ରବିବାର: ଦାମ୍ପତ୍ୟ ଜୀବନ ଭଲ ରହିବ। ସୋମ ଓ ମଙ୍ଗଳବାର: ଆମଦାନି ବଢ଼ାଇବେ। ବୁଧ, ଗୁରୁ ଓ ଶୁକ୍ରବାର: କ୍ୟାରିୟରରେ ନୂଆ ଅବସର ପାଇବେ। ଶନିବାର: ବେପାରରେ ଗତି ବୃଦ୍ଧି ହେବ।
ରବିବାର: କାମ ପ୍ରତି ଏକାଗ୍ରତା ରହିବ। ସୋମ ଓ ମଙ୍ଗଳବାର: ଧର୍ମକାର୍ଯ୍ୟ ଆଡ଼କୁ ମନ ଢଳିବ। ବୁଧ, ଗୁରୁ ଓ ଶୁକ୍ରବାର: ଚାକିରିରେ ମନଲାଖି ପରିବର୍ତ୍ତନ ହେବ। ଶନିବାର: ଧନବୃଦ୍ଧି ହେବ।
ରବିବାର: ସାଙ୍ଗର ଭାବନାକୁ ବୁଝିବେ। ସୋମ ଓ ମଙ୍ଗଳବାର: କୌଣସି ବଡ଼ ଦାୟିତ୍ବ ପାଇବେ। ବୁଧ, ଗୁରୁ ଓ ଶୁକ୍ରବାର: ନିଜର କାମ ଧ୍ୟାନପୂର୍ବକ କରନ୍ତୁ। ଶନିବାର: ଶିକ୍ଷାର୍ଥୀଙ୍କ ଲାଗି ସମୟ ଭଲ।
ରବିବାର: ନୂଆ କାର୍ଯ୍ୟ ଆରମ୍ଭ କରିବେ। ସୋମ ଓ ମଙ୍ଗଳବାର; ସମାଜରେ ପ୍ରସିଦ୍ଧି ବଢ଼ିବ। ବୁଧ, ଗୁରୁ ଓ ଶୁକ୍ରବାର; ସକାରାତ୍ମକ ମାନସିକତା ରଖନ୍ତୁ। ଶନିବାର: ଭାବିଚିନ୍ତି ଖର୍ଚ୍ଚ କରନ୍ତୁ।
ରବିବାର: ମନ ଉଦାସ ରହିବ। ସୋମ ଓ ମଙ୍ଗଳବାର: ଜୀବନରେ ନୂଆ ପରିବର୍ତ୍ତନ ହୋଇପାରେ। ବୁଧ, ଗୁରୁ ଓ ଶୁକ୍ରବାର: କୌଣସି କ୍ଷେତ୍ରରେ ନିବେଶ କରିବେ। ଶନିବାର: ପ୍ରିୟଜନ ମିଳନ।
ରବିବାର: ଭ୍ରମଣ ଯୋଗ ଅଛି। ସୋମ ଓ ମଙ୍ଗଳବାର: ସୃଜନର ସହଯୋଗ ପାଇବେ। ବୁଧ, ଗୁରୁ ଓ ଶୁକ୍ରବାର: କୌଣସି ଲକ୍ଷ୍ୟ ପୂରା କରିବେ। ଶନିବାର: ସମାଜରେ ପ୍ରତିଷ୍ଠା ବଢ଼ିବ।
ରବିବାର: କୌଣସି ଶୁଭ ସୂଚନା ପାଇବେ। ସୋମ ଓ ମଙ୍ଗଳବାର: କାରବାର ବୃଦ୍ଧି ହେବ। ବୁଧଗୁରୁ ଓ ଶୁକ୍ରବାର: ବ୍ୟବହାରରେ ସଂଯମତା ରଖନ୍ତୁ। ଶନିବାର: ପ୍ରଭୁଙ୍କ ପ୍ରତି ଆସ୍ଥା ବଢ଼ିବ।
ରବିବାର: କାମରେ ସଫଳତା ପାଇବେ। ସୋମ ଓ ମଙ୍ଗଳବାର: ବ୍ୟବସାୟରେ ସମ୍ଭାବନା ବଢ଼ିବ। ବୁଧ, ଗୁରୁ ଓ ଶୁକ୍ରବାର: ସମସ୍ତ ଚେଷ୍ଟା ସଂପୂର୍ଣ୍ଣ ହେବ। ଶନିବାର: ସମ୍ବନ୍ଧରେ ମଧୁରତା ବଢ଼ିବ।
ରବିବାର: ଭଲ ଜାଗାକୁ ବୁଲିଯିବେ। ସୋମ ଓ ମଙ୍ଗଳବାର: ଆତ୍ମବିଶ୍ବାସ ବହୁତ ଭଲ ରହିବ। ବୁଧ, ଗୁରୁ ଓ ଶୁକ୍ରବାର: ପ୍ରେମୀଯୁଗଳଙ୍କ ଲାଗି ସମୟ ଭଲ। ଶନିବାର: ବେପାରରେ ଉନ୍ନତି ହେବ।
ରବିବାର: କ୍ୟାରିୟର ପାଇଁ ସୁଯୋଗ। ସୋମ ଓ ମଙ୍ଗଳବାର; ବ୍ୟବସାୟରେ ସଫଳତା ପାଇବେ। ବୁଧ, ଗୁରୁ ଓ ଶୁକ୍ରବାର: ମାନସିକ ରୂପେ ସୁସ୍ଥ ରହିବେ। ଶନିବାର: ସମ୍ବନ୍ଧରେ ମଧୁରତା ଆସିବ।
ରବିବାର: ଆୟ ବଢ଼ିବ। ସୋମ ଓ ମଙ୍ଗଳବାର: ଆହ୍ବାନର ପଛଘୁଞ୍ଚା ଦେବେ ନାହିଁ। ବୁଧ, ଗୁରୁ ଓ ଶୁକ୍ରବାର: ବ୍ୟବସାୟରେ ସଫଳତାର ଶିଖର ଛୁଇଁବେ। ଶନିବାର: ସନ୍ତାନ ପ୍ରତି ବିଶ୍ବାସ ବଢ଼ିବ।
ରବିବାର: ପଦ ପ୍ରତିଷ୍ଠା ବଢ଼ିବ। ସୋମ ଓ ମଙ୍ଗଳବାର: ବ୍ୟବସାୟରେ ଲାଭ ହେବ। ବୁଧ, ଗୁରୁ ଓ ଶୁକ୍ରବାର: ଦାମ୍ପତ୍ୟ ଜୀବନରେ ସୁଖ ସୌହାର୍ଦ୍ଦ ବଢ଼ିବ। ଶନିବାର: ରାଜନୀତିରେ ସଫଳତା ପାଇବେ।