ଜାଣନ୍ତୁ ଏ ସପ୍ତାହର ରାଶିଫଳ

ରବି, ସୋମ ଓ ମଙ୍ଗଳବାର: ଘରକୁ ବନ୍ଧୁ ଆସିବେ। ବୁଧ ଓ ଗୁରୁବାର: ସାମାଜିକ କ୍ଷେତ୍ରରେ ଯଶ ମିଳିବ। ଶୁକ୍ର ଓ ଶନିବାର: ବେପାରକୁ ନେଇ ମନରେ ନୂଆ ନୂଆ ବିଚାର ଆସିବ।

 

ରବି, ସୋମ ଓ ମଙ୍ଗଳବାର: ଉନ୍ନତି ଲାଗି ନୂଆ ମାର୍ଗ ଖୋଲିବ। ବୁଧ ଓ ଗୁରୁବାର: ସାମାଜିକ କାର୍ଯ୍ୟ କରିବାର ସୁଯୋଗ ପାଇବେ। ଶୁକ୍ର ଓ ଶନିବାର: ନୂଆ ଲୋକଙ୍କ ସହିତ ସ˚ପର୍କ ହେବ।

 

ରବି, ସୋମ ଓ ମଙ୍ଗଳବାର: ସରକାରୀ କାମରେ ସାହାଯ୍ୟ ମିଳିପାରେ। ବୁଧ ଓ ଗୁରୁବାର: ଜୀବନକୁ ସୁନ୍ଦର କରିବା ଲାଗି ସୁଯୋଗ ପାଇବେ। ଶୁକ୍ର ଓ ଶନିବାର: ଘର ପାଇଁ ଦରକାରୀ ଜିନିଷ କିଣିବେ।

 

ରବି, ସୋମ ଓ ମଙ୍ଗଳବାର: ଆପଣଙ୍କ ବ୍ୟବହାରରେ ଲୋକେ ପ୍ରଭାବିତ ହେବେ। ବୁଧ ଓ ଗୁରୁବାର: କାନୁନ୍‌ ମାମଲା ସମାଧାନ ହୋଇପାରେ। ଶୁକ୍ର ଓ ଶନିବାର: ଅଫିସ୍‌ରେ ନୂଆ ଦାୟିତ୍ବ ପାଇବେ।

 

ରବି, ସୋମ ଓ ମଙ୍ଗଳବାର: ପିଲାମାନଙ୍କ ପାଇଁ ଦରକାରୀ ଜିନିଷ କିଣିବେ। ବୁଧ ଓ ଗୁରୁବାର: ଉପରିସ୍ଥ କର୍ମଚାରୀ ଆପଣଙ୍କ ଉପରେ ଖୁସି ରହିବେ। ଶୁକ୍ର ଓ ଶନିବାର: ଜମାପୁଞ୍ଜି ବୃଦ୍ଧି ହେବ।

 

ରବି, ସୋମ ଓ ମଙ୍ଗଳବାର: ରୋଜଗାର ପାଇଁ ନୂଆ ସୁଯୋଗ ପାଇବେ। ବୁଧ ଓ ଗୁରୁବାର: ବ୍ୟବସାୟ ଉପରେ ବିରୋଧୀଙ୍କ ନଜର ରହିବ। ଶୁକ୍ର ଓ ଶନିବାର: ପରିବାରରେ ସୁଖଶାନ୍ତି ବଢ଼ିବ।

 

ରବି, ସୋମ ଓ ମଙ୍ଗଳବାର: ନୂଆ କାମ କରିବା ପାଇଁ ଭାବିବେ। ବୁଧ ଓ ଗୁରୁବାର: ରାଜନୀତିରେ ଆର୍ଥିକ ଲାଭ ହେବ। ଶୁକ୍ର ଓ ଶନିବାର: କ୍ୟାରିୟରରେ ଉଢ଼ାଣ ଗଢ଼ାଣ ଆସିପାରେ।

 

ରବି, ସୋମ ଓ ମଙ୍ଗଳବାର: ବଡ଼ ସୁଯୋଗ ମିଳିବା ହେତୁ ଧନଲାଭ ହେବ। ବୁଧ ଓ ଗୁରୁବାର: ଅନ୍ୟମାନଙ୍କୁ ସାହାଯ୍ୟ କରିବେ। ଶୁକ୍ର ଓ ଶନିବାର: ପରିବାର ଲୋକଙ୍କ ସହିତ ମିଳନ ଯୋଗୁଁ ଖୁସି ରହିବେ।

 

ରବି, ସୋମ ଓ ମଙ୍ଗଳବାର: ପୁରୁଣା କଥାକୁ ନେଇ ମନସ୍ତାପରେ ରହିପାରନ୍ତି। ବୁଧ ଓ ଗୁରୁବାର: ଅନ୍ୟମାନଙ୍କୁ ନିଜ କଥା ଅବଗତ କରାଇବାରେ ସଫଳ ହେବେ। ଶୁକ୍ର ଓ ଶନିବାର: ଧନଲାଭ ହେବ।

 

ରବି, ସୋମ ଓ ମଙ୍ଗଳବାର: ପରିବାରରେ ସୁଖ ଶାନ୍ତି ବଢ଼ିବ। ବୁଧ ଓ ଗୁରୁବାର: ସ୍ବାସ୍ଥ୍ୟରେ ସମସ୍ୟା ଦେଖାଦେଇପାରେ। ଶୁକ୍ର ଓ ଶନିବାର: ଆଇନିଜୀବୀଙ୍କ ଲାଗି ସମୟ ଲାଭଦାୟକ ରହିବ।

 

 

ରବି, ସୋମ ଓ ମଙ୍ଗଳବାର: କ୍ୟାରିୟର୍‌ରେ ନୂଆ କୀର୍ତ୍ତିମାନ ସ୍ଥାପିତ କରିବେ। ବୁଧ ଓ ଗୁରୁବାର: ବୈବାହିକ ଜୀବନରେ ଖୁସି ବଢ଼ିବ। ଶୁକ୍ର ଓ ଶନିବାର: ନୂଆ କାମ କରିବାରେ ନିବୃତ୍ତ ରୁହନ୍ତୁ।

 

ରବି, ସୋମ ଓ ମଙ୍ଗଳବାର: ଛାତ୍ରଙ୍କୁ ବଢ଼ିଆ ପରିଣାମ ମିଳିବ। ବୁଧ ଓ ଗୁରୁବାର: ସନ୍ତାନ ପକ୍ଷରୁ ଖୁସି ଖବର ପାଇବେ। ଶୁକ୍ର ଓ ଶନିବାର: ଆଖପାଖର ଲୋକଙ୍କ ଠାରୁ ସାହାଯ୍ୟ ପାଇବେ।

ସମ୍ବନ୍ଧିତ ଖବର