ଜାଣନ୍ତୁ ଏ ସପ୍ତାହର ରାଶିଫଳ

ରବି ଓ ସୋମବାର: ପୂର୍ବ ବିବାଦ ସମ୍ମୁଖକୁ ଆସିପାରେ। ମଙ୍ଗଳ ଓ ବୁଧବାର: ମାନସିକ ରୂପେ ଖୁସି ରହିବେ। ଗୁରୁ ଓ ଶୁକ୍ରବାର: ଧନଲାଭ ହେବ। ଶନିବାର: ପ୍ରେମରେ ସଫଳତା ପାଇବେ।

ରବି ଓ ସୋମବାର: ବୈବାହିକ ଜୀବନ ଖୁସିଭରା ରହିବ। ମଙ୍ଗଳ ଓ ବୁଧବାର: ସମ୍ମାନିତ ଲୋକଙ୍କ ସହ ମିଶିବେ। ଗୁରୁ ଓ ଶୁକ୍ରବାର: ବେପାରରେ ଲାଭ ପାଇବେ। ଶନିବାର: ଶତ୍ରୁଙ୍କୁ ପରାସ୍ତ କରିବେ।

ରବି ଓ ସୋମବାର: ଧନପ୍ରାପ୍ତିର ଯୋଗ ରହିଛି। ମଙ୍ଗଳ ଓ ବୁଧବାର: ଚାକିରିର ସୁଯୋଗ ଆସିବ। ଗୁରୁ ଓ ଶୁକ୍ରବାର: ଘରକୁ କୁଣିଆ ଆସିବେ। ଶନିବାର: ପ୍ରିୟଜନ ମିଳନ।

ରବି ଓ ସୋମବାର: ମାନପ୍ରତିଷ୍ଠା ବୃଦ୍ଧି ହେବ। ମଙ୍ଗଳ ଓ ବୁଧବାର: ଦାମ୍ପତ୍ୟ ଜୀବନରେ ଖୁସି ଆସିବ। ଗୁରୁ ଓ ଶୁକ୍ରବାର: ଉନ୍ନତି ପାଇଁ ସୁଯୋଗ ପାଇବେ। ଶନିବାର: ବନ୍ଧୁ ମିଳନ।

ରବି ଓ ସୋମବାର: ଭାବିଥିବା କାମ ପୂରା ହେବ। ମଙ୍ଗଳ ଓ ବୁଧବାର: କାମରେ ଅନ୍ୟମାନଙ୍କର ସହଯୋଗ ପାଇବେ। ଗୁରୁ ଓ ଶୁକ୍ରବାର: ପ୍ରେମ ସଂପର୍କ ନିବିଡ଼ ହେବ। ଶନିବାର: ଆୟ ବଢ଼ିବ।

ରବି ଓ ସୋମବାର: ଅଧୁରା କାମ ପୂରା ହେବ। ମଙ୍ଗଳ ଓ ବୁଧବାର: ବିବାହିତଙ୍କ ଲାଗି ସମୟ ଭଲ। ଗୁରୁ ଓ ଶୁକ୍ରବାର: ବ୍ୟବହାର ମଧୁର ରଖନ୍ତୁ। ଶନିବାର: ଧନଲାଭ ହେବ।

ରବି ଓ ସୋମବାର: ଭାବୁକ ହୋଇପାରନ୍ତି। ମଙ୍ଗଳ ଓ ବୁଧବାର: ବନ୍ଧୁ ଆର୍ଥିକ ସହାୟତା ମାଗିପାରନ୍ତି। ଗୁରୁ ଓ ଶୁକ୍ରବାର: କାମରେ ସୁନାମ ଅର୍ଜିବେ। ଶନିବାର: ସୁସମ୍ବାଦ ପାଇବେ।

ରବି ଓ ସୋମବାର: ଧ୍ୟାନ ଧାର୍ମିକ କାର୍ଯ୍ୟରେ ରହିବ। ମଙ୍ଗଳ ଓ ବୁଧବାର: ପ୍ରେମ ଜୀବନ ଭଲ ରହିବ। ଗୁରୁ ଓ ଶୁକ୍ରବାର: ବ୍ୟବସାୟରେ ଯାତ୍ରା ଫଳପ୍ରଦ ହେବ। ଶନିବାର: ଖର୍ଚ୍ଚ ବଢ଼ିପାରେ।

ରବି ଓ ସୋମବାର: ଘର ଲୋକଙ୍କ ସହଯୋଗ ପାଇବେ। ମଙ୍ଗଳ ଓ ବୁଧବାର: କାମରେ ସଫଳତା ପାଇବେ। ଗୁରୁ ଓ ଶୁକ୍ରବାର: ରାଜନୀତିରେ ସଫଳତା ପାଇବେ। ଶନିବାର: ଆୟ ବଢ଼ିବ।

ରବି ଓ ସୋମବାର: ପ୍ରେମ ସଂପର୍କ ନିବିଡ଼ ହେବ। ମଙ୍ଗଳ ଓ ବୁଧବାର: କାରବାରରେ ଲାଭ ହେବ। ଗୁରୁ ଓ ଶୁକ୍ରବାର: ଧର୍ମ କାର୍ଯ୍ୟରେ ମନ ଲାଗିବ। ଶନିବାର: ଚାକିରିରେ ଉନ୍ନତି ହେବ।

ରବି ଓ ସୋମବାର: ଜୀବନରେ କିଛି ପରିବର୍ତ୍ତନ ଆସିବ। ମଙ୍ଗଳ ଓ ବୁଧବାର: ପଦୋନ୍ନତି ହୋଇପାରେ। ଗୁରୁ ଓ ଶୁକ୍ରବାର: ସ୍ବାସ୍ଥ୍ୟ ଅବନତି ଦେଖାଦେବ। ଶନିବାର: ଭାଗ୍ୟରେ ବୃଦ୍ଧି ହେବ।

ରବି ଓ ସୋମବାର: ଧନପ୍ରାପ୍ତିର ଯୋଗ ରହିଛି। ମଙ୍ଗଳ ଓ ବୁଧବାର: ବେପାର ବୃଦ୍ଧି ପାଇଁ ଯୋଜନା ଲାଗୁ କରିବେ। ଗୁରୁ ଓ ଶୁକ୍ରବାର: ପ୍ରେମ ଜୀବନ ଭଲ ରହିବ। ଶନିବାର: ମନ ଉଦାସ ରହିବ।

ସମ୍ବନ୍ଧିତ ଖବର