିବାର: ଆୟ ବଢ଼ିବ।
ରବିବାର: ପୁରୁଣା କଥାକୁ ନେଇ ଚିନ୍ତିତ ରହିବେ। ସୋମ, ମଙ୍ଗଳ ଓ ବୁଧବାର: ମନ ଆଧୢାତ୍ମିକ ଦିଗରେ ଲାଗି ରହିବ। ଗୁରୁ ଓ ଶୁକ୍ରବାର: କିଛି ଆଶା ପୂରଣ ହେବ। ଶନିବାର: ଆୟ ବଢ଼ିବ।
/sambad/media/post_attachments/wp-content/uploads/2017/11/singha.jpg) ରବିବାର: ବେପାରରେ ଉନ୍ନତି। ସୋମ, ମଙ୍ଗଳ ଓ ବୁଧବାର: କାରବାରରେ ନୂଆ ଲୋକଙ୍କ ସହିତ ସ˚ପର୍କ ହେବ। ଗୁରୁ ଓ ଶୁକ୍ରବାର: ଧର୍ମ କାର୍ଯ୍ୟରେ ରୁଚି ନେବେ। ଶନିବାର: ଚାକିରିଜୀବୀଙ୍କୁ ଲାଭ ମିଳିବ।
ରବିବାର: ବେପାରରେ ଉନ୍ନତି। ସୋମ, ମଙ୍ଗଳ ଓ ବୁଧବାର: କାରବାରରେ ନୂଆ ଲୋକଙ୍କ ସହିତ ସ˚ପର୍କ ହେବ। ଗୁରୁ ଓ ଶୁକ୍ରବାର: ଧର୍ମ କାର୍ଯ୍ୟରେ ରୁଚି ନେବେ। ଶନିବାର: ଚାକିରିଜୀବୀଙ୍କୁ ଲାଭ ମିଳିବ।
/sambad/media/post_attachments/wp-content/uploads/2017/11/kanya.jpg) ରବିବାର: କିଛି ନୂଆ କାମ କରିବେ। ସୋମ, ମଙ୍ଗଳ ଓ ବୁଧବାର: କଳାତ୍ମକ କାର୍ଯ୍ୟରେ ରୁଚି ବଢ଼ିବ। ଗୁରୁ ଓ ଶୁକ୍ରବାର: ମନ ଉଦାସ ରହିବ। ଶନିବାର: ଧନଲାଭର ସୁଯୋଗ ମିଳିବ।
ରବିବାର: କିଛି ନୂଆ କାମ କରିବେ। ସୋମ, ମଙ୍ଗଳ ଓ ବୁଧବାର: କଳାତ୍ମକ କାର୍ଯ୍ୟରେ ରୁଚି ବଢ଼ିବ। ଗୁରୁ ଓ ଶୁକ୍ରବାର: ମନ ଉଦାସ ରହିବ। ଶନିବାର: ଧନଲାଭର ସୁଯୋଗ ମିଳିବ।
/sambad/media/post_attachments/wp-content/uploads/2017/11/tula.jpg) ରବିବାର: ପ୍ରିୟଜନ ମିଳନ। ସୋମ, ମଙ୍ଗଳ ଓ ବୁଧବାର: ଅନ୍ୟମାନଙ୍କ ଉପରେ ପ୍ରଭାବ ବିସ୍ତାର କରିବାକୁ ଚେଷ୍ଟା କରିବେ। ଗୁରୁ ଓ ଶୁକ୍ରବାର: ଉପାର୍ଜନ ଲାଗି ସୁଯୋଗ ମିଳିବ। ଶନିବାର: ମନ ଉଦାସ ରହିବ।
ରବିବାର: ପ୍ରିୟଜନ ମିଳନ। ସୋମ, ମଙ୍ଗଳ ଓ ବୁଧବାର: ଅନ୍ୟମାନଙ୍କ ଉପରେ ପ୍ରଭାବ ବିସ୍ତାର କରିବାକୁ ଚେଷ୍ଟା କରିବେ। ଗୁରୁ ଓ ଶୁକ୍ରବାର: ଉପାର୍ଜନ ଲାଗି ସୁଯୋଗ ମିଳିବ। ଶନିବାର: ମନ ଉଦାସ ରହିବ।
/sambad/media/post_attachments/wp-content/uploads/2017/11/bicha.jpg) ରବିବାର: ମନରେ ନୂଆ ବିଚାର ଆସିବ। ସୋମ, ମଙ୍ଗଳ ଓ ବୁଧବାର: ଜୀବିକାରେ ଆଗକୁ ବଢ଼ିବାର ସୁଯୋଗ ମିଳିବ। ଗୁରୁ ଓ ଶୁକ୍ରବାର: ସମସ୍ୟାର ସମାଧାନ ହେବ। ଶନିବାର: ମନ ପ୍ରସନ୍ନ ରହିବ।
ରବିବାର: ମନରେ ନୂଆ ବିଚାର ଆସିବ। ସୋମ, ମଙ୍ଗଳ ଓ ବୁଧବାର: ଜୀବିକାରେ ଆଗକୁ ବଢ଼ିବାର ସୁଯୋଗ ମିଳିବ। ଗୁରୁ ଓ ଶୁକ୍ରବାର: ସମସ୍ୟାର ସମାଧାନ ହେବ। ଶନିବାର: ମନ ପ୍ରସନ୍ନ ରହିବ।
/sambad/media/post_attachments/wp-content/uploads/2017/10/dhanu.jpg) ରବିବାର: ନୂଆ କାମ ଆରମ୍ଭ କରିବେ। ସୋମ, ମଙ୍ଗଳ ଓ ବୁଧବାର: ସାମାଜିକ ସ୍ତରରେ ଲୋକଙ୍କୁ ସାହାଯ୍ୟ କରିବେ। ଗୁରୁ ଓ ଶୁକ୍ରବାର: ଧନ ବୃଦ୍ଧି ହେବ। ଶନିବାର: ଆତ୍ମବିଶ୍ବାସର ସ୍ତର ଠିକ୍ ରହିବ।
ରବିବାର: ନୂଆ କାମ ଆରମ୍ଭ କରିବେ। ସୋମ, ମଙ୍ଗଳ ଓ ବୁଧବାର: ସାମାଜିକ ସ୍ତରରେ ଲୋକଙ୍କୁ ସାହାଯ୍ୟ କରିବେ। ଗୁରୁ ଓ ଶୁକ୍ରବାର: ଧନ ବୃଦ୍ଧି ହେବ। ଶନିବାର: ଆତ୍ମବିଶ୍ବାସର ସ୍ତର ଠିକ୍ ରହିବ।
/sambad/media/post_attachments/wp-content/uploads/2017/11/makar.jpg) ରବିବାର: ଧନ ପ୍ରାପ୍ତି। ସୋମ, ମଙ୍ଗଳ ଓ ବୁଧବାର: ମାନ ପ୍ରତିଷ୍ଠା ବୃଦ୍ଧି ହେବ। ଗୁରୁ ଓ ଶୁକ୍ରବାର: ଜୀବିକାରେ ଉନ୍ନତି ଲାଗି ନୂଆ ରାସ୍ତା ଖୋଲିବ। ଶନିବାର: ପ୍ରେମରେ ସଫଳତା ମିଳିବ।
ରବିବାର: ଧନ ପ୍ରାପ୍ତି। ସୋମ, ମଙ୍ଗଳ ଓ ବୁଧବାର: ମାନ ପ୍ରତିଷ୍ଠା ବୃଦ୍ଧି ହେବ। ଗୁରୁ ଓ ଶୁକ୍ରବାର: ଜୀବିକାରେ ଉନ୍ନତି ଲାଗି ନୂଆ ରାସ୍ତା ଖୋଲିବ। ଶନିବାର: ପ୍ରେମରେ ସଫଳତା ମିଳିବ।
/sambad/media/post_attachments/wp-content/uploads/2017/11/kumbha.jpg)
ରବିବାର: ନୂଆ କାମ ଶିଖିବାକୁ ପାଇବେ। ସୋମ, ମଙ୍ଗଳ ଓ ବୁଧବାର: ଆଶା ମୁତାବକ ଧନ ପ୍ରାପ୍ତି ହେବ। ଗୁରୁ ଓ ଶୁକ୍ରବାର: ବ୍ୟବସାୟରେ ପ୍ରଗତି। ଶନିବାର: ଘରକୁ ଅତିଥି ଆସିବେ।
/sambad/media/post_attachments/wp-content/uploads/2017/11/mina.jpg) ରବିବାର: ପୁରୁଣା ପରିଚୟରୁ ଲାଭ ମିଳିବ। ସୋମ, ମଙ୍ଗଳ ଓ ବୁଧବାର: ଅଧୁରା କାମ ପୂରା ହେବ। ଗୁରୁ ଓ ଶୁକ୍ରବାର: ଆର୍ଥିକ ସ୍ଥିତିରେ ସୁଧାର ଆସିବ। ଶନିବାର: ସାଥୀର ସହଯୋଗ ମିଳିବ।
ରବିବାର: ପୁରୁଣା ପରିଚୟରୁ ଲାଭ ମିଳିବ। ସୋମ, ମଙ୍ଗଳ ଓ ବୁଧବାର: ଅଧୁରା କାମ ପୂରା ହେବ। ଗୁରୁ ଓ ଶୁକ୍ରବାର: ଆର୍ଥିକ ସ୍ଥିତିରେ ସୁଧାର ଆସିବ। ଶନିବାର: ସାଥୀର ସହଯୋଗ ମିଳିବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/04/weekly-rasifal.jpg)
