ଜାଣନ୍ତୁ ଏ ସପ୍ତାହର ରାଶିଫଳ

ରବିବାର: ସ୍ବାସ୍ଥ୍ୟକୁ ନେଇ ସତର୍କ ରୁହନ୍ତୁ। ସୋମ ଓ ମଙ୍ଗଳବାର: ଭଲ ଖବର ପାଇବେ। ବୁଧ ଓ ଗୁରୁବାର: ଦାୟିତ୍ବକୁ ଭଲ ଭାବେ ତୁଲାଇବେ। ଶୁକ୍ର ଓ ଶନିବାର: ଧାର୍ମିକ ଗିତିବଧିରେ ସମୟ ବିତିବ।

 

ରବିବାର: ପ୍ରିୟତମଙ୍କ ସହିତ ସମ୍ବନ୍ଧରେ ସୁଧାର ହେବ। ସୋମ ଓ ମଙ୍ଗଳବାର: ପ୍ରତିଷ୍ଠା ବୃଦ୍ଧି ଲାଗି ସୁଯୋଗ ମିଳିବ। ବୁଧ ଓ ଗୁରୁବାର: ବେପାର ବୃତ୍ତିରେ ଲାଭ ହେବ। ଶୁକ୍ର ଓ ଶନିବାର: କିଛି ଆଶା ବିଫଳ ହେବ।

 

ରବିବାର: ଘର ଖର୍ଚ୍ଚ ବଢ଼ିପାରେ। ସୋମ ଓ ମଙ୍ଗଳବାର: କାରବାରରେ ସଫଳତା ପାଇବେ। ବୁଧ ଓ ଗୁରୁବାର: ଅଫିସ୍‌ କାମରେ ପ୍ରଶ˚ସା ପାଇବେ। ଶୁକ୍ର ଓ ଶନିବାର: ଦାମ୍ପତ୍ୟ ଜୀବନ ମଧୁର ରହିବ।

 

ରବିବାର: ନୂଆ କୌଶଳ ଶିଖିବେ। ସୋମ ଓ ମଙ୍ଗଳ: ସାମାଜିକ କାର୍ଯ୍ୟରେ ସମୟ ଦେବେ। ବୁଧ ଓ ଗୁରୁବାର: ବ୍ୟବସାୟରେ ସଫଳତା ପାଇବେ। ଶୁକ୍ର ଓ ଶନିବାର: ସ୍ବାସ୍ଥ୍ୟ ପ୍ରତି ସଚେତନ ରୁହନ୍ତୁ।

 

ରବିବାର: ଧନଲାଭ ହେବ। ସୋମ ଓ ମଙ୍ଗଳବାର: ଜୀବନକୁ ବଢ଼ିଆ କରିବା ଲାଗି ସୁଯୋଗ ପାଇବେ। ବୁଧ ଓ ଗୁରୁବାର: କୌଣସି କାମରେ ଅଧିକ ସମୟ ବିତିବ। ଶୁକ୍ର ଓ ଶନିବାର: ବ୍ୟବସାୟରେ ସବୁ ଭଲ ହେବ।

 

ରବିବାର: ଜୀବନସାଥୀଙ୍କ ସହଯୋଗ ପାଇବେ। ସୋମ ଓ ମଙ୍ଗଳବାର: ବେପାରରେ ଲାଭ ହେବ। ବୁଧ ଓ ଗୁରୁବାର: ସାହିତ୍ୟ ଆଦିରେ ରୁଚି ବଢ଼ିବ। ଶୁକ୍ର ଓ ଶନିବାର: ଘର ପାଇଁ ଜିନିଷ କିଣିବେ।

 

ରବିବାର: ଖର୍ଚ୍ଚ ବଢ଼ିପାରେ। ସୋମ ଓ ମଙ୍ଗଳବାର: ଉଚିତ ପରିଶ୍ରମର ସଫଳତା ପାଇବେ। ବୁଧ ଓ ଗୁରୁବାର: ବେପାରୀଙ୍କ ଲାଗି ସମୟ ଉତ୍ତମ। ଶୁକ୍ର ଓ ଶନିବାର: ଅଫିସ୍‌ରେ ନୂଆ ଦାୟିତ୍ବ ମିଳିପାରେ।

 

ରବିବାର: ବେପାରରେ ଲାଭ ପାଇବେ। ସୋମ ଓ ମଙ୍ଗଳବାର: ଘର ଖର୍ଚ୍ଚ ବଢ଼ିପାରେ। ବୁଧ ଓ ଗୁରୁବାର: କାର୍ଯ୍ୟ କ୍ଷେତ୍ରରେ ଉନ୍ନତି ହେବ। ଶୁକ୍ର ଓ ଶନିବାର: ସନ୍ତାନ ସୁଖ ପାଇବେ।

 

ରବିବାର: ସବୁ କାମ ପୂରା ହେବ। ସୋମ ଓ ମଙ୍ଗଳବାର: ନୂଆ ସମ୍ବନ୍ଧରୁ ଲାଭ ମିଳିପାରେ। ବୁଧ ଓ ଗୁରୁବାର: ଘରର ପରିସ୍ଥିତି ଅଲଗା ପ୍ରକାର ରହିବ। ଶୁକ୍ର ଓ ଶନିବାର: ଲୋକଙ୍କ ସାହାଯ୍ୟ ପାଇବେ।

 

ରବିବାର: ଧର୍ମ କାର୍ଯ୍ୟରେ ରୁଚି ବଢ଼ିବ। ସୋମ ଓ ମଙ୍ଗଳବାର: କାମ ପ୍ରତି ସକ୍ରିୟ ରହିବେ। ବୁଧ ଓ ଗୁରୁବାର: ଚାକିରିଜୀବୀଙ୍କୁ ଲାଭ ମିଳିବ। ଶୁକ୍ର ଓ ଶନିବାର: ସ୍ବାସ୍ଥ୍ୟ ପାଇଁ ଖର୍ଚ୍ଚ ହେବ।

 

ରବିବାର: ମନ ଉଦାସ ରହିବ। ସୋମ ଓ ମଙ୍ଗଳବାର: ଧର୍ମ କାର୍ଯ୍ୟରେ ସମୟ ବିତିବ। ବୁଧ ଓ ଗୁରୁବାର: ବ୍ୟବସାୟରେ ଉନ୍ନତି ହେବ। ଶୁକ୍ର ଓ ଶନିବାର: ରାଜନୀତିରେ ଲାଭ ପାଇବେ।

 

ରବିବାର: ଖୁସି ଖବର ପାଇବେ। ସୋମ ଓ ମଙ୍ଗଳବାର: ପ୍ରଗତିରେ ଗତିରୋଧ ହୋଇପାରେ। ବୁଧ ଓ ଗୁରୁବାର: ପ୍ରଭୁଙ୍କ ପ୍ରତି ଆସ୍ଥା ବଢ଼ିବ। ଶୁକ୍ର ଓ ଶନିବାର: ପରିଜନଙ୍କ ସହ ପ୍ରେମଭାବ ବଢ଼ିବ।

ସମ୍ବନ୍ଧିତ ଖବର