ରବି ଓ ସୋମବାର: ଜୀବନସାଥୀ ସହିତ ସମ୍ବନ୍ଧ ମଧୁର ହେବ। ମଙ୍ଗଳ ଓ ବୁଧବାର: ବ୍ୟବସାୟରେ ଲାଭ ହେବ। ଗୁରୁ, ଶୁକ୍ର ଓ ଶନିବାର: ବିଦେଶ ଯିବାର ସ୍ବପ୍ନ ପୂରା ହୋଇପାରେ।
ରବି ଓ ସୋମବାର: ଉନ୍ନତି ଲାଗି ସୁଯୋଗ ପାଇବେ। ମଙ୍ଗଳ ଓ ବୁଧବାର: ବାଣୀ ଓ ବ୍ୟବହାରରେ ମଧୁରତା ଆଣିବେ। ଗୁରୁ, ଶୁକ୍ର ଓ ଶନିବାର: ଅଧ୍ୟୟନରେ ଭଲ ପରିଣାମ ପାଇବେ।
ରବି ଓ ସୋମବାର: ବୈବାହିକ ଜୀବନ ସୁଖମୟ ହେବ। ମଙ୍ଗଳ ଓ ବୁଧବାର: ଚାକିରିଜୀବୀଙ୍କର ଉନ୍ନତି ହେବ। ଗୁରୁ, ଶୁକ୍ର ଓ ଶନିବାର: ଭଲ ଢଙ୍ଗରେ କାମ କରିବାକୁ ଚେଷ୍ଟା କରିବେ।
ରବି ଓ ସୋମବାର: ପରିବାର ଲୋକଙ୍କ ସହଯୋଗ ପାଇବେ। ମଙ୍ଗଳ ଓ ବୁଧବାର: କୋର୍ଟ କଚେରି ମାମଲାରେ କିଛି ବାଧା ଆସିପାରେ। ଗୁରୁ, ଶୁକ୍ର ଓ ଶନିବାର: ନୂଆ କାମ କରିବା ଲାଗି ଭାବିବେ।
ରବି ଓ ସୋମବାର: ବ୍ୟବସାୟୀଙ୍କୁ ଭଲ ପରିଣାମ ମିଳିବ। ମଙ୍ଗଳ ଓ ବୁଧବାର: ଜୀବନସାଥୀଠାରୁ କାମରେ ସାହାଯ୍ୟ ପାଇବେ। ଗୁରୁ, ଶୁକ୍ର ଓ ଶନିବାର: ଖର୍ଚ୍ଚ କମ୍ କରିବାକୁ ଚେଷ୍ଟା କରନ୍ତୁ।
ରବି ଓ ସୋମବାର: ପୂରା ଧ୍ୟାନ ନିଜ କାମରେ ଲଗାଇବେ। ମଙ୍ଗଳ ଓ ବୁଧବାର: ନିବେଶ ପୂର୍ବରୁ ଭଲ ଭାବେ ପରୀକ୍ଷା ନିରୀକ୍ଷା କରିନିଅନ୍ତୁ। ଗୁରୁ, ଶୁକ୍ର ଓ ଶନିବାର: ଆୟ ବୃଦ୍ଧି ହେବ।
ରବି ଓ ସୋମବାର: କାନୁନ ମାମଲାରେ ବନ୍ଧୁର ସାହାଯ୍ୟ ପାଇବେ। ମଙ୍ଗଳ ଓ ବୁଧବାର: ଅଫିସ୍ରେ ଆପଣଙ୍କର କର୍ତ୍ତୃତ୍ବ ବଢ଼ିବ। ଗୁରୁ, ଶୁକ୍ର ଓ ଶନିବାର: ଦାମ୍ପତ୍ୟ ଜୀବନରେ ଭଲ ପରିଣାମ ପାଇବେ।
ରବି ଓ ସୋମବାର: ବେପାରୀବର୍ଗଙ୍କର ଆମଦାନି ବଢ଼ିବ। ମଙ୍ଗଳ ଓ ବୁଧବାର: ବିଦ୍ୟାର୍ଥୀଙ୍କୁ ପରିଶ୍ରମର ଭଲ ପରିଣାମ ମିଳିବ। ଗୁରୁ, ଶୁକ୍ର ଓ ଶନିବାର: ଜମି ବ୍ୟବସାୟ ସୁରୁଖୁରରେ ହେବ।
ରବି ଓ ସୋମବାର: ବ୍ୟବସାୟ କାର୍ଯ୍ୟରେ ପ୍ରଗତି ହେବ। ମଙ୍ଗଳ ଓ ବୁଧବାର: କଲ୍ୟାଣକାରୀ ଯୋଜନାରେ ଯୋଡ଼ିପାରନ୍ତି। ଗୁରୁ, ଶୁକ୍ର ଓ ଶନିବାର: ପୂର୍ବ କାର୍ଯ୍ୟର ପ୍ରଶଂସା ପାଇବେ।
ରବି ଓ ସୋମବାର: କଳା କ୍ଷେତ୍ରରେ ଥିବା ଲୋକଙ୍କ ଲାଗି ସମୟ ଭଲ। ମଙ୍ଗଳ ଓ ବୁଧବାର: ପରିବାରରେ ଆପୋସ ତାଳମେଳ ରହିବ। ଗୁରୁ, ଶୁକ୍ର ଓ ଶନିବାର: କାର୍ଯ୍ୟ ସଫଳ ହେବ।
ରବି ଓ ସୋମବାର: ଲୋକେ ଆପଣଙ୍କ କଥାରେ ଧ୍ୟାନ ଦେବେ। ମଙ୍ଗଳ ଓ ବୁଧବାର: ସମୟ ସୁଖ ଓ ଶାନ୍ତିପୂର୍ବକ ବିତିବ। ଗୁରୁ, ଶୁକ୍ର ଓ ଶନିବାର: ବ୍ୟବସାୟରେ ପ୍ରତିଷ୍ଠା ଓ ଖ୍ୟାତି ମିଳିବ।
ରବି ଓ ସୋମବାର: କୌଣସି ସହକର୍ମୀଙ୍କ ସହ ବନ୍ଧୁତା ହେବ। ମଙ୍ଗଳ ଓ ବୁଧବାର: ଆପଣଙ୍କ କାମର ପ୍ରଶଂସା ପାଇେବ। ଗୁରୁ, ଶୁକ୍ର ଓ ଶନିବାର: ଚାକିରି ବଦଳାଇବା ପାଇଁ ଭାବିପାରନ୍ତି।