ଜାଣନ୍ତୁ ଏ ସପ୍ତାହର ରାଶିଫଳ

ରବିବାର: ପ୍ରେମ ଜୀବନ ଭଲ ରହିବ। ସୋମ ଓ ମଙ୍ଗଳବାର: ବେପାରରେ ଉନ୍ନତି ହେବ। ବୁଧ, ଗୁରୁ ଓ ଶୁକ୍ରବାର: ଚାକିରିରେ ସଫଳତା ମିଳିପାରେ। ଶନିବାର: ଅନ୍ୟର ପ୍ରେରଣା ନେଇ କାମ କରନ୍ତୁ।

ରବିବାର: ଆପଣଙ୍କ ଭିତରେ ସକାରାତ୍ମକତା ଆସିବ। ସୋମ ଓ ମଙ୍ଗଳବାର: ସରକାରୀ କାମ ପୂର୍ଣ୍ଣ ହେବ। ବୁଧ, ଗୁରୁ ଓ ଶୁକ୍ରବାର: ବେପାରରେ ଉନ୍ନତି ହେବ। ଶନିବାର: ଘରକୁ କୁଣିଆ ଆସିବେ।

ରବିବାର: ମାନସମ୍ମାନରେ ବୃଦ୍ଧି ହେବ। ସୋମ ଓ ମଙ୍ଗଳବାର: ପରିଜନଙ୍କ ସହ ଭଲ ସାମଞ୍ଜସ୍ୟ ରହିବ। ବୁଧ, ଗୁରୁ ଓ ଶୁକ୍ରବାର: ବ୍ୟବସାୟରେ ବୃଦ୍ଧି ହେବ। ଶନିବାର: ଧନଲାଭ ହେବ।

ରବିବାର: ଉନ୍ନତି ପାଇଁ ନୂଆ ରାସ୍ତା ପାଇବେ। ସୋମ ଓ ମଙ୍ଗଳବାର: କାମରେ ସୁନାମ ଅର୍ଜନ କରିବେ। ବୁଧ, ଗୁରୁ ଓ ଶୁକ୍ରବାର: ପରିବାରରେ ସମସ୍ତେ ଖୁସି ରହିବେ। ଶନିବାର: ଧନବୃଦ୍ଧି ହେବ।

ରବିବାର: ପୁଅ ପକ୍ଷରୁ ସୁଖ ପାଇବେ। ସୋମ ଓ ମଙ୍ଗଳବାର: ଭାଗ୍ୟର ଦ୍ବାର ଖୋଲିବ। ବୁଧ, ଗୁରୁ ଓ ଶୁକ୍ରବାର: ଭାବିଚିନ୍ତି ଖର୍ଚ୍ଚ କରନ୍ତୁ। ଶନିବାର: ସ୍ବାସ୍ଥ୍ୟରେ ସୁଧାର ହେବ।

ରବିବାର: ସବୁ ଚିନ୍ତା ଦୂର ହେବ। ସୋମ ଓ ମଙ୍ଗଳବାର: ବ୍ୟବସାୟୀଙ୍କ ଲାଗି ସମୟ ଭଲ। ବୁଧ, ଗୁରୁ ଓ ଶୁକ୍ରବାର: ଜମିରେ ନିବେଶ ଲାଗି ଭାବିପାରନ୍ତି। ଶନିବାର: ଖର୍ଚ୍ଚ ବଢ଼ିପାରେ।

ରବିବାର: ବ୍ୟବସାୟୀଙ୍କୁ ଭାଗ୍ୟ ସାଥ୍‌ ଦେବ। ସୋମ ଓ ମଙ୍ଗଳବାର: ଧ୍ୟାନଧାର୍ମିକ କାର୍ଯ୍ୟରେ ଲାଗି ରହିବ। ବୁଧ ଓ ଶୁକ୍ରବାର: ଚାକିରିରେ ପଦୋନ୍ନତି ମିଳିବ। ଶନିବାର: ସୁସମ୍ବାଦ ପାଇବେ।

ରବିବାର: ଦାମ୍ପତ୍ୟ ଜୀବନରେ ଖୁସି ରହିବ। ସୋମ ଓ ମଙ୍ଗଳବାର: ଆର୍ଥିକ ସ୍ଥିତି ଚିନ୍ତାଜନକ ହୋଇପାରେ। ବୁଧ, ଗୁରୁ ଓ ଶୁକ୍ରବାର: ସମାଜିକ ପରିସର ବୃଦ୍ଧି ହେବ। ଶନିବାର: ସ୍ବାସ୍ଥ୍ୟରେ ସୁଧାର ହେବ।

ରବିବାର: ଶତ୍ରୁଙ୍କୁ ଜୟ କରିବେ। ସୋମ ଓ ମଙ୍ଗଳବାର: ପ୍ରୟାସରେ ଭଲ ପରିଣାମ ପାଇବେ। ବୁଧ, ଗୁରୁ ଓ ଶୁକ୍ରବାର: କାମ କରିବା ସମୟରେ ମନ ଶାନ୍ତ ରଖନ୍ତୁ। ଶନିବାର: ଭାଗ୍ୟୋନ୍ନତି ହେବ।

ରବିବାର: ଘରକୁ ବନ୍ଧୁ ଆସିବେ। ସୋମ ଓ ମଙ୍ଗଳବାର: କାର୍ଯ୍ୟ ସଫଳ ହେବ। ବୁଧ, ଗୁରୁ ଓ ଶୁକ୍ରବାର: ଘରେ ସୁଖସୌଭାଗ୍ୟ ବୃଦ୍ଧି ହେବ। ଶନିବାର: ପୂର୍ବ କାର୍ଯ୍ୟର ପ୍ରଶଂସା ପାଇବେ।

ରବିବାର: ଭ୍ରମଣ ପାଇଁ ଯୋଜନା କରିବେ। ସୋମ ଓ ମଙ୍ଗଳବାର: କାରବାର ବୃଦ୍ଧି ଲାଗି ସମୟ ଭଲ। ବୁଧ, ଗୁରୁ ଓ ଶୁକ୍ରବାର: ନିଜର ସ୍ଥିତିକୁ ମଜଭୁତ କରିବେ। ଶନିବାର: ସମ୍ବନ୍ଧ ମଧୁର ହେବ।

ରବିବାର: ଆର୍ଥିକ ସ୍ଥିତି ଭଲ ରହିବ। ସୋମ ଓ ମଙ୍ଗଳବାର: ବ୍ୟକ୍ତିଗତ ଜୀବନରେ ଦାୟିତ୍ବ ବଢ଼ିପାରେ। ବୁଧ, ଗୁରୁ ଓ ଶୁକ୍ରବାର: ଧନପ୍ରାପ୍ତି ହେବ। ଶନିବାର: ବେପାରରେ ଲାଭ ହେବ।

ସମ୍ବନ୍ଧିତ ଖବର