ରବି, ସୋମ ଓ ମଙ୍ଗଳବାର: ଛାତ୍ରଙ୍କୁ ଭଲ ପରିଣାମ ମିଳିବ। ବୁଧ ଓ ଗୁରୁବାର: କାମ ସକାରାତ୍ମକ ରୂପେ ପୂରା ହେବ। ଶୁକ୍ର ଓ ଶନିବାର: ପାରିବାରିକ ଜୀବନ ଭଲ ରହିବ।
ରବି, ସୋମ ଓ ମଙ୍ଗଳବାର: ପୂର୍ବ ଚେଷ୍ଟାରେ ସଫଳ ହେବେ। ବୁଧ ଓ ଗୁରୁବାର: ବାପାମାଆଙ୍କ ସହଯୋଗ ପାଇବେ। ଶୁକ୍ର ଓ ଶନିବାର: ବିବାହ ସମସ୍ୟାର ସମାଧାନ ହେବ।
ରବି, ସୋମ ଓ ମଙ୍ଗଳବାର: କାମ ଭଲ ଭାବେ ପୂରା ହେବ। ବୁଧ ଓ ଗୁରୁବାର: ଦାମ୍ପତ୍ୟ ଜୀବନରେ ଖୁସି ଆସିବ। ଶୁକ୍ର ଓ ଶନିବାର: ପ୍ରଗତିରେ ଅବରୋଧ ହୋଇପାରେ।
ରବି, ସୋମ ଓ ମଙ୍ଗଳବାର: ଛାତ୍ରଛାତ୍ରୀଙ୍କ ଲାଗି ସମୟ ଭଲ। ବୁଧ ଓ ଗୁରୁବାର: ଭାଗ୍ୟ ବଦଳାଇବା ପାଇଁ ଭଲ ଅବସର ପାଇବେ। ଶୁକ୍ର ଓ ଶନିବାର: ଦାମ୍ପତ୍ୟ ଜୀବନରେ ସୌହାର୍ଦ ବଢ଼ିବ।
ରବି, ସୋମ ଓ ମଙ୍ଗଳବାର: ସମ୍ମାନାସ୍ପଦ ଲୋକଙ୍କ ସହ ମିଶିବେ। ବୁଧ ଓ ଗୁରୁବାର: ସକାରାତ୍ମକ ଭାବନା ଘେନି ଆଗକୁ ବଢ଼ିବେ। ଶୁକ୍ର ଓ ଶନିବାର: କାରବାରରେ ସଫଳତା ପାଇବେ।
ରବି, ସୋମ ଓ ମଙ୍ଗଳବାର: ସଫଳତା ଲାଗି ନୂଆ ସୁଯୋଗ ହାତକୁ ଆସିବ। ବୁଧ ଓ ଗୁରୁବାର: ରାଜନୀତିରେ ସଫଳତା ପାଇବେ। ଶୁକ୍ର ଓ ଶନିବାର: ମାନସିକ ରୂପେ ଖୁସି ରହିବେ।
ରବି, ସୋମ ଓ ମଙ୍ଗଳବାର: ବିଦ୍ୟାର୍ଥୀଙ୍କର ପାଠପଢ଼ାରେ ମନ ଲାଗିବ। ବୁଧ ଓ ଗୁରୁବାର: ଭଲ ଲୋକଙ୍କ ସହ ସାକ୍ଷାତ ହେବ। ଶୁକ୍ର ଓ ଶନିବାର: ବ୍ୟବସାୟର ପ୍ରଗତି ଲାଗି ସମୟ ଭଲ।
ରବି, ସୋମ ଓ ମଙ୍ଗଳବାର: ନୂଆ କାମ ହାସଲ କରିବେ। ବୁଧ ଓ ଗୁରୁବାର: ସକାରାତ୍ମକ ମନୋଭାବ ନେଇ କାର୍ଯ୍ୟ କରନ୍ତୁ। ଶୁକ୍ର ଓ ଶନିବାର: କାରବାରରେ ଭାଇର ସହଯୋଗ ପାଇବେ।
ରବି, ସୋମ ଓ ମଙ୍ଗଳବାର: ଅର୍ଥର ଅଭାବ ଅନୁଭବ କରିବେ। ବୁଧ ଓ ଗୁରୁବାର: କିଣାବିକା ଲାଗି ସମୟ ଭଲ। ଶୁକ୍ର ଓ ଶନିବାର: ଉପାର୍ଜନ ଲାଗି ନୂଆ ଜ୍ଞାନ ପାଇବେ।
ରବି, ସୋମ ଓ ମଙ୍ଗଳବାର: ପ୍ରେମିକ ପ୍ରେମିକାଙ୍କ ଲାଗି ସମୟ ଭଲ। ବୁଧ ଓ ଗୁରୁବାର: ଆବଶ୍ୟକତା ଅନୁସାରେ ଖର୍ଚ୍ଚ କରନ୍ତୁ। ଶୁକ୍ର ଓ ଶନିବାର: ଆଗକୁ ବଢ଼ିବା ଲାଗି ସମୟ ଭଲ।
ରବି, ସୋମ ଓ ମଙ୍ଗଳବାର: କାମ ପୂରା କରିବା ଲାଗି ବରିଷ୍ଠଙ୍କ ସାହାଯ୍ୟ ପାଇବେ। ବୁଧ ଓ ଗୁରୁବାର: ବ୍ୟବସାୟ କାମରେ ଦୂର ସ୍ଥାନକୁ ଯାଇପାରନ୍ତି। ଶୁକ୍ର ଓ ଶନିବାର: ଖର୍ଚ୍ଚ ବଢ଼ିପାରେ।
ରବି, ସୋମ ଓ ମଙ୍ଗଳବାର: ମନରେ ସକାରାତ୍ମକ ଭାବନା ଆସିବ। ବୁଧ ଓ ଗୁରୁବାର: ବେପାରରେ ଗତି ବୃଦ୍ଧି ହେବ। ଶୁକ୍ର ଓ ଶନିବାର: ନବବିବାହିତଙ୍କ ଲାଗି ସମୟ ଭଲ।