ଜାଣନ୍ତୁ ଏ ସପ୍ତାହର ରାଶିଫଳ

ରବିବାର: ଆୟ ବୃଦ୍ଧି ହେବ। ସୋମ ଓ ମଙ୍ଗଳବାର: କୌଣସି ବଡ଼ ସଫଳତା ପାଇବେ। ବୁଧ ଓ ଗୁରୁବାର: ସମସ୍ୟା ସମାଧାନ ଖୋଜିବା‌େର ସଫଳ ହେବେ। ଶୁକ୍ର ଓ ଶନିବାର: ପ୍ରେମ ସଂପର୍କ ନିବିଡ଼ ହେବ।

ରବିବାର: ସ୍ବାସ୍ଥ୍ୟ ଭଲ ରହିବ। ସୋମ ଓ ମଙ୍ଗଳବାର: ବୈବାହିକ ଜୀବନ ଖୁସିଭରା ରହିବ। ବୁଧ ଓ ଗୁରୁବାର: ସବୁ କାମ ମନମୁତାବକ ପୂରା ହେବ। ଶୁକ୍ର ଓ ଶନିବାର: କୃଷିଜୀବୀଙ୍କୁ ଲାଭ ମିଳିବ।

ରବିବାର: ଖର୍ଚ୍ଚ ବଢ଼ିପାରେ। ସୋମ ଓ ମଙ୍ଗଳବାର: ବେପାରରେ ଧନଲାଭ ହେବ। ବୁଧ ଓ ଗୁରୁବାର: ଅବିବାହିତଙ୍କୁ ଜୀବନସାଥୀ ମିଳିପାରେ। ଶୁକ୍ର ଓ ଶନିବାର: କିଛି ନୂଆ କାମ କରିବେ।

ରବିବାର: ରାଜନୀତିରେ ସଫଳତା ପାଇବେ। ସୋମ ଓ ମଙ୍ଗଳବାର: କୌଣସି କାମରେ ଗତିରୋଧ ହୋଇପାରେ। ବୁଧ ଓ ଗୁରୁବାର: ବ୍ୟବସାୟରେ ଉନ୍ନତି ହେବ। ଶୁକ୍ର ଓ ଶନିବାର: ଧନପ୍ରାପ୍ତି ହେବ।

ରବିବାର: ବ୍ୟବସାୟରେ ପ୍ରଗତି ହେବ। ସୋମ ଓ ମଙ୍ଗଳବାର: ବଡ଼ ବ୍ୟକ୍ତିଙ୍କ ସହିତ ମିଶିବାର ସୁଯୋଗ ମିଳିବ। ବୁଧ ଓ ଗୁରୁବାର: ଭାବିଚିନ୍ତି ଖର୍ଚ୍ଚ କରନ୍ତୁ। ଶୁକ୍ର ଓ ଶନିବାର: ସ୍ବାସ୍ଥ୍ୟରେ ସୁଧାର ହେବ।

ରବିବାର: ନୂଆ କାର୍ୟ୍ୟରେ ରୁଚି ବଢ଼ିବ। ସୋମ ଓ ମଙ୍ଗଳବାର: ଚାକିରିଜୀବୀଙ୍କୁ ଲାଭ ମିଳିବ। ବୁଧ ଓ ଗୁରୁବାର: ରାଜନୀତିରେ ସଫଳତା ପାଇବେ। ଶୁକ୍ର ଓ ଶନିବାର: ଖର୍ଚ୍ଚ ବଢ଼ିପାରେ।

ରବିବାର: ମନ ଉଦାସ ରହିବ। ସୋମ ଓ ମଙ୍ଗଳବାର: ଧର୍ମ କାର୍ୟ୍ୟରେ ରୁଚି ବଢ଼ିବ। ବୁଧ ଓ ଗୁରୁବାର: ଚାକିରିଜୀବୀଙ୍କ ଲାଗି ଭଲ ସୁଯୋଗ ଆସିପାରେ। ଶୁକ୍ର ଓ ଶନିବାର: ଧନଲାଭ ହେବ।

ରବିବାର: ବୈବାହିକ ଜୀବନ ଭଲ ରହିବ। ସୋମ ଓ ମଙ୍ଗଳବାର: ପୁରୁଣା କଥାକୁ ନେଇ ଚିନ୍ତିତ ରହିବେ। ବୁଧ ଓ ଗୁରୁବାର: ପ୍ରଭୁଙ୍କ ଆସ୍ଥା ବଢ଼ିବ। ଶୁକ୍ର ଓ ଶନିବାର: କାରବାରରେ ଲାଭ ହେବ।

ରବିବାର: ଶତ୍ରୁଙ୍କୁ ପରାସ୍ତ କରିବେ। ସୋମ ଓ ମଙ୍ଗଳବାର: ଦାମ୍ପତ୍ୟ ସମ୍ବନ୍ଧରେ ମିଷ୍ଟତା ବଢ଼ିବ। ବୁଧ ଓ ଗୁରୁବାର: ପରିଶ୍ରମର ପାରିଶ୍ରମିକ କମ୍ ପାଇବେ। ଶୁକ୍ର ଓ ଶନିବାର: ଚାକିରି ବୃତ୍ତିରେ ଲାଭ ପାଇବେ।

ରବିବାର: ପରିଶ୍ରମର ସୁଫଳ ପାଇବେ। ସୋମ ଓ ମଙ୍ଗଳବାର: ଆଗକୁ ବଢ଼ିବା ପାଇଁ ସୁଯୋଗ ମିଳିବ। ବୁଧ ଓ ଗୁରୁବାର: ଦାମ୍ପତ୍ୟ ଜୀବନରେ ଦୂରତ୍ବ ସମାପ୍ତ ହେବ। ଶୁକ୍ର ଓ ଶନିବାର: ସ୍ବାସ୍ଥ୍ୟ ପ୍ରତି ସଚେତନ ରୁହନ୍ତୁ।

ରବିବାର: ନିଜ କାମରେ ସଫଳତା ପାଇବେ। ସୋମ ଓ ମଙ୍ଗଳବାର: ପରିବାରରେ ସୁଖ ଶାନ୍ତି ବୃଦ୍ଧି ହେବ। ବୁଧ ଓ ଗୁରୁବାର: କିଛି ଭଲ କାମରେ ସହଯୋଗ କରିବେ। ଶୁକ୍ର ଓ ଶନିବାର: ପ୍ରେମ ସମ୍ବନ୍ଧ ମଜଭୁତ ହେବ।

ରବିବାର: ସୁସମ୍ବାଦ ପାଇବେ। ସୋମ ଓ ମଙ୍ଗଳବାର: ଜମି ଦଲାଲଙ୍କୁ ଲାଭ ମିଳିବ। ବୁଧ ଓ ଗୁରୁବାର: ବ୍ୟବସାୟୀଙ୍କୁ ଭଲ ସୁଯୋଗ ମିଳିବ। ଶୁକ୍ର ଓ ଶନିବାର: ନିଜ କାମରେ ପୂରା ଆନନ୍ଦ ନେବେ।

ସମ୍ବନ୍ଧିତ ଖବର