ଜାଣନ୍ତୁ ଏ ସପ୍ତାହର ରାଶିଫଳ

ରବି ଓ ସୋମବାର: ଅନ୍ୟମାନଙ୍କୁ ସହାୟତା କରିବେ। ମଙ୍ଗଳ ଓ ବୁଧବାର: ନୂଆ ସୁଯୋଗ ଲାଗି ପ୍ରସ୍ତୁତ ରହିବେ। ଗୁରୁ ଓ ଶୁକ୍ରବାର: ବେପାରରେ ଧନଲାଭ ହେବ। ଶନିବାର: ପ୍ରେମିକା ସହିତ ସମ୍ବନ୍ଧ ଭଲ ହେବ।

 

ରବି ଓ ସୋମବାର: କୌଣସି ସମସ୍ୟାର ସମାଧାନ ପାଇବେ। ମଙ୍ଗଳ ଓ ବୁଧବାର: ଛାତ୍ରଛାତ୍ରୀମାନେ ଖୁସ୍‌ ମିଜାଜର ରହିବେ। ଗୁରୁ ଓ ଶୁକ୍ରବାର: ପୁରୁଣା କଥାକୁ ନେଇ ଚିନ୍ତିତ ରହିପାରନ୍ତି। ଶନିବାର: କର୍ମ କ୍ଷେତ୍ରରେ ଉନ୍ନତି ହେବ।

 

ରବି ଓ ସୋମବାର: କିଛି ନୂଆ ଶିକ୍ଷା ଲାଭ କରିବେ। ମଙ୍ଗଳ ଓ ବୁଧବାର: କାରବାରରେ ସଫଳତା ପାଇବେ। ଗୁରୁ ଓ ଶୁକ୍ରବାର: ନିତିଦିନିଆ କାମରେ ଲାଭ ହେବ। ଶନିବାର: ସ୍ବାସ୍ଥ୍ୟରେ ସମସ୍ୟା ସୃଷ୍ଟି ହୋଇପାରେ।

 

ରବି ଓ ସୋମବାର: ନୂଆ କାର୍ଯ୍ୟରେ ରୁଚି ବଢ଼ିବ। ମଙ୍ଗଳ ଓ ବୁଧବାର: ପ୍ରିୟତମଙ୍କ ସହିତ ସମ୍ବନ୍ଧରେ ସୁଧାର ହେବ। ଗୁରୁ ଓ ଶୁକ୍ରବାର: ପରିଶ୍ରମର ଭଲ ପରିଣାମ ପାଇବେ। ଶନିବାର: ବେପାରରେ ଉନ୍ନତି ହେବ।

 

ରବି ଓ ସୋମବାର: ନୂଆ କୌଶଳ ଶିଖିବେ। ମଙ୍ଗଳ ଓ ବୁଧବାର: ଘରକୁ ବନ୍ଧୁ ଆସିବେ। ଗୁରୁ ଓ ଶୁକ୍ରବାର: ଅଫିସ‌୍‌ କାମରେ ଚାଲେଞ୍ଜ୍ ଆସିପାରେ। ଶନିବାର: ଅଧୁରା କାମ ପୂରା ହୋଇଯିବ।

 

ରବି ଓ ସୋମବାର: ଜମାପୁଞ୍ଜି ବୃଦ୍ଧି ହେବ। ମଙ୍ଗଳ ଓ ବୁଧବାର: ସୁଯୋଗ ହାତଛଡ଼ା କରନ୍ତୁ ନାହିଁ। ଗୁରୁ ଓ ଶୁକ୍ରବାର: ବହୁମୂଲ୍ୟ ବସ୍ତୁ କିଣିବେ। ଶନିବାର: ବ୍ୟବସାୟରେ ସବୁ ଭଲ ହେବ।

 

ରବି ଓ ସୋମବାର: ଅନ୍ୟମାନଙ୍କୁ ସାହାଯ୍ୟ କରିବେ। ମଙ୍ଗଳ ଓ ବୁଧବାର: ସ୍ଥଗିତ ଥିବା କାମ ପୂରା ହେବ। ଗୁରୁ ଓ ଶୁକ୍ରବାର: ବଡ଼ କମ୍ପାନି ସହିତ ଡିଲ୍‌ କରିବେ। ଶନିବାର: ସମାଜରେ ମାନ ପ୍ରତିଷ୍ଠା ବୃଦ୍ଧି ହେବ।

 

ରବି ଓ ସୋମବାର: ଭାବିଚିନ୍ତି ଖର୍ଚ୍ଚ କରନ୍ତୁ। ମଙ୍ଗଳ ଓ ବୁଧବାର: ବ୍ୟବସାୟରେ ଲାଭ ହେବ। ଗୁରୁ ଓ ଶୁକ୍ରବାର: ମିତ୍ରଙ୍କ ଠାରୁ ଭଲ ପରାମର୍ଶ ପାଇବେ। ଶନିବାର: ପରିବାରରେ ବାତାବରଣ ଶାନ୍ତିଦାୟକ ରହିବ।

 

ରବି ଓ ସୋମବାର: ଧନଲାଭର ସୁଯୋଗ ଆସିବ। ମଙ୍ଗଳ ଓ ବୁଧବାର: ଅଧିକାରୀ ଆପଣଙ୍କ ଉପରେ ସନ୍ତୁଷ୍ଟ ହେବେ। ଗୁରୁ ଓ ଶୁକ୍ରବାର: ଚାକିରି ବୃତ୍ତିରେ ପରିସ୍ଥିତି ଭଲ ରହିବ। ଶନିବାର: କାରବାରରେ ଲାଭ ହେବ।

 

ରବି ଓ ସୋମବାର: ନୂଆ କାମ କରିବା ପାଇଁ ଭାବିବେ। ମଙ୍ଗଳ ଓ ବୁଧବାର: ବ୍ୟବସାୟରେ ବିକ୍ରି ବଢ଼ିବ। ଗୁରୁ ଓ ଶୁକ୍ରବାର: ବନ୍ଧୁ ସହିତ ସମ୍ବନ୍ଧ ଭଲ ହେବ। ଶନିବାର: କ୍ୟାରିୟରରେ ଭଲ ପ୍ରଦର୍ଶନ କରିବେ।

 

 

ରବି ଓ ସୋମବାର: ଜୀବନସାଥୀଙ୍କୁ ମନର କଥା କହିବେ। ମଙ୍ଗଳ ଓ ବୁଧବାର: ବଡ଼ ସୁଯୋଗ ମିଳିବା ହେତୁ ଧନଲାଭ ହେବ। ଗୁରୁ ଓ ଶୁକ୍ରବାର: ରାଜନୀତିରେ ସଫଳତା ପାଇବେ। ଶନିବାର: ଘର ଖର୍ଚ୍ଚ ବଢ଼ିପାରେ।

 

ରବି ଓ ସୋମବାର: କଳା ସାହିତ୍ୟ କ୍ଷେତ୍ରରେ ସମ୍ମାନ ବଢ଼ିବ। ମଙ୍ଗଳ ଓ ବୁଧବାର: ପ୍ରଭୁଙ୍କ ପ୍ରତି ଆସ୍ଥା ବଢ଼ିବ। ଗୁରୁ ଓ ଶୁକ୍ରବାର: ଚାକିରିରେ କର୍ତ୍ତୃତ୍ବ ବଢ଼ିବ। ଶନିବାର: ଧନ ସ˚ପତ୍ତି ବୃଦ୍ଧି ହେବ।

ସମ୍ବନ୍ଧିତ ଖବର