publive-image

Advertisment

ରବି ଓ ସୋମବାର: ଘର ପ୍ରତି ଦାୟିତ୍ବ ବଢ଼ିବ। ମଙ୍ଗଳ ଓ ବୁଧବାର: ବିବାହିତାଙ୍କ ଲାଗି ସମୟ ଭଲ। ଗୁରୁ ଓ ଶୁକ୍ରବାର: ଛାତ୍ର କିଛି ନୂଆ ଶିଖିବେ। ଶନିବାର: ଧନପ୍ରାପ୍ତି ହେବ।

publive-image

ରବି ଓ ସୋମବାର: ଶିକ୍ଷା କ୍ଷେତ୍ରରେ ସଫଳତା ପାଇବେ। ମଙ୍ଗଳ ଓ ବୁଧବାର: ବ୍ୟବସାୟୀଙ୍କୁ ଧନଲାଭ ହେବ। ଗୁରୁ ଓ ଶୁକ୍ରବାର: ଭାବିଚିନ୍ତି ଖର୍ଚ୍ଚ କରନ୍ତୁ। ଶନିବାର: ଖୁସି ଖବର ପାଇବେ।

publive-image

ରବି ଓ ସୋମବାର: ବେପାର ବୃଦ୍ଧି ହେବ। ମଙ୍ଗଳ ଓ ବୁଧବାର: ନୂଆ ଚାକିରିର ସୁଯୋଗ ଆସିବ। ଗୁରୁ ଓ ଶୁକ୍ରବାର: ପ୍ରେମ ସମ୍ବନ୍ଧ ନିବିଡ଼ ହେବ। ଶନିବାର: ଆର୍ଥିକ ଉନ୍ନତି ହେବ।

publive-image

ରବି ଓ ସୋମବାର: ଦାମ୍ପତ୍ୟ ଜୀବନରେ ମଧୁରତା ବଢ଼ିବ। ମଙ୍ଗଳ ଓ ବୁଧବାର: ପ୍ରଭୁଙ୍କ ପ୍ରତି ଆସ୍ଥା ବଢ଼ିବ। ଗୁରୁ ଓ ଶୁକ୍ରବାର: ବେପାରରେ ଲାଭ ହେବ। ଶନିବାର: ପଦପ୍ରତିଷ୍ଠା ବୃଦ୍ଧି ହେବ।

publive-image

ରବି ଓ ସୋମବାର: ଅଧୁରା କାମ ପୂରା ହେବ। ମଙ୍ଗଳ ଓ ବୁଧବାର: ଅନ୍ୟମାନଙ୍କର ସହଯୋଗ ପାଇବେ। ଗୁରୁ ଓ ଶୁକ୍ରବାର: ଚାକିରିଆଙ୍କୁ ନୂଆ ଦାୟିତ୍ବ ମିଳିବ। ଶନିବାର: ଧନଲାଭ ହେବ।

publive-image

ରବି ଓ ସୋମବାର: ନୂଆ ବିଚାରରେ ପରିପୂର୍ଣ୍ଣ ରହିବେ। ମଙ୍ଗଳ ଓ ବୁଧବାର: ନବଦମ୍ପତିଙ୍କ ଲାଗି ସମୟ ଭଲ। ଗୁରୁ ଓ ଶୁକ୍ରବାର: ମନ ଉଦାସ ରହିବ। ଶନିବାର: ଧର୍ମ କାର୍ଯ୍ୟରେ ରୁଚି ବଢ଼ିବ।

publive-image

ରବି ଓ ସୋମବାର: ଗବେଷଣା କାମରେ ମନ ଲାଗିବ। ମଙ୍ଗଳ ଓ ବୁଧବାର: ଭଲ ସୁଯୋଗ ପାଇବେ। ଗୁରୁ ଓ ଶୁକ୍ରବାର: ସମାଜରେ ପ୍ରଭାବ ବଢ଼ିବ। ଶନିବାର: ବିବାଦଠାରୁ ଦୂରରେ ରହନ୍ତୁ।

publive-image

ରବି ଓ ସୋମବାର: ଜମିରେ ନିବେଶ କରିପାରନ୍ତି। ମଙ୍ଗଳ ଓ ବୁଧବାର: କିଛି ନୂଆ କରିବାକୁ ଭାବିବେ। ଗୁରୁ ଓ ଶୁକ୍ରବାର: ବ୍ୟବସାୟରେ ଦିଗୁଣା ବୃଦ୍ଧି ହେବ। ଶନିବାର: ପ୍ରେମ ଜୀବନ ଭଲ ରହିବ।

publive-image

ରବି ଓ ସୋମବାର: କଳାକାରଙ୍କୁ ଲାଭ ମିଳିବ। ମଙ୍ଗଳ ଓ ବୁଧବାର: ସବୁ ଇଚ୍ଛା ପୂର୍ଣ୍ଣ ହେବ। ଗୁରୁ ଓ ଶୁକ୍ରବାର: ଲେଖାପଢ଼ାରେ ମନ ଲାଗିବ। ଶନିବାର: ମକଦ୍ଦମାରେ ଜୟଲାଭ କରିବେ।

publive-image

ରବି ଓ ସୋମବାର: ଘରର କ୍ଳେଶ ଦୂର ହେବ। ମଙ୍ଗଳ ଓ ବୁଧବାର: ସରକାରୀ କାମରେ ସଫଳତା ପାଇବେ। ଗୁରୁ ଓ ଶୁକ୍ରବାର: ଯାନ କିଣିବା ଲାଗି ମନ ବଳିବ। ଶନିବାର: ସ୍ବଭାବକୁ ନରମ ରଖନ୍ତୁ।

publive-image

ରବି ଓ ସୋମବାର: ଭଲ କାମ ପାଇଁ ସମ୍ମାନିତ ହେବେ। ମଙ୍ଗଳ ଓ ବୁଧବାର: ଆର୍ଥିକ ସ୍ଥିତିରେ ପ୍ରଗତି ହେବ। ଗୁରୁ ଓ ଶୁକ୍ରବାର: ସବୁ କଷ୍ଟ ନିବାରଣ ହେବ। ଶନିବାର: ଘରକୁ କୁଣିଆ ଆସିବେ।

publive-imageରବି ଓ ସୋମବାର: ଭାବିଚିନ୍ତି ଖର୍ଚ୍ଚ କରନ୍ତୁ। ମଙ୍ଗଳ ଓ ବୁଧବାର: ପ୍ରେମ ସମ୍ବନ୍ଧରେ ପ୍ରଗାଢ଼ତା ଆସିବ। ଗୁରୁ ଓ ଶୁକ୍ରବାର: କାର୍ଯ୍ୟ କ୍ଷେତ୍ରରେ ପ୍ରଶଂସା ପାଇବେ। ଶନିବାର: ଭ୍ରମଣ ସୁଖଦ ରହିବ।