publive-imageରବି, ସୋମ ଓ ମଙ୍ଗଳବାର: ସାମାଜିକ କାର୍ଯ୍ୟରେ ସମ୍ମାନ ପାଇବେ। ବୁଧ ଓ ଗୁରୁବାର: କାରବାର ବୃଦ୍ଧି ଲାଗି ସମୟ ଭଲ। ଶୁକ୍ର ଓ ଶନିବାର: ପ୍ରେମୀଯୁଗଳଙ୍କ ସମ୍ବନ୍ଧରେ ମଧୁରତା ରହିବ।

Advertisment

publive-imageରବି, ସୋମ ଓ ମଙ୍ଗଳବାର: ଉନ୍ନତି ପାଇଁ ନୂଆ ସାଧନ ପାଇବେ। ବୁଧ ଓ ଗୁରୁବାର: ବ୍ୟକ୍ତିଗତ ଜୀବନରେ ଦାୟିତ୍ବ ବଢ଼ିପାରେ। ଶୁକ୍ର ଓ ଶନିବାର: ନିଜର ବ୍ୟବହାର ମାର୍ଜିତ କରିବା ଲାଗି ଚେଷ୍ଟା କରିବେ।

publive-imageରବି, ସୋମ ଓ ମଙ୍ଗଳବାର: ମନରେ ନୂଆ ନୂଆ ବିଚାର ଆସିବ। ବୁଧ ଓ ଗୁରୁବାର: ସରକାରୀ କାମରେ ସଫଳତା ପାଇବେ। ଶୁକ୍ର ଓ ଶନିବାର: ବ୍ୟବସାୟ ବୃଦ୍ଧି ଲାଗି ଅଧିକ ପରିଶ୍ରମ କରିବେ।

publive-image

ରବି, ସୋମ ଓ ମଙ୍ଗଳବାର: ନୂଆ କାମ ହାସଲ କରିବେ। ବୁଧ ଓ ଗୁରୁବାର: ଜୀବନରେ ସକାରାତ୍ମକ ପରିବର୍ତ୍ତନ ଆସିବ। ଶୁକ୍ର ଓ ଶନିବାର: ଜୀବନସାଥୀଠାରୁ କିଛି ଉପହାର ପାଇବେ।

publive-imageରବି, ସୋମ ଓ ମଙ୍ଗଳବାର: କ୍ୟାରିୟରର ଗ୍ରାଫ୍‌ ଉଚ୍ଚା ରହିବ। ବୁଧ ଓ ଗୁରୁବାର: ଚାକିରିରେ ମନଲାଖି ପରିବର୍ତ୍ତନ ହେବ। ଶୁକ୍ର ଓ ଶନିବାର: ନୂଆ କଥା କିଛି ଜାଣିପାରିବେ।

publive-imageରବି, ସୋମ ଓ ମଙ୍ଗଳବାର: ଜୀବନ ଭଲ ଢଙ୍ଗରେ ଜିଇବା ପାଇଁ ପ୍ରୟାସ କରିବେ। ବୁଧ ଓ ଗୁରୁବାର: ସକାରାତ୍ମକ ଲୋକଙ୍କ ପରାମର୍ଶରେ ଲାଭ ହେବ। ଶୁକ୍ର ଓ ଶନିବାର: ପଦପ୍ରତିଷ୍ଠା ବଢ଼ିବ।

publive-imageରବି, ସୋମ ଓ ମଙ୍ଗଳବାର: ନୂଆ ଚାକିରିର ସୁଯୋଗ ରହିଛି। ବୁଧ ଓ ଗୁରୁବାର: ଜମି ବ୍ୟବସାୟୀଙ୍କୁ ଲାଭ ହେବ। ଶୁକ୍ର ଓ ଶନିବାର: ଅନ୍ୟମାନଙ୍କୁ ନିଜ କଥାରେ ଆକର୍ଷିତ କରିନେବେ।

publive-imageରବି, ସୋମ ଓ ମଙ୍ଗଳବାର: ସଠିକ୍‌ ଯୋଜନା ପ୍ରସ୍ତୁତ କରିବେ। ବୁଧ ଓ ଗୁରୁବାର: ସମାଜରେ ପ୍ରସିଦ୍ଧି ବଢ଼ିବ। ଶୁକ୍ର ଓ ଶନିବାର: ଜମି ଓ ଭବନରେ ନିବେଶ ପାଇଁ ଭାବିପାରନ୍ତି।

publive-imageରବି, ସୋମ ଓ ମଙ୍ଗଳବାର: ନୂଆ କାମ କରିବା ଲାଗି ନୂଆ ପଦ୍ଧତି ଉପରେ ବିଚାର କରିବେ। ବୁଧ ଓ ଗୁରୁବାର: କାମରେ ସକାରାତ୍ମକ ଫଳ ପାଇବେ। ଶୁକ୍ର ଓ ଶନିବାର: ପୁତ୍ର ପକ୍ଷରୁ ସୁଖ ପାଇବେ।

publive-imageରବି, ସୋମ ଓ ମଙ୍ଗଳବାର: ସମାଜରେ ଆପଣଙ୍କର ଭାବମୂର୍ତ୍ତି ଭଲ ହେବ। ବୁଧ ଓ ଗୁରୁବାର: କାମ କରିବା ସମୟରେ ମନ ଶାନ୍ତ ରଖନ୍ତୁ। ଶୁକ୍ର ଓ ଶନିବାର: ପରୀକ୍ଷାରେ ଭଲ ପ୍ରଦର୍ଶନ କରିବେ।

publive-image

ରବି, ସୋମ ଓ ମଙ୍ଗଳବାର: ଜୀବନରେ କିଛି ପରିବର୍ତ୍ତନ ଆସିବ। ବୁଧ ଓ ଗୁରୁବାର: ରାଜନୀତିକ କାର୍ଯ୍ୟରେ ରୁଚି ବଢ଼ିବ। ଶୁକ୍ର ଓ ଶନିବାର: ବ୍ୟବହାରରେ ସଂଯମତା ରଖନ୍ତୁ।

publive-imageରବି, ସୋମ ଓ ମଙ୍ଗଳବାର: ମହତ୍ତ୍ବପୂର୍ଣ୍ଣ କାର୍ଯ୍ୟ ସଂପନ୍ନ ହେବ। ବୁଧ ଓ ଗୁରୁବାର: କମ୍‌ ପରିଶ୍ରମରେ ଯଥେଷ୍ଟ ଲାଭ ପାଇବେ। ଶୁକ୍ର ଓ ଶନିବାର: ଦାମ୍ପତ୍ୟ ଜୀବନରେ ଖୁସି ରହିବ।