ଜାଣନ୍ତୁ ଏ ସପ୍ତାହର ରାଶିଫଳ

ରବିବାର: ସୁସମ୍ବାଦ ପାଇବେ। ସୋମ, ମଙ୍ଗଳ ଓ ବୁଧବାର ଜୀବନରେ ଆଗକୁ ବଢ଼ିଚାଲିବେ। ଗୁରୁ ଓ ଶୁକ୍ରବାର: ଘରର ଆବଶ୍ୟକତା ଉପରେ ଧୢାନ ଦିଅନ୍ତୁ। ଶନିବାର: ଧନଲାଭ ହେବ।

 

ରବିବାର: ସୁସମ୍ବାଦ ପାଇବେ। ସୋମ, ମଙ୍ଗଳ ଓ ବୁଧବାର ଜୀବନରେ ଆଗକୁ ବଢ଼ିଚାଲିବେ। ଗୁରୁ ଓ ଶୁକ୍ରବାର: ଘରର ଆବଶ୍ୟକତା ଉପରେ ଧୢାନ ଦିଅନ୍ତୁ। ଶନିବାର: ଧନଲାଭ ହେବ।

 

ରବିବାର: ଘର କାମରେ ସମୟ ବିତିବ। ସୋମ, ମଙ୍ଗଳ ଓ ବୁଧବାର: ସାମାଜିକ ସ୍ତରରେ ଲୋକ ପ୍ରିୟତା ବଢ଼ିବ। ଗୁରୁ ଓ ଶୁକ୍ରବାର: ବେପାରରେ ଲାଭ ହେବ। ଶନିବାର: କୃଷିଜୀବୀଙ୍କୁ ଧନଲାଭ ହେବ।

 

ରବିବାର: ସାମାଜିକ କାର୍ଯ୍ୟରେ ସମୟ ଦେବେ। ସୋମ, ମଙ୍ଗଳ ଓ ବୁଧବାର: କାରବାରରେ ପରିବର୍ତ୍ତନ ଆଣିବା ଲାଗି ଭାବିବେ। ଗୁରୁ ଓ ଶୁକ୍ରବାର: ସଫଳତା ହାସଲ ପାଇଁ ବ୍ୟଗ୍ର ରହିବେ। ଶନିବାର: ଧନଲାଭ ହେବ।

 

ରବିବାର: କାମ ପ୍ରତି ସକ୍ରିୟ ରହିବେ। ସୋମ, ମଙ୍ଗଳ ଓ ବୁଧବାର: ଆପଣଙ୍କ ନିକଟକୁ ନୂଆ ଦାୟିତ୍ବ ଆସିବ। ଗୁରୁ ଓ ଶୁକ୍ରବାର: ବିବାଦଠାରୁ ଦୂରେଇ ରୁହନ୍ତୁ। ଶନିବାର: ପ୍ରେମିକ ଠାରୁ ଉପହାର ପାଇବେ।

 

ରବିବାର: ଶିକ୍ଷଣୀୟ କାର୍ଯ୍ୟରେ ମନ ଲାଗିବ। ସୋମ, ମଙ୍ଗଳ ଓ ବୁଧବାର: ପ୍ରତିଟି ପରିସ୍ଥିତି ପାଇଁ ନିଜକୁ ପ୍ରସ୍ତୁତ ରଖିବେ। ଗୁରୁ ଓ ଶୁକ୍ରବାର: ଚିନ୍ତାଧାରାରେ ପରିବର୍ତ୍ତନ ଆସିବ। ଶନିବାର: ଧନଲାଭ ହେବ।

 

ରବିବାର: ଜରୁରୀ କାମ ସମୟରେ ପୂରା ହେବ। ସୋମ, ମଙ୍ଗଳ ଓ ବୁଧବାର: ରୋଜଗାର ବୃଦ୍ଧି ହେବ। ଗୁରୁ ଓ ଶୁକ୍ରବାର: କିଛି ପରିସ୍ଥିତିରେ ଆପଣ ଶାନ୍ତ ରହିପାରିବେ ନାହିିଁ। ଶନିବାର: ପ୍ରେମରେ ସଫଳତା ମିଳିବ।

 

ରବିବାର: ଘରେ ସୁଖଶାନ୍ତି ବଜାୟ ରହିବ। ସୋମ, ମଙ୍ଗଳ ଓ ବୁଧବାର: କାମରେ ଏକାଗ୍ରତା ଯୋଗୁଁ ସଫଳ ହେବେ। ଗୁରୁ ଓ ଶୁକ୍ରବାର: ମହତ୍ତ୍ବପୂର୍ଣ୍ଣ ଲୋକଙ୍କ ସହିତ ସ˚ପର୍କ ହେବ। ଶନିବାର: ଶତ୍ରୁଙ୍କୁ ପରାସ୍ତ କରିବେ।

 

ରବିବାର: ପ୍ରତିଟି କାମ ତୁରନ୍ତ କରିନେବେ। ସୋମ, ମଙ୍ଗଳ ଓ ବୁଧବାର: ବିବାଦରେ ଆପଣଙ୍କୁ ସଫଳତା ହାସଲ ହେବ। ଗୁରୁ ଓ ଶୁକ୍ରବାର: ସମାଜରେ ମାନ ସମ୍ମାନ ବଢ଼ିବ। ଶନିବାର: ପ୍ରେମ ସ˚ପର୍କ ନିବିଡ଼ ହେବ।

 

ରବିବାର: ସବୁ ଅସୁବିଧା ଦୂର ହେବ। ସୋମ, ମଙ୍ଗଳ ଓ ବୁଧବାର: ଆର୍ଥିକ ବିଷୟରେ ଉନ୍ନତିର ନୂଆ ମାର୍ଗ ଖୋଲିବ। ଗୁରୁ ଓ ଶୁକ୍ରବାର: ଦାମ୍ପତ୍ୟ ଜୀବନ ଭଲ ରହିବ। ଶନିବାର: ମାନ ପ୍ରତିଷ୍ଠା ବୃଦ୍ଧି ହେବ।

 

 

ରବିବାର: ଭାବିଚିନ୍ତି ଖର୍ଚ୍ଚ କରନ୍ତୁ। ସୋମ, ମଙ୍ଗଳ ଓ ବୁଧବାର: ବିଶେଷ କାମରେ ବନ୍ଧୁଙ୍କ ସାହାଯ୍ୟ ପାଇବେ। ଗୁରୁ ଓ ଶୁକ୍ରବାର: ଆର୍ଥିକ ସ୍ଥିତି ମଜଭୁତ ରହିବ। ଶନିବାର: ରଚନାତ୍ମକ କାମରେ ଲାଭ ହେବ।

 

ରବିବାର: କାମ ପ୍ରତି ସକ୍ରିୟ ରହିବେ। ସୋମ, ମଙ୍ଗଳ ଓ ବୁଧବାର: ଅଫିସ୍‌ରେ ଅଧିକ ସମୟ କାମ କରିବାକୁ ପଡ଼ିପାରେ। ଗୁରୁ ଓ ଶୁକ୍ରବାର: ବ୍ୟବସାୟରେ ଲାଭ ହେବ। ଶନିବାର: ପୁରୁଣା ବିବାଦ ସମାଧାନ ହେବ।

ସମ୍ବନ୍ଧିତ ଖବର