ଜାଣନ୍ତୁ ଏ ସପ୍ତାହର ରାଶିଫଳ

 

ରବିବାର: ବନ୍ଧୁର ସାହାଯ୍ୟ ନେବେ। ସୋମ, ମଙ୍ଗଳ ଓ ବୁଧବାର: ସବୁ କାମରେ ସଫଳତା ପାଇବେ। ଗୁରୁ ଓ ଶୁକ୍ରବାର: କବିମାନଙ୍କ ଲାଗି ସମୟ ଭଲ। ଶନିବାର: ବିବାଦଠାରୁ ଦୂରରେ ରହନ୍ତୁ।

 

ରବିବାର: ପ୍ରିୟଜନ ମିଳନ। ସୋମ, ମଙ୍ଗଳ ଓ ବୁଧବାର: କାମ ବିନା ବାଧାରେ ପୂରା ହେବ। ଗୁରୁ ଓ ଶୁକ୍ରବାର: ଛାତ୍ରଛାତ୍ରୀଙ୍କର ପାଠପଢ଼ାରେ ମନ ଲାଗିବ। ଶନିବାର: ଧନଲାଭ ହେବ।

ରବିବାର: ପଦ, ପ୍ରତିଷ୍ଠା ବୃଦ୍ଧି ହେବ। ସୋମ, ମଙ୍ଗଳ ଓ ବୁଧବାର: ଦାମ୍ପତ୍ୟ ଜୀବନରେ ମଧୁରତା ବଢ଼ିବ। ଗୁରୁ ଓ ଶୁକ୍ରବାର: ଛାତ୍ର କିଛି ନୂଆ ଶିଖିବେ। ଶନିବାର: ପାଖକୁ ନୂଆ ଦାୟିତ୍ବ ଆସିବ।

ରବିବାର: କାମ ସହଜରେ ପୂରା ହେବ। ସୋମ, ମଙ୍ଗଳ ଓ ବୁଧବାର: ନବବିବାହିତଙ୍କ ଲାଗି ସମୟ ଭଲ। ଗୁରୁ ଓ ଶୁକ୍ରବାର: ବ୍ୟବସାୟରେ ଧନଲାଭ ହେବ। ଶନିବାର: ମାନସମ୍ମାନରେ ବୃଦ୍ଧି ହେବ।

ରବିବାର: ଧର୍ମ କର୍ଯ୍ୟରେ ରୁଚି ବଢ଼ିବ। ସୋମ, ମଙ୍ଗଳ ଓ ବୁଧବାର: କ୍ୟାରିୟର ପାଇଁ ସୁଯୋଗ ପାଇବେ। ଗୁରୁ ଓ ଶୁକ୍ରବାର: ପ୍ରେମ ସମ୍ବନ୍ଧ ନିବିଡ଼ ହେବ। ଶନିବାର: ଖର୍ଚ୍ଚ ବଢ଼ିପାରେ।

ରବିବାର: କ୍ୟାରିୟରରେ ଦିଗ ବଦଳାଇପାରନ୍ତି। ସୋମ, ମଙ୍ଗଳ ଓ ବୁଧବାର: ବ୍ୟବସାୟରେ ଲାଭ ପାଇବେ। ଗୁରୁ ଓ ଶୁକ୍ରବାର: ଚାକିରିରେ ଉନ୍ନତି ହେବ। ଶନିବାର: ସମ୍ବନ୍ଧରେ ମଧୁରତା ଆସିବ।

 

ରବିବାର: ଆର୍ଥିକ ସ୍ଥିତି ସ୍ବଚ୍ଛଳ ରହିବ। ସୋମ, ମଙ୍ଗଳ ଓ ବୁଧବାର: ସବୁ ସମସ୍ୟାର ଅନ୍ତ ହେବ। ଗୁରୁ ଓ ଶୁକ୍ରବାର: ସଠିକ୍‌ ଯୋଜନା ପ୍ରସ୍ତୁତ କରିବେ। ଶନିବାର: ମନରେ ନୂଆ ନୂଆ ବିଚାର ଆସିବ।

ରବିବାର: ସାମାଜିକ ଜୀବନ ଭଲ ରହିବ। ସୋମ, ମଙ୍ଗଳ ଓ ବୁଧବାର: ବ୍ୟବସାୟରେ ଉନ୍ନତି ହେବ। ଗୁରୁ ଓ ଶୁକ୍ରବାର: କାମ କରିବା ସମୟରେ ମନ ଶାନ୍ତ ରଖନ୍ତୁ। ଶନିବାର: ଧ୍ୟାନ ଧର୍ମ କାର୍ଯ୍ୟରେ ରହିବ।

 

ରବିବାର: ନୂଆ କାମରେ ରୁଚି ବଢ଼ିବ। ସୋମ, ମଙ୍ଗଳ ଓ ବୁଧବାର: ଲୋକପ୍ରିୟତା ବୃଦ୍ଧି ହେବ। ଗୁରୁ ଓ ଶୁକ୍ରବାର: ସାମାଜିକ କ୍ଷେତ୍ରରେ ସକ୍ରିୟତା ବଢ଼ିବ। ଶନିବାର: ବନ୍ଧୁର ସାହାଯ୍ୟ ନେଇପାରନ୍ତି।

 

ରବିବାର: ଘର ପ୍ରତି ଦାୟିତ୍ବ ବଢ଼ିବ। ସୋମ, ମଙ୍ଗଳ ଓ ବୁଧବାର: ମକଦ୍ଦମାରେ ଜୟଲାଭ କରିବେ। ଗୁରୁଓ ଶୁକ୍ରବାର: ପରିଶ୍ରମର ସୁଫଳ ପାଇବେ। ଶନିବାର: ପ୍ରେମ ଜୀବନ ଭଲ ରହିବ।

 

ରବିବାର: ସବୁ କଷ୍ଟ ଦୂର ହେବ। ସୋମ, ମଙ୍ଗଳ ଓ ବୁଧବାର: ରାଜନୀତିରେ ସଫଳତା ପାଇବେ। ଗୁରୁ ଓ ଶୁକ୍ରବାର: ଆଗକୁ ବଢ଼ିବା ପାଇଁ କିଛି ନୂଆ ଭାବିବେ। ଶନିବାର: ଆର୍ଥିକ ଲାଭ ପାଇବେ।

ରବିବାର: ଆୟ ବୃଦ୍ଧି ହେବ। ସୋମ, ମଙ୍ଗଳ ଓ ବୁଧବାର: କାମରେ ପୁଞ୍ଜି ଲଗାଇପାରନ୍ତି। ଗୁରୁ ଓ ଶୁକ୍ରବାର: ଚାକିରିଆଙ୍କୁ ନୂଆ କାମ ମିଳିପାରେ। ଶନିବାର: ପ୍ରିୟଜନଙ୍କ ସହ ସମ୍ବନ୍ଧ ମଜଭୁତ ହେବ।

ସମ୍ବନ୍ଧିତ ଖବର