publive-image

Advertisment

ରବି ଓ ସୋମବାର: ନିଜର ବ୍ୟବହାର ମାର୍ଜିତ କରବା ଲାଗି ଚେଷ୍ଟା କରିବେ। ମଙ୍ଗଳ ଓ ବୁଧବାର: ସମାଜ କାମରେ ପ୍ରସିଦ୍ଧି ବଢ଼ିବ। ଗୁରୁ, ଶୁକ୍ର ଓ ଶନିବାର: ଦାମ୍ପତ୍ୟ ଜୀବନରେ ଖୁସି ରହିବେ।

publive-image

ରବି ଓ ସୋମବାର: ଭ୍ରମଣ ପାଇଁ ଯୋଜନା କରିବେ। ମଙ୍ଗଳ ଓ ବୁଧବାର: ନୂଆ ଲୋକଙ୍କ ସହ ସମ୍ପର୍କରୁ ଲାଭ ପାଇବେ। ଗୁରୁ, ଶୁକ୍ର ଓ ଶନିବାର: ବ୍ୟବସରେ ବୃଦ୍ଧି ହେବ।

publive-image

ରବି ଓ ସୋମବାର: ଅସହାୟ ଲୋକଙ୍କୁ ସାହାଯ୍ୟ କରିବେ। ମଙ୍ଗଳ ଓ ବୁଧବାର: କ୍ୟାରିୟରରେ ପରବର୍ତ୍ତନ ହୋଇପାରେ। ଗୁରୁ, ଶୁକ୍ର ଓ ଶନିବାର: କାରବାର ବୃଦ୍ଧି ଲାଗି ସମୟ ଭଲ।

publive-image

ରବି ଓ ସୋମବାର: ଧନଲାଭ ପାଇଁ ସୁଯୋଗ ପାଇବେ। ମଙ୍ଗଳ ଓ ବୁଧବାର: କାର୍ଯ୍ୟ କ୍ଷେତ୍ରରେ ଭଲ ପ୍ରଦର୍ଶନ କରିବେ। ଗୁରୁ, ଶୁକ୍ର ଓ ଶନିବାର: ବୈବାହିକ ଜୀବନରେ ସୁଖ ବୃଦ୍ଧି ହେବ।

publive-image

ରବି ଓ ସୋମବାର: ପରିବାରରେ ସମସ୍ତେ ଖୁସି ରହିବେ। ମଙ୍ଗଳ ଓ ବୁଧବାର: ଆର୍ଥିକ ମାମଲାରେ ଲାଭ ପାଇବେ। ଗୁରୁ, ଶୁକ୍ର ଓ ଶନିବାର: ବ୍ୟବସାୟ କାମରେ ଅନୁକୂଳତା ବଜାୟ ରହିବ।

publive-image

ରବି ଓ ସୋମବାର: କେହି ଆପଣଙ୍କ କଥାରେ ପ୍ରଭାବିତ ହେବେ। ମଙ୍ଗଳ ଓ ବୁଧବାର: ସାମାଜିକ କାର୍ଯ୍ୟରେ ସହଯୋଗ କରିବେ। ଗୁରୁ, ଶୁକ୍ର ଓ ଶନିବାର: ସରକାରୀ କାମ ସଂପୂର୍ଣ୍ଣ ହେବ।

publive-image

ରବି ଓ ସୋମବାର: ଜୀବନ ଭଲରେ ଜିଇବା ପାଇଁ ପ୍ରୟାସ କରିବେ। ମଙ୍ଗଳ ଓ ବୁଧବାର: ଚାକିରିରେ ଭଲ ସୁଯୋଗ ପାଇବେ। ଗୁରୁ, ଶୁକ୍ର ଓ ଶନିବାର: କାମରେ ଦିଗୁଣା ଲାଭ ପାଇବେ।

publive-image

ରବି ଓ ସୋମବାର: ଚାକିରିରେ ମନପସନ୍ଦ ଜାଗାକୁ ବଦଳି ହୋଇପାରନ୍ତି। ମଙ୍ଗଳ ଓ ବୁଧବାର: କାହାରି ମାମଲାରେ ଦଖଲ ଦିଅନ୍ତୁ ନାହିଁ। ଗୁରୁ, ଶୁକ୍ର ଓ ଶନିବାର: ବୈବାହିକ ଜୀବନ ସୁଖମୟ ହେବ।

publive-image

ରବି ଓ ସୋମବାର: ସୋସିଆଲ୍‌ ମିଡିଆରେ ବନ୍ଧୁ ବଢ଼ିବେ। ମଙ୍ଗଳ ଓ ବୁଧବାର: କ୍ୟାରିୟର ସମ୍ବନ୍ଧରେ ନୂଆ ଅବସର ପାଇବେ। ଗୁରୁ, ଶୁକ୍ର ଓ ଶନିବାର: ରାଜନୀତିରେ ସଫଳତା ପାଇବେ।

publive-image

ରବି ଓ ସୋମବାର: ଅପବ୍ୟୟ ଉପରେ ନିୟନ୍ତ୍ରଣ ରଖନ୍ତୁ। ମଙ୍ଗଳ ଓ ବୁଧବାର: ଧର୍ମ କାର୍ଯ୍ୟରେ ମନ ଲାଗିବ। ଗୁରୁ, ଶୁକ୍ର ଓ ଶନିବାର: ବ୍ୟବସାୟରେ ଭଲ ଲାଭ ପାଇବେ।

publive-image

ରବି ଓ ସୋମବାର: ଧୈର୍ଯ୍ୟ ଧରି କାମ କରନ୍ତୁ, ଲାଭ ହେବ। ମଙ୍ଗଳ ଓ ବୁଧବାର: ବ୍ୟବସାୟୀଙ୍କୁ ଭାଗ୍ୟ ସହାୟ ହେବ। ଗୁରୁ, ଶୁକ୍ର ଓ ଶନିବାର: ନୂଆ ଚାକିରିର ସୁଯୋଗ ଆସିବ।

publive-imageରବି ଓ ସୋମବାର: ପ୍ରେମୀଯୁଗଳଙ୍କ ସମ୍ବନ୍ଧରେ ମଧୁରତା ବଢ଼ିବ। ମଙ୍ଗଳ ଓ ବୁଧବାର: ବିଶିଷ୍ଟ ବ୍ୟକ୍ତିଙ୍କ ସହଯୋଗ ପାଇବେ। ଗୁରୁ, ଶୁକ୍ର ଓ ଶନିବାର: ଧନପ୍ରାପ୍ତି ପାଇଁ ନୂଆ ଉତ୍ସ ପାଇବେ।