ଜାଣନ୍ତୁ ଏ ସପ୍ତାହର ରାଶିଫଳ

ରବି, ସୋମ ଓ ମଙ୍ଗଳବାର: ପ୍ରେମରେ ସଫଳତା ପାଇବେ। ବୁଧ ଓ ଗୁରୁବାର: ପ୍ରୟାସ କରି ଆସୁଥିବା କାମରେ ସଫଳତା ପାଇବେ। ଶୁକ୍ର ଓ ଶନିବାର: ଦୋକାନୀଙ୍କୁ ଯଥେଷ୍ଟ ଲାଭ ମିଳିବ।

ରବି, ସୋମ ଓ ମଙ୍ଗଳବାର: ପୂର୍ବ କଥାକୁ ନେଇ ଭାବୁକ ରହିପାରନ୍ତି। ବୁଧ ଓ ଗୁରୁବାର: ଅଧିକାରୀବର୍ଗ ଆପଣଙ୍କ କାମରେ ଖୁସି ହେବେ। ଶୁକ୍ର ଓ ଶନିବାର: ଛାତ୍ରଙ୍କୁ ଅଧିକ ପରିଶ୍ରମ କରିବାକୁ ହେବ।

ରବି, ସୋମ ଓ ମଙ୍ଗଳବାର: ସଫଳତା ପାଇଁ ନୂଆ ମଉକା ହାତକୁ ଆସିବ। ବୁଧ ଓ ଗୁରୁବାର: ଛାତ୍ରଙ୍କର ଲେଖାପଢ଼ା ପ୍ରତି ରୁଚି ବଢ଼ିବ। ଶୁକ୍ର ଓ ଶନିବାର: ଦାମ୍ପତ୍ୟ ସମ୍ବନ୍ଧ ମଧୁର ହେବ।

ରବି, ସୋମ ଓ ମଙ୍ଗଳବାର: ଆର୍ଥିକ ସ୍ଥିତିରେ ପ୍ରଗତି ହେବ। ବୁଧ ଓ ଗୁରୁବାର: କବିମାନଙ୍କ ଲାଗି ମହତ୍ତ୍ବପୂର୍ଣ୍ଣ ସମୟ। ଶୁକ୍ର ଓ ଶନିବାର: ଅଫିସ୍‌ରେ ନୂଆ କାମ ମିଳିପାରେ।

ରବି, ସୋମ ଓ ମଙ୍ଗଳବାର: ବ୍ୟବସାୟରେ ଉନ୍ନତି ହେବ। ବୁଧ ଓ ଗୁରୁବାର: ବନ୍ଧୁମାନଙ୍କ ସହିତ ମିଳାମିଶା ବଢ଼ିବ। ଶୁକ୍ର ଓ ଶନିବାର: ଗଳ୍ପ ଓ କବିତା ଲେଖିପାରନ୍ତି।

ରବି, ସୋମ ଓ ମଙ୍ଗଳବାର: ପଇସାର ଅଭାବ ଅନୁଭବ କରିବେ। ବୁଧ ଓ ଗୁରୁବାର: ପରିବାରରେ ଅଶାନ୍ତି ଦୂର ହେବ। ଶୁକ୍ର ଓ ଶନିବାର: ଉପାର୍ଜନ ଲାଗି ନୂଆ ଜ୍ଞାନ ପାଇବେ।

ରବି, ସୋମ ଓ ମଙ୍ଗଳବାର: ସବୁ ଦିଗରୁ ସଫଳତା ପାଇବେ। ବୁଧ ଓ ଗୁରୁବାର: ଦାମ୍ପତ୍ୟ ଜୀବନରେ ମଧୁରତା ବଢ଼ିବ। ଶୁକ୍ର ଓ ଶନିବାର: ନୂଆ କାମ କରିବା ଲାଗି ରୁଚି ବଢ଼ିବ।

ରବି, ସୋମ ଓ ମଙ୍ଗଳବାର: ରୁଚି କଳାକ୍ଷେତ୍ର ଆଡ଼କୁ ରହିବ। ବୁଧ ଓ ଗୁରୁବାର: ରାଜନୀତିରେ ଆର୍ଥିକ ଲାଭ ହେବ। ଶୁକ୍ର ଓ ଶନିବାର: ବିବାହିତ ଲୋକଙ୍କ ସମୟ ଭଲ।

ରବି, ସୋମ ଓ ମଙ୍ଗଳବାର: ଉନ୍ନତି ଲାଗି ନୂଆ ମାର୍ଗ ଖୋଲିବ। ବୁଧ ଓ ଗୁରୁବାର: ଲେଖକଙ୍କ ଲାଗି ସମୟ ଭଲ। ଶୁକ୍ର ଓ ଶନିବାର: ଜୀବନସାଥୀର ଇଚ୍ଛା ପୂରା କରିବେ।

ରବି, ସୋମ ଓ ମଙ୍ଗଳବାର: ଜୀବନକୁ ସୁନ୍ଦର କରିବା ଲାଗି ଚେଷ୍ଟା କରିବେ। ବୁଧ ଓ ଗୁରୁବାର: ଧ୍ୟାନଧର୍ମ କାର୍ଯ୍ୟ ଆଡ଼କୁ ରହିବ। ଶୁକ୍ର ଓ ଶନିବାର: କାରବାରରେ ଯଥେଷ୍ଟ ଲାଭ ପାଇବେ।

ରବି, ସୋମ ଓ ମଙ୍ଗଳବାର: ପ୍ରିୟଜନଙ୍କ ସହ ସମ୍ବନ୍ଧ ମଜଭୁତ ହେବ। ବୁଧ ଓ ଗୁରୁବାର: ସାମାଜିକ କାର୍ଯ୍ୟରେ ରୁଚି ବଢ଼ିବ। ଶୁକ୍ର ଓ ଶନିବାର: ଇଷ୍ଟଦେବଙ୍କ ପ୍ରତି ଆସ୍ଥା ବଢ଼ିବ।

ରବି, ସୋମ ଓ ମଙ୍ଗଳବାର: କାରବାରରେ ଲାଭ ହେବ। ବୁଧ ଓ ଗୁରୁବାର: କିଛି ନୂଆ କରିବାର ଆଗ୍ରହ ବଢ଼ିବ। ଶୁକ୍ର ଓ ଶନିବାର: କୌଣସି କାମ ତରବର ହୋଇ କରନ୍ତୁ ନାହିଁ।

ସମ୍ବନ୍ଧିତ ଖବର