ଜାଣନ୍ତୁ ଏ ସପ୍ତାହର ରାଶିଫଳ

ରବି, ସୋମ ଓ ମଙ୍ଗଳବାର: ମୁରବିଙ୍କ ପରାମର୍ଶ ଫଳପ୍ରଦ ହେବ। ବୁଧ ଓ ଗୁରୁବାର: ଅଫିସ୍‌ରେ କାମ ବଢ଼ିପାରେ। ଶୁକ୍ର ଓ ଶନିବାର: ଜୀବନରେ ଖୁସି ଆସିବ।

ରବି, ସୋମ ଓ ମଙ୍ଗଳବାର: ରୋଜଗାରର ସୁଯୋଗ ପାଇବେ। ବୁଧ ଓ ଗୁରୁବାର: ଆପଣଙ୍କ କଥାରେ ଲୋକେ ପ୍ରଭାବିତ ହେବେ। ଶୁକ୍ର ଓ ଶନିବାର: ଛାତ୍ରଛାତ୍ରୀ ଫଳ ଚିନ୍ତା ନ କରି ପରିଶ୍ରମ କରନ୍ତୁ।

ରବି, ସୋମ ଓ ମଙ୍ଗଳବାର: ଲାଗି ରହିଥିବା ସମସ୍ୟାର ସମାଧାନ ହେବ। ବୁଧ ଓ ଗୁରୁବାର: କାମରେ ଯଥେଷ୍ଟ ଲାଭ ପାଇବେ। ଶୁକ୍ର ଓ ଶନିବାର: ପ୍ରେମୀଯୁଗଳଙ୍କ ଲାଗି ସମୟ ଭଲ।

ରବି, ସୋମ ଓ ମଙ୍ଗଳବାର: କାମ କରିବା ସମୟରେ ମନ ଶାନ୍ତ ରଖନ୍ତୁ। ବୁଧ ଓ ଗୁରୁବାର: ଧର୍ମ କାର୍ଯ୍ୟରେ ମନ ଲାଗିବ। ଶୁକ୍ର ଓ ଶନିବାର: ବ୍ୟବସାୟରେ ଦିଗୁଣା ବୃଦ୍ଧି ହେବ।

ରବି, ସୋମ ଓ ମଙ୍ଗଳବାର: ସାମାଜିକ କ୍ଷେତ୍ରରେ ସକ୍ରିୟତା ବଢ଼ିବ। ବୁଧ ଓ ଗୁରୁବାର: ଭଲ କଂପାନିରେ ଚାକିରିର ପ୍ରସ୍ତାବ ଆସିବ। ଗୁରୁ ଓ ଶୁକ୍ରବାର: ସବୁ ଚିନ୍ତା ଦୂର ହେବ।

ରବି, ସୋମ ଓ ମଙ୍ଗଳବାର: ଆର୍ଥିକ ଲାଭର ସମ୍ଭାବନା। ବୁଧ ଓ ଗୁରୁବାର: କରିଆସୁଥିବା ଚେଷ୍ଟାରେ ସଫଳ ହେବେ। ଶୁକ୍ର ଓ ଶନିବାର: କାର୍ଯ୍ୟରେ ପରିବାର ଲୋକଙ୍କ ସାହାଯ୍ୟ ପାଇବେ।

ରବି, ସୋମ ଓ ମଙ୍ଗଳବାର: ଲାଗି ରହିଥିବା ଅଶାନ୍ତି ସମାପ୍ତ ହୋଇପାରେ। ବୁଧ ଓ ଗୁରୁବାର: ଚାଲେଞ୍ଜର ଦୃଢ଼ ଭାବେ ମୁକାବିଲା କରିବେ। ଶୁକ୍ର ଓ ଶନିବାର: ଦାମ୍ପତ୍ୟ ଜୀବନରେ ଖୁସି ଆସିବ।

ରବି, ସୋମ ଓ ମଙ୍ଗଳବାର: ନିଜ କାମରେ ସଂପୂର୍ଣ୍ଣ ରୂପେ ସଫଳତା ପାଇବେ। ବୁଧ ଓ ଗୁରୁବାର: ପ୍ରିୟ ବନ୍ଧୁ ସହ ମିଳନ ହେବ। ଶୁକ୍ର ଓ ଶନିବାର: ଶାରୀରିକ ଓ ମାନସିକ ରୂପେ ଠିକ୍‌ରେ ରହିବେ।

ରବି, ସୋମ ଓ ମଙ୍ଗଳବାର: କିଛି ନୂଆ ଶିକ୍ଷାଲାଭ କରିବେ। ବୁଧ ଓ ଗୁରୁବାର: କଠିନ ପରିସ୍ଥିତିରେ କିଛି ଲୋକଙ୍କର ସାହାଯ୍ୟ ପାଇବେ। ଶୁକ୍ର ଓ ଶନିବାର: ଧନଲାଭର ନୂଆ ମାର୍ଗ ଖୋଲିବ।

ରବି, ସୋମ ଓ ମଙ୍ଗଳବାର: କାରବାରରେ ଉନ୍ନତି ହେବ। ବୁଧ ଓ ଗୁରୁବାର: ମନର କଥା ପାଖ ଲୋକଙ୍କୁ କହିବେ। ଶୁକ୍ର ଓ ଶନିବାର: ସମସ୍ତଙ୍କ ଦୃଷ୍ଟିରେ ଭଲହୋଇ ରହିବେ।

ରବି, ସୋମ ଓ ମଙ୍ଗଳବାର: ପାରିବାରିକ ଖୁସିରେ ବୃଦ୍ଧି ହେବ। ବୁଧ ଓ ଗୁରୁବାର: କାର୍ଯ୍ୟ କ୍ଷେତ୍ରରେ ସଫଳତା ପାଇବେ। ଶୁକ୍ର ଓ ଶନିବାର: ବ୍ୟବସାୟ କାମରେ ଦୂର ସ୍ଥାନକୁ ଯିବେ।

ରବି, ସୋମ ଓ ମଙ୍ଗଳବାର: ଆୟ ଅପେକ୍ଷା ଖର୍ଚ୍ଚ ଅଧିକ ହେବ। ବୁଧ ଓ ଗୁରୁବାର: ନୂଆ ବେପାର ଆରମ୍ଭ କରିବା ଲାଗି ସମୟ ଶୁଭ। ଶୁକ୍ର ଓ ଶନିବାର: ବନ୍ଧୁମାନଙ୍କ ସହିତ ମିଳାମିଶା ବଢ଼ିବ।

ସମ୍ବନ୍ଧିତ ଖବର