ଜାଣନ୍ତୁ ଏ ସପ୍ତାହର ରାଶିଫଳ

ରବି ଓ ସୋମବାର: ଜରୁରୀ କାମ ସ˚ପୂର୍ଣ୍ଣ ହେବ। ମଙ୍ଗଳ, ବୁଧ ଓ ଗୁରୁବାର: ମଉଜ ମଜ୍‌ଲିସ୍‌ ପାଇଁ ଅବସର ପାଇବେ। ଶୁକ୍ର ଓ ଶନିବାର: ସାମାଜିକ ସ୍ତରରେ ଲୋକ ପ୍ରିୟତା ବଢ଼ିବ।

 

ରବି ଓ ସୋମବାର: କିଛି ନୂଆ ଶିଖିବାର ସୁଯୋଗ ମଳିବ। ମଙ୍ଗଳ, ବୁଧ ଓ ଗୁରୁବାର: ବୈବାହିକ ଜୀବନରେ ଖୁସି ବଜାୟ ରହିବ। ଶୁକ୍ର ଓ ଶନିବାର: ବେପାରରେ ଲାଭର ସୁଯୋଗ ମିଳିବ।

 

ରବି ଓ ସୋମବାର: ବନ୍ଧୁଠାରୁ ଭଲ ଖବର ପାଇବେ। ମଙ୍ଗଳ, ବୁଧ ଓ ଗୁରୁବାର: ନୂଆ ସ୍ରୋତରୁ ଧନଲାଭ ହେବ। ଶୁକ୍ର ଓ ଶନିବାର: ସରକାରୀ କାମରେ କିଛି ଲୋକଙ୍କର ସାହାଯ୍ୟ ପାଇବେ।

 

ରବି ଓ ସୋମବାର: ଲାଭ ପାଇଁ ଏକାଧିକ ସୁଯୋଗ ମିଳିବ। ମଙ୍ଗଳ, ବୁଧ ଓ ଗୁରୁବାର: ପାରିବାରିକ ସ୍ତରରେ ଖୁସିର ବୃଦ୍ଧି ହେବ। ଶୁକ୍ର ଓ ଶନିବାର: କୌଣସି ଯୋଜନା ସଫଳ ହେବ।

 

ରବି ଓ ସୋମବାର: କ୍ୟାରିୟରକୁ ନେଇ ଚିନ୍ତନ ମନ୍ଥନ କରିବେ। ମଙ୍ଗଳ, ବୁଧ ଓ ଗୁରୁବାର: ମହତ୍ତ୍ବପୂର୍ଣ୍ଣ ଲୋକଙ୍କ ସହିତ ସ˚ପର୍କ ହେବ। ଶୁକ୍ର ଓ ଶନିବାର: ଶିକ୍ଷଣୀୟ କାର୍ଯ୍ୟରେ ମନ ଲାଗିବ।

 

 

ରବି ଓ ସୋମବାର: ଧନଲାଭ ଯୋଗ ରହିଛି। ମଙ୍ଗଳ, ବୁଧ ଓ ଗୁରୁବାର: ଜୀବନରେ ଆଗକୁ ବଢ଼ିବାର ରାସ୍ତା ଖୋଲିବ। ଶୁକ୍ର ଓ ଶନିବାର: କୌଣସି କାମ ତରବରିଆରେ କରନ୍ତୁ ନାହିିଁ।

 

ରବି ଓ ସୋମବାର: ସାମାଜିକ କାର୍ଯ୍ୟରେ ସଫଳତା ମିଳିବ। ମଙ୍ଗଳ, ବୁଧ ଓ ଗୁରୁବାର: ବେପାରରେ ଲାଭ ହେବ। ଶୁକ୍ର ଓ ଶନିବାର: ଆପଣଙ୍କ ରଚନାତ୍ମକ ପ୍ରତିଭା ଲୋକଙ୍କ ସମ୍ମୁଖକୁ ଆସିବ।

 

ରବି ଓ ସୋମବାର: ପୁରୁଣା ମିତ୍ରଙ୍କ ସହିତ ଦେଖା ହେବ। ମଙ୍ଗଳ, ବୁଧ ଓ ଗୁରୁବାର: ପରିବାରରେ ସୁଖ ଶାନ୍ତି ବୃଦ୍ଧି ହେବ। ଶୁକ୍ର ଓ ଶନିବାର: ଆର୍ଥିକ ବିଷୟରେ ଉନ୍ନତିର ନୂଆ ମାର୍ଗ ଖୋଲିବ।

 

ରବି ଓ ସୋମବାର: ପରିଶ୍ରମର ସୁଫଳ ପାଇବେ। ମଙ୍ଗଳ, ବୁଧ ଓ ଗୁରୁବାର: ଦାମ୍ପତ୍ୟ ଜୀବନରେ ମଧୁରତା ବଢ଼ିବ। ଶୁକ୍ର ଓ ଶନିବାର: ଆପଣଙ୍କ ପାଖକୁ ନୂଆ ଦାୟିତ୍ବ ଆସିବ।

 

ରବି ଓ ସୋମବାର: ପ୍ରେମିକା ସହିତ ସମ୍ବନ୍ଧରେ ସୁଧାର ହେବ। ମଙ୍ଗଳ, ବୁଧ ଓ ଗୁରୁବାର: ସାମାଜିକ ପଦ ପ୍ରତିଷ୍ଠା ବୃଦ୍ଧି ହେବ। ଶୁକ୍ର ଓ ଶନିବାର: ପୁଞ୍ଜି ନିବେଶ ବିଷୟରେ ନୂଆ ପରାମର୍ଶ ପାଇବେ।

 

 

ରବି ଓ ସୋମବାର: ପ୍ରଭୁଙ୍କ ପ୍ରତି ଆସ୍ଥା ବଢ଼ିବ। ମଙ୍ଗଳ, ବୁଧ ଓ ଗୁରୁବାର: ଅନ୍ୟ ଲୋକଙ୍କଠାରୁ ସାହାଯ୍ୟ ପାଇବେ। ଶୁକ୍ର ଓ ଶନିବାର: କ୍ୟାରିୟର୍‌ରେ ନୂଆ କୀର୍ତ୍ତିମାନ ସ୍ଥାପିତ କରିବେ।

 

ରବି ଓ ସୋମବାର: ପରିବାର ଲୋକଙ୍କ ସହଯୋଗ ପାଇବେ। ମଙ୍ଗଳ, ବୁଧ ଓ ଗୁରୁବାର: ଧାର୍ମିକ ଭାବନା ଉଜ୍ଜୀବିତ ହେବ। ଶୁକ୍ର ଓ ଶନିବାର: ଛାତ୍ରଛାତ୍ରୀଙ୍କ ମନରେ କୌଣସି ନୂଆ ବିଚାର ଆସିବ।

ସମ୍ବନ୍ଧିତ ଖବର